Bureau
ଆସନ୍ତା ୫ ତାରିଖରେ ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ...
ମୃତା ସ୍ମିତାରାଣୀକୁ ନ୍ୟାୟ ପ୍ରଦାନ ଏବଂ ଯୌନ ଉତ୍ପୀଡନ କରିଥିବା ବିଜେଡି ରାଜ୍ୟ ସଂପାଦକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ସଭାପତି ପ୍ରମୋଦ ସାହୁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ମହିଳା ମୋର୍ଚ୍ଚା...
ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣା;୪ ମୃତ,୩୦ ଆହତ
ନୂଆଦିଲ୍ଲୀ,୦୪/୧୧,(ଓଡ଼ିଆ ପୁଅ ପି ନାୟକ):ଆଜି ମହାରାଷ୍ଟ୍ରର ଭୋର ଘାଟ ନିକଟସ୍ଥ ପୁରୁଣା ପୁନେ-ମୁମ୍ବାଇ ହାଇୱେ ରେ ଏକ ମେଜର ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା...
ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇକୁ ଆହୁରି ତୀବ୍ର କରିବ ବିଜେପି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଏବଂ ଫନୀ ସହାୟତା ଘର ଯୋଗାଇ ଦେବାରେ ରାଜ୍ୟସରକାର କରିଥିବା ବ୍ୟାପକ ଜାଲିଆତି ବିରୁଦ୍ଧରେ ଆଗାମୀ ରଣନୀତି ପ୍ରସ୍ତୁତ କଲା ବିଜେପି
ଭୁବନେଶ୍ୱର, ତା.୦୩/୧୧ (ଓଡ଼ିଆ ପୁଅ) :...
ରାଜ୍ୟରେ ଦେଖାଦେଇଛି ରାଜନୈତିକ ଅସହିଷ୍ଣୁତା:ବିଜେପି
ଭବାନୀପାଟଣାଠାରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ରିଜର୍ଭ ପୋଲିସ ଗୃହ ଉଦଘାଟନ ସମାରୋହରେ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ନିମନ୍ତ୍ରଣ ନକରିବା ପ୍ରସଙ୍ଗ
- ହୀନ ରାଜନୈତିକ ଉଦ୍ଦେଶ୍ୟ...
ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର
ସୁନ୍ଦରଗଡ଼,୦୪/୧୧,(ଓଡ଼ିଆ ପୁଅ ପି ନାୟକ):ଆଜି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ସଲଙ୍ଗାବାହାଲରେ ସୋନାଜୋର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ...
ଓଲଟି ପଡିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ପିଲା
ପୁରୀ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି ପୁରୀରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍କୁଲ ପିଲା। ତେବେ ସୂଚନା ଅନୁସାରେ, ଆଜି ପୁରୀରେ ଏକ ସ୍କୁଲ ଭ୍ୟାନ...
ସୋମବାରରେ ଧବଳେଶ୍ବର ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି
କଟକ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ):ଆଜି ହେଉଛି କାର୍ତ୍ତିକ ମାସର ସୋମବାର। ଏଥିପାଇଁ କଟକସ୍ଥିତ ଧବଳେଶ୍ଵର ଶୈବପୀଠରେ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଛି। ପ୍ରସିଦ୍ଧ ଶୈବପୀଠ ଆଠଗଡର ଆରାଧ୍ୱ ବାବା ଧବଳେଶ୍ବରଙ୍କ...
ଟେକି ନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ଚାନ୍ଦବାଲି, ୦୪/୧୧, (ଓଡ଼ିଆ ପୁଅ ପି ନାୟକ):ଯାତ୍ରା ଦେଖି ଫେରିବା ବେଳେ ଛାତ୍ରୀଂକୁ ଟେକି ନେଇ ଗତ ଦୁଷ୍କର୍ମ। ଆଜ୍ଞା ହଁ, ଚାନ୍ଦବାଲି ଅଞ୍ଚଳରେ ଜୈନିକା ନାବାଳିକା ଛାତ୍ରୀ ତାଙ୍କ ଭାଇ ସହ...
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନୁଗୁଳ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ):ଅନୁଗୁଳୁ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କାଠପାଳ ଗାଁରେ ଭାଲୁ ଆକ୍ରମଣ ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ଯାଦବ ବେହେରା ବୋଲି ଜଣାପଡିଛି।...
ପ୍ରଦୂଷଣ କମ୍ କରିବା ଉଦ୍ଦେଶ୍ୟରେ ଆଜିଠୁ ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି – ଅଡ୍...
ନୂଆଦିଲ୍ଲୀ, ୦୪/୧୧: (ଓଡ଼ିଆ ପୁଅ/ପି ନାୟକ) ଆଜିଠୁ ଦିଲ୍ଲୀରେ ଆରମ୍ଭ ହୋଇଛି ଅଡ ଇବିନ୍ ନମ୍ବର। ଅଡ ଇଭିନ୍ ସିଷ୍ଟମ ଦିଲ୍ଲୀରେ ତୃତୀୟ ଥର ପାଇଁ ପୁର୍ନବାର ଲାଗୁ ହୋଇଛି। ଦିଲ୍ଲୀରେ ପ୍ରଦୂଷଣ...
ଜାତୀୟ ନାଟକ ଉତ୍ସବ – ଶ୍ରୀରଂଗ ସମାରୋହ ଉଦଘାଟିତ
ସମ୍ବଲପୁର, ୦୩/୧୧ (ଓଡ଼ିଆ ପୁଅ) ସମ୍ବଲପୁର ଶ୍ରୀ କଲଚରାଲ ଏସୋସିଏସନ ପକ୍ଷରୁ ଝାଡ଼ୁଆପଡ଼ା ଆରଣ୍ୟକ ମଂଚଠାରେ ଚତୁର୍ଥ ବହୁଭାଷୀ ଜାତୀୟ ନାଟକ ସମାରୋହ –ଶ୍ରୀରଂଗ ସମାରୋହ -୨୦୧୯ ଉଦଘାଟିତ ହୋଇଛି। ଏଥିରେ ବରଗଡ଼...
ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ବକ୍ତୃତାମାଳାରେ କବି ଡ଼. ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ବ୍ୟାଖ୍ୟାନ
ସମ୍ବଲପୁର, ୦୩/୧୧ (ଓଡ଼ିଆ ପୁଅ) ସମ୍ବଲପୁରର ସେତୁ ଅନୁଷ୍ଟାନ ପକ୍ଷରୁ ପାନ୍ଥନିବାସ ସମ୍ମିଳନୀ କକ୍ଷଠାରେ ଆଜି ବିଂଶତମ ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ବକ୍ତୃତାମାମାଳା ଅନୁଷ୍ଟିତ ହୋଇଥିଲା। ଏଥିରେ କେନ୍ଦ୍ରୀୟ ସାହତ୍ୟ ଏକାଡ଼େମୀ...
ଅଲ୍ ଓଡ଼ିଶା ବିପିୟୁଟି ଓ ଡ଼ିପ୍ଲୋମା ଛାତ୍ରସଂଘର ନୂତନ କର୍ମକର୍ତ୍ତା ଚୟନ
ଭୁବନେଶ୍ୱର ୩-୧୧ (ଓଡ଼ିଆ ପୁଅ) ରବିବାର ଦିନ ଅଲ୍ ଓଡ଼ିଶା ବିପିୟୁଟି ଷ୍ଟୁଡ଼େଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ ଓ) ଓ ଅଲ୍ ଓଡ଼ିଶା ଡ଼ିପ୍ଲୋମା ଷ୍ଟୁଡ଼େଣ୍ଟ ଅର୍ଗାନାଇଜେସନ୍ (ଏଓଡ଼ିଏସ୍ ଓ)ର ୪ର୍ଥ ବାର୍ଷିକ କର୍ମକର୍ତ୍ତା...
ଡାକ୍ତରଙ୍କ ଅବହେଳା ଯୋଗୁଁ ଗଲା ରୋଗୀର ଜୀବନ
ନୟାଗଡ଼, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ ଯକ୍ଷ୍ମା ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାଟି ହେଲା ଚିକିତ୍ସା ନ ପାାଇ ରୋଗୀର ମୃତ୍ୟୁ ହୋଇଥିବା...
ଆସନ୍ତା ୬ରୁ ବର୍ଷା !
ନୂଆଦିଲ୍ଲୀ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ପୁଣି ରାଜ୍ୟରେ ହୋଇପାରେ ବର୍ଷା। କାରଣ ଥାଇଲାଣ୍ଡ ଉପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର...
ଏଥର ବାଲିଯାତ୍ରାରେ ନୌବିହାରର ମଜା ନେବେ ଦର୍ଶକ
କଟକ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ବାଲିଯାତ୍ରାକୁ ଆଉ ରହିଲା ଦିନ କେଇଟା। ଏଥିପାଇଁ ସମସ୍ତ ଆୟୋଜନ ଆରମ୍ଭ ହୋଇଗଲାଣି। ପ୍ରତିବର୍ଷ ଏହାକୁ ରଙ୍ଗ ବେରଙ୍ଗ ଓ ସାଜସଜ୍ଜା କରିବା ପାଇଁ ପ୍ରଶାସନ...
ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
କଳାହାଣ୍ଡି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି କଳାହାଣ୍ଡି ଜିଲ୍ଲାର ଏମ. ରାମପୁର ଥାନା ଅଧୀନସ୍ତ କୁସମେଲ ଛକ ନିକଟରେ ଗଛରେ ପିଟି ହୋଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ମିଳିଥିବା...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ
ଜଗତସିଂହପୁର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ପୁଣି ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଶଙ୍କରପୁର...
ଇଣ୍ଡିଆ Vs ବାଂଗ୍ଲାଦେଶ : ବାଂଗ୍ଲାଦେଶ ଜିତିଲା ଟସ, ଭାରତ ପ୍ରଥମେ କରିବ ବ୍ୟାଟିଂ
ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ନୂଆ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଆଜି ଭାରତ ଏବଂ ବାଂଗ୍ଲାଦେଶ T20 ମ୍ୟାଚ ଖେଳାଯାଉଛି। ବାଂଗ୍ଲାଦେଶ ଟସ୍ ଜୀତି ପ୍ରଥମେ ପିଲ୍ଡିଂ କରିବାକୁ ନିଷ୍ଟତ୍ତି...
ଜମିବାଡ଼ି ଭାଗବଣ୍ଟାକୁ ନେଇ ବାପା ମା’ଙ୍କୁ ଘରୁ ତଡିଲେ ପୁଅ ବୋହୂ
ସାନଖେମୁଣ୍ଡି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଡେଙ୍ଗାଉସ୍ତ ଶ୍ରୀରାମନଗର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ହେଲା ନିଜ ଜନ୍ମ କଲା ବାପାମାଙ୍କକୁ ଘରୁ...





