Home Authors Posts by Bureau

Bureau

17674 POSTS 0 COMMENTS

ସୁପ୍ରୀମ କୋର୍ଟଙ୍କ ରାୟ : କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି, ଲଢ଼ି...

0
ନୂଆ ଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) କର୍ଣ୍ଣାଟକର ପୂର୍ବରୁ ଅଯୋଗ୍ୟ ଘୋଷିତ ୧୪ କଂଗ୍ରେସ ଏବଂ ୩ ଜେଡିଏସ ବିଧାୟକଙ୍କ ଯାଚିକା ଉପରେ ସୁପ୍ରୀମ କୋର୍ଟ ରାୟ ଶୁଣାଇଛନ୍ତି। ସେମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି...

ଦିନ ଦ୍ୱିପ୍ରହରରେ ଆଠ ଭରି ସୁନା ଗହଣା ସହ ନଗଦ ଟଙ୍କା ଚୋରି

0
ଟିଟିଲାଗଡ଼ ୧୩-୧୧ (ଓଡ଼ିଆ ପୁଅ) ଟିଟିଲାଗଡ଼ ମ୍ୟୁନିସିପାଲଟି ଅଧିନସ୍ଥ ୧୪ ନମ୍ବର ୱାର୍ଡ ସ୍ଥିତ ଏକ ଘରୁ ଆଠ ଭରି ସୁନା ଗହଣା ସହ ପନ୍ଦର ହଜାର ଟଙ୍କା ଚୋରୀ ହୋଇଯାଇଥିବା ନେଇ...

ଘାଟୀରୁ ଖସିପଡ଼ିଲା ବସ୍ ୧୬ ମୃତ ୫ ଗୁରୁତର

0
ଜମ୍ମୁ କଶ୍ମୀର ୧୨-୧୧ (ଓଡ଼ିଆ ପୁଅ) ଜମ୍ମୁ କଶ୍ମୀରର ଡୋଡାରେ ବଡ଼ ଦୁର୍ଘଟଣା। ଘାଟୀରୁ ଖାଲକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଏହା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ କିଛି ଗୁରୁତର...

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନକୁ ମଞ୍ଜୁରୀ

0
ନୂଆ ଦିଲ୍ଲୀ ୧୨-୧୧ (ଓଡ଼ିଆ ପୁଅ) ଗତମାସ ୨୪ ତାରିଖ ପରଠାରୁ ସରକାର ଗଠନକୁ ନେଇ ଅସ୍ଥିରତା ଲାଗି ରହିଥିଲା। କୌଣସି ଦଳ ସମୟାନୁସାରେ ସରକାର ଗଠନ କରି ନପାରିବାରୁ ରାଜ୍ୟପାଳ ଭଗତ...

ଦିଲ୍ଲୀର ଇଣ୍ଡିଆ ଗେଟରେ ଶତାଧିକ ଅଣ ଓଡ଼ିଆ ଏବଂ ବିଦେଶୀ ଭସାଇଲେ ବୋଇତ

0
ନୂଆଦିଲ୍ଲୀ ୧୨-୧୧ (ଓଡ଼ିଆ ପୁଅ ) ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ...

ରେସନ କାର୍ଡ ଆବେଦନକାରୀଙ୍କୁ ମାଗିଲେ ଦୁଇ ହଜାର ଟଙ୍କା ପଞ୍ଚାୟତ ଅତିରିକ୍ତ ନିର୍ବାହୀ ଅଫିସର

0
ବାଲେଶ୍ବର, ୭/୧୧- (ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା) -ସରକାର ରେସନ କାର୍ଡ ମାଧ୍ୟମରେ ଗରିବ ଲୋକଙ୍କୁ କଂଟ୍ରୋଲ ସାମଗ୍ରୀ ଯୋଗାଇ ଦେବାର ବ୍ଯବସ୍ଥା କଲେ। ସେଥିପାଇଁ ରେସନ କାର୍ଡ ପାଇଁ ଆବେଦନ କଲେ ହିତାଧିକାରୀ।...

ଅଜୟର ଆରୋଗ୍ୟ ନେଇ ଚିନ୍ତାରେ ବାପାମାଆ

0
ଖଇରା, ବାଲେଶ୍ବର, ୬/୧୧ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)--ପୁଅକୁ ନେଇ କେତେ ଆଶା ଓ ଭରସା କରିଥିଲେ ବାପା ମାଆ। ବଡ଼ ହେଲେ ରୋଜଗାର କରିବ ଏବଂ ଶେଷ ସମୟରେ ସହାୟ ହେବ...

ବନବାସୀ ପରିସରରେ ରକ୍ତଦାନ ଶିବିର : ୪୨ ୟୁନିଟ ସଂଗୃହିତ

0
ବାଲିଗୁଡା, ୭/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ବିଶିଷ୍ଠ ଗାନ୍ଧୀବାଦୀ, ସର୍ବୋଦୟ ନେତା ବନବାସୀ ସେବା ସମିତିର ପ୍ରତିଷ୍ଠାତା ତଥା ସଂଗ୍ରାମୀ ସ୍ବର୍ଗତ ବିଶ୍ଵନାଥ ପଟ୍ଟନାୟକ ଙ୍କ ୧୦୪ ତମ ଜନ୍ମ ଉତ୍ସବ ଚଳିତ...

ବିଧାୟକଙ୍କୁ ଭେଟି ଶିକ୍ଷକ ନେତା ଅଡୁଆରେ : କାରଣ ଦର୍ଶାଅ ନୋଟିସ ଜାରୀ

0
ବାଲିଗୁଡା, ୭/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ଦଶହରା ଛୁଟି ପୂର୍ବରୁ ଦରମା ନମିଳିବାରୁ ବିଧାୟକଙ୍କୁ ଭେଟି ଅଡୁଆରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ‌ସଭାପତି ଶରତ ଚନ୍ଦ୍ର...

ତିନି ମାସ ପରେ ମଧ୍ୟ ସ୍ପୀଡ଼ ପୋଷ୍ଟ ଚିଠି ମିଳିଲାନାହିଁ :ତଦନ୍ତ ପାଇଁ ଦାବି

0
ବାଲିଗୁଡା, ୭/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହାସିଙ୍ଗି ପଞ୍ଚାୟତର ଅନୀଲ କୁମାର ପାତ୍ରଙ୍କ ର ଏକ ସ୍ପୀଡ଼ ପୋଷ୍ଟ ଚିଠି ଫୁଲବାଣୀ...

ହୀରାଖଣ୍ଡ ନାଗରିକ ପରିଷଦର ୨୯ତମ ବାର୍ଷିକ ଉତ୍ସବ : ବରିଷ୍ଠ ନାଗରିକ ରାଷ୍ଟ୍ରଗଠନ ଠାରୁ...

0
ସମ୍ବଲପୁର, ୬/୧୧ - (ଓଡ଼ିଆ ପୁଅ) ବରିଷ୍ଠ ନାଗରିକ ସଂଘବଦ୍ଧ ଭାବରେ ସ୍ୱକୀୟ ଜ୍ଞାନ ଏବଂ ଅଭିଜ୍ଞତାକୁ ଆଧାର କରି ରାଷ୍ଟ୍ରହିତ ଠାରୁ ଆରମ୍ଭ କରି ସ୍ଥାନୀୟ ବିଷୟବସ୍ତୁ ଉପରେ ସାର୍ଥକ ଯୋଗଦାନ...

ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ଛୁଟି କଲେ ଶିକ୍ଷକ ତାତିଲେ ଅଭିଭାବକ

0
କେନ୍ଦୁଝର ୭-୧୧ (ଓଡ଼ିଆ ପୁଅ) ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ଛୁଟି କରି ଦେଇଥିବାରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସ୍ୱାମ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଭିବାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା...

ଅପରାଧ ନିୟନ୍ତ୍ରଣ ପାଇଁ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଉପରେ ପ୍ରାଧାନ୍ୟ ଦିଆଯାଉଛି : ଆରପିଏଫ...

0
ସମ୍ବଲପୁର, ୭/୧୧ (ଓଡ଼ିଆ ପୁଅ) ବୈଷୟିକ ଜ୍ଞାନ କୌଶଳ ସହିତ ତାଳଦେଇ ଅପରାଧ ନିୟନ୍ତ୍ରଣ ଏବଂ ଅନୁସଂଧାନ ଉପରେ ଜୋର ଦିଆଯାଉଛି ବୋଲି ରେଳ ସୁରକ୍ଷା ବଳ (ଆରପିଏଫ)ର ଆଇଜି ରାଜାରାମ କହିଛନ୍ତି।...

ପୁଷପୁନିରେ ଛୁଟି ଘୋଷଣା ହେଉ

0
ସମ୍ବଲପୁର, ୭/୧୧ - (ଓଡ଼ିଆ ପୁଅ) ନୂଆଖାଇ ପରେ ପୁଷପୁନି ପଶ୍ଚିମ ଓଡ଼ିଶାର ସର୍ବବୃହତ ଗଣପର୍ବ ହୋଇଥିବାରୁ ଏହି ଦିନଟିକୁ ଛୁଟି ଘୋଷଣା କରିବା ପାଇଁ ଓଡ଼ିଶା ସାଂସ୍କୃତିକ ସମାଜ ଏବଂ ସମ୍ବଲପୁରୀ...

ତଥ୍ୟକୁ ଲୁଚାଇ ରାମଜୀ ମନ୍ଦିରର ଜମି ହଡ଼ପ ପାଇଁ ଉଦ୍ୟମ ଚାଲିଛି

0
ସମ୍ବଲପୁର, ୭/୧୧ - (ଓଡ଼ିଆ ପୁଅ) ସ୍ଥାନୀୟ ଫାର୍ମ ରୋଡ଼ରେ ଥିବା ଚେରୁଆପଡ଼ାର ରାମଜୀ ମହାପ୍ରଭୁଙ୍କ ୩ ଏକଡ଼ ୧୪ ଡ଼ିସିମିଲ ମୂଲ୍ୟବାନ ଜମିକୁ ହଟଚମଟ କରି, ତଥ୍ୟ ଲୁଚାଇ ହଡ଼ପ କରିବାର...

ଅର୍ଥନୈତିକ ଜନଗଣନା ନେଇ ବୈଠକ

0
ସମ୍ବଲପୁର, ୭/୧୧ - (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲାରେ ସପ୍ତମ ଅର୍ଥନୈତିକ ଭିତ୍ତିକ ଜନଗଣନା କାର୍ଯ୍ୟ ଚାଲୁ ଅଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ଲିଙ୍ଗରାଜ...

ସରସ୍ୱତୀ ଶିଶୁବିଦ୍ୟାମନ୍ଦିର କାଏମାର ଶିଶୁ ବାଟିକା ମାତୃ କର୍ମଶାଳା

0
ଯାଜପୁର ୭-୧୧ (ଓଡିଆ ପୁଅ/ମାନସ ରାଉତ): ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ୭ମ ବାର୍ଷିକ ଶିଶୁବାଟିକା ମାତୃକର୍ମଶାଳା ବିଦ୍ୟାଳୟର ପରିଚାଳନା ସଭାପତି ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ...

ଜାରକା ଠାରେ ପାଚିକା ସହାୟିକା ସଂଘର ଆଞ୍ଚଳିକ ସମ୍ମିଳନୀ

0
ଯାଜପୁର ୭-୧୧ (ଓଡିଆ ପୁଅ/ମାନସ ରାଉତ): ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘର ଜାରକା ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜାରକା ସ୍କୁଲ ଠାରେ ଅନୁଷ୍ଠିତ ସଭାରେ ଏଆଇୟୁଟିୟୁସି ଯାଜପୁର ଜିଲ୍ଲା...

ଧର୍ମଶାଳା ବିଜେଡିର ମିଶ୍ରଣ ପର୍ବ

0
ଯାଜପୁର ୮-୧୧ (ଓଡିଆ ପୁଅ/ମାନସ ରାଉତ): ଧର୍ମଶାଳା ବିଜେଡିରେ ଆଜି ବିଜେପି ଓ କଂଗ୍ରେସ ଦଳର ବହୁ କର୍ମୀ ଯୋଗଦେଇଛନ୍ତି। ଜାରକାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅଭୟପୁର ପଞ୍ଚାୟତ ସେବତୀପୁର...

ସ୍ୱାଧିନତା ସଂଗ୍ରାମୀ ସମ୍ବର୍ଦ୍ଧିତ

0
ଯାଜପୁର ୭-୧୧ (ଓଡ଼ିଆ ପୁଅ/ମାନସ ରାଉତ): ଧର୍ମଶାଳା ଅଞ୍ଚଳର ବର୍ଷିଆନ ସ୍ୱାଧିନତା ସଂଗ୍ରାମୀ କୋତପୁର ନିବାସୀ ଗଗନ ବିହାରୀ ଜେନାଙ୍କୁ ରାଜ୍ୟସ୍ତରୀୟ ଉତ୍କଳ ଗୌରବ ସମ୍ମାନରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ...