Bureau
କୁମକାରୀ ସୀମାରେ ପାକିସ୍ତାନ ସେନାଙ୍କ ଗୁଳି ବର୍ଷା; ଜଣେ ନାଗରିକ ମୃତ, ୭ ରୁ...
ନୂଆଦିଲ୍ଲୀ,୩୦/୧୦,(ଓଡ଼ିଆ ପୁଅ ପି ନାୟକ):ଆଜି ଜାମ୍ମୁ କାଶ୍ମୀରରେ କୁପଓ୍ୱାଡା ଜିଲ୍ଲାର ମାଚ୍ଛିଲ ଓ କୁମକାରୀ ସେକ୍ଟରର ସୀମା ନିକଟସ୍ଥ ଅଞ୍ଚଳରେ ପାକିସ୍ତାନ ତରଫରୁ ଗୁଳିବର୍ଷା କରାଯାଇଛି । ଫଳରେ ପାକିସ୍ତାନୀ ସେନାଙ୍କ ଗୁଳିରେ...
ଓଲଟିଲା ଭ୍ୟାନ; ୩୦ ଛାତ୍ର ଛାତ୍ରୀ ଆହତ
ଗଞ୍ଜାମ,୩୦/୧୦,(ଓଡ଼ିଆ ପୁଅ ପି ନାୟକ):ଆଜି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ନୁଆପଡା ମାର୍ଗଦର୍ଶୀ ସ୍କୁଲ ପିଲା ଗାଡିରେ ଆସିବା ବେଳେ ଏକ ବଡ଼ ଅଘଟଣ ଘଟିଯାଇଛି । ସୂଚନା ଅନୁସାରେ, ଏକ ଟାଟା...
ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଗଲେ ଯାତ୍ରୀ
ନବରଙ୍ଗପୁର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ):ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରୀ ଛକ ନିକଟରେ ଏମ.ଏସ.ବି ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଫଳରେ...
ବାଲେଶ୍ଵରରେ ସଡକ ଦୁର୍ଘଟଣା; ୫ ବର୍ଷର ନାବାଳିକା ମୃତ
ବାଲେଶ୍ଵର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ):ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଇନ୍ଦିରା ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା ଫଳରେ...
ଦୋକାନ ଭାଙ୍ଗି ଲୁଟ କରି ଫେରାର ଲୁଟେରା
ଖୋର୍ଦ୍ଧା, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ଦିନକୁ ଦିନ ବଢୁଛି ଲୁଟେରାଙ୍କ ଆତଙ୍କ। ଆଉ ଏଥିପାଇଁ ଭୟଭୀତ ହୋଇ ଅଛନ୍ତି ଲୋକେ। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଉନଥାନା ମୁକୁନ୍ଦପ୍ରସାଦ...
ଖୋର୍ଦ୍ଧା ରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ
ଖୋର୍ଦ୍ଧା, ୩୦/୧୦, (ଓଡ଼ିଆ ପୁଅ ପି ନାୟକ):ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଧାନ ଫସଲ ଖାଇବାକୁ ମୁହାଁଉ ଥିବା ବେଳେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ...
ଭୀମସାର ଡାକ୍ତରଙ୍କ ନାଁ ରେ ଅଭିଯୋଗ
ସମ୍ବଲପୁର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାରରେ ଡାକ୍ତର ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ସମ୍ବଲପୁର ଜିଲ୍ଲା ଭିମସାର ବୁର୍ଲା ଡାକ୍ତରଖାନାରୁ ଆସିଛି।...
ଅଭିଯୁକ୍ତକୁ ଧରିବାକୁ ଯାଇ ଲହୁଲୁହାଣ ହେଲା ପୋଲିସ
ବାଲେଶ୍ଵର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ଅଭିଯୁକ୍ତକୁ ଧରିବାକୁ ଲହୁଲୁହାଣ ହେଲା ପୋଲିସ। ଏଭଳି ଘଟଣା ନୀଳଗିରି ଉପଖଣ୍ଡ ଈଶ୍ବରପୁର ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ନୀଳଗିରି ଉପଖଣ୍ଡ...
ଜବତ ହେଲା ଦେଶୀ ମଦ; ୩ ଗିରଫ
ବାଲେଶ୍ଵର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ):ପୁଣି ଜବତ ହୋଇଛି ଦେଶୀ ଓ ବିଦେଶୀ ମଦ। ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜଳେଶ୍ୱର ଏବଂ ବାଲେଶ୍ୱର ଅବକାରୀ ବିଭାଗ...
ମହଙ୍ଗା ପଡିଲା ରୋମିଓଗିରି
ପୁରୀ, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ପୁଣି ରୋଡ ରୋମିଓଙ୍କ ରୋମିଓଗିରି। ଆଉ ତା ପରେ ଓଃ କି ମାଡ ! ଠିକ ଏଭଳି ଘଟଣା ପୁରୀ ସତ୍ୟବାଦୀ ଛକ ନିକଟରେ...
ଗୁଣିଗାରେଡ଼ି ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ
ନବରଙ୍ଗପୁର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ଯୁଗ କେତେ ଆଗକୁ ଗଲାଣି। ହେଲେ ଆଜି ବି କିଛି ଆଦିବାସୀ ଅଞ୍ଚଳରେ ଅନ୍ଧବିଶ୍ୱାସ ନିଜରହକାୟା ମେଲାଇ ରହିଛି। ଲୋକେ ଆଜି ବି ଅନ୍ଧବିଶ୍ବାସକୁ...
ଖାଦ୍ୟରୁ ଝିଟିପିଟି ବାହାରିବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ
ଭଦ୍ରକ, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିବା ପରେ ଏବେ ଚାକିରୀରୁ ନିଲମ୍ବିତ ହୋଇଛନ୍ତି କେଦାରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜନ୍ମେଜୟ ପଣ୍ଡା। ତାଙ୍କୁ ଚାକିରୀରୁ ନିଲମ୍ବନ...
ଭିଜିଲାନ୍ସ ପକ୍ଷରୁ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ପାଳିତ
ଭୁବନେଶ୍ଵର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ):ଆଜି ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ତରଫରୁ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ପାଳନ କରାଯାଇଛି। ଏହାକୁ ଭିଜିଲାନ୍ସ ଏସ୍ପି ସାର୍ଥକ ଷଡ଼ଙ୍ଗୀ ପତକା...
ମହୋଦଧି ମାର୍କେଟ ମାଟିରେ ମିଶିଲା
ପୁରୀ, ୩୦/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ମଙ୍ଗଶବାରଦିନ ସକାଳୁ ମୋଚିସାହିରେ ଥିବା ମହୋଦଧି ମାର୍କେଟକୁ ପ୍ରଶାସନ ପକ୍ଷରୁ ବୁଲଡ଼ୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଏହି ମାର୍କେଟକୁ ଜିଲାପ୍ରଶାସନ ପକ୍ଷରୁ ଅସୁରକ୍ଷିତ ଘୋଷଣା...
ଠିକା ପ୍ରଥା ଉଚ୍ଛେଦ ଓ ସର୍ବନିମ୍ନ ମଜୁରୀ ଦାବି ନେଇ ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ...
ଭୁବନେଶ୍ୱର, ୩୦ା୧୦ (ଓଡ଼ିଆ ପୁଅ) : ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ଏକ କମିଟି ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଏବଂ ଅର୍ଥ ସଚିବଙ୍କୁ ଭେଟି...
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଜନ ସଚେତନତା...
ନୂଆ ଦିଲ୍ଲୀ ୨୯-୧୦ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଆଂଚଳିକ ଜନସମ୍ପର୍କ ବ୍ୟୁରୋ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଭୁବନେଶ୍ୱରରେ ଏକ ତିନିଦିନିଆ ଜନ...
ସରକାରଙ୍କ ଦ୍ବାରା ୨୨ ଜଣ କେକେବିନ୍ କ୍ୟାଡର ମାଓବାଦୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା
ବାଲିଗୁଡା ୨୯-୧୦ (ଓଡ଼ିଆ ପୁଅ) ସରକାରଙ୍କ ଦ୍ବାରା ୨୨ ଜଣ କେକେବିନ୍ କ୍ୟାଡର ମାଓବାଦୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଏନେଇ କନ୍ଧମାଳ ପୋଲିସ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି। ଆଜି...
ଡକାୟତି କରୁବାକୁ ଆସି ଗ୍ରାମବାସିଙ୍କ ଦ୍ୱାରା ଧରାପଡି ଜେଲଗଲେ
ବାଲିଗୁଡା ୨୯-୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) - ଗତକାଲି ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଗ୍ରାମପଂଚାୟତର ପଲମି ଗ୍ରାମରେ ତିନି ଜଣ ଦୁର୍ବୁତ କିଛି ଲୋକଙ୍କ ଘରେ ପଶି ଭୁଜାଲି ଓ...
ଜୟୀ ରାଜଗୁରୁଙ୍କୁ ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ ମାନ୍ୟତା ମିଳୁ
ଖୋର୍ଦ୍ଧାରେ ଶହୀଦ ଜୟୀ ରାଜଗୁରୁ ଜୟନ୍ତୀ ସମାରୋହ
ଖୋର୍ଦ୍ଧା ୨୯-୧୦ (ଓଡ଼ିଆ ପୁଅ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତ ସ୍ୱଧୀନତା ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କର ୨୮୦ତମ...
ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ...
ଭୁବନେଶ୍ୱର ତା ୨୯.୧୦ (ଓଡ଼ିଆ ପୁଅ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଂଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ...






