Home ଓଡ଼ିଶା ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣା;୪ ମୃତ,୩୦ ଆହତ

ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣା;୪ ମୃତ,୩୦ ଆହତ

190

ନୂଆଦିଲ୍ଲୀ,୦୪/୧୧,(ଓଡ଼ିଆ ପୁଅ ପି ନାୟକ):ଆଜି ମହାରାଷ୍ଟ୍ରର ଭୋର ଘାଟ ନିକଟସ୍ଥ ପୁରୁଣା ପୁନେ-ମୁମ୍ବାଇ ହାଇୱେ ରେ ଏକ ମେଜର ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ଅନୁସାରେ,  ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ୬୦ ଫୁଟ ତଳକୁ ଓଲଟି ପଡିଥିଲା । ପରେ ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେଁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.