Bureau
ବାଗଦାଦରେ ଆମେରୀକାର ଦୂତାବାସ ଉପରେ ରକେଟ ହମଲା କଲା ଇରାନ !
ନୂଆ ଦିଲ୍ଲୀ ୪-୧ (ଓଡ଼ିଆ ପୁଅ) ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ି ସବୁଠାରୁ ବିପଦପୂର୍ଣ୍ଣ ସ୍ତରରେ ପହଁଚିଛି। ଶନିବାର ରାତିରେ ଇରାକର ରାଜଧାନୀ ବାଗଦାଦରେ ଆମେରୀକାର ଦୂତାବାସ ଉପରେ ତିନୋଟି...
ବର୍ଦ୍ଧମାନ ରେଲୱେ ଷ୍ଟେସନ ବିଲ୍ଡିଂ ଭୁଷୁଡ଼ିଲା, ଅନେକ ଯାତ୍ରୀ ଆହତ – ଭିଡ଼ିଓ
କୋଲକାତା ୪-୨ (ଓଡ଼ିଆ ପୁଅ) ବର୍ଦ୍ଧମାନ ରେଲୱେ ଷ୍ଟେସନରେ ଶନିବାର ସଂଧ୍ୟାରେ ଏକ ବଡ଼ ଦୁର୍ଘଟଣା ହୋଇଛି। ଷ୍ଟେସନର ଗୋଟିଏ ଭାଗ ଅଚାନକ ଖସିପଡ଼ିଛି। ଯେଉଁଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। କୁହାଯାଉଛି...
ଜାତୀୟ ଲୋକ ମହୋତ୍ସବ ପାଇଁ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା : ରାଜ୍ୟର ଓ ଅତିଥି...
ସମ୍ବଲପୁର, ୪/୧ (ଓଡ଼ିଆ ପୁଅ) ଲୋକନୃତ୍ୟ ଏବଂ ସଂଗୀତର ଜାତୀୟ ସମାରୋହ ୨୩ତମ ସମ୍ବଲପୁର ଲୋକ ମହୋତ୍ସବ-୨୦୨୦ ଆଜି ସଂଧ୍ୟାରେ ଉଦଘାଟିତ ହେଉଛି। ତିନି ଦିନ ଧରି ହେବାକୁ ଥିବା ଏହି ସାଂସ୍କୃତିକ...
କେନ୍ଦ୍ରୀୟ ବିଦ୍ୟାଳୟ ନିଜସ୍ୱ ଗୃହକୁ ସ୍ଥାନାନ୍ତର ପାଇଁ ଅଭିଭାବକ ସଂଘର ଜିଲ୍ଲାପାଳଙ୍କ ନିକଟରେ ଦାବି,...
ନୟାଗଡ଼, ୪ା୧(ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ଗତ ଦୁଇମାସ ପୂର୍ବରୁ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଏଠାକୁ ବିଦ୍ୟାଳୟ ସ୍ଥାନାନ୍ତର କରାଯାଉନଥିବାରୁ ସ୍ଥାନୀୟ ଜନସାଧାରଣ ତଥା ଅଭିଭାବକ...
ଆସନ୍ତାକାଲି ଠୁ ଓଡିଶାରେ ଆରମ୍ଭ ହେବ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ...
ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ
ଭୁବନେଶ୍ୱର, ୦୪/୦୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି। ବରଂ...
ଷ୍ଟେସନ୍ରୋଡ – ତାଳପଡା କେନାଲବନ୍ଧ ରାସ୍ତା ବିପଦ ସଙ୍କୁଳ
ଜଗତସିଂହପୁର – ୦୪/୦୧/୨୦ (ଓଡ଼ିଆ ପୁଅ) - ରାହାମା ଷ୍ଟେସନ ରୋଡରୁ ତାଳପଡା ରାସ୍ତାକୁ ସଂଯୋଗ କରିଥିବା ୧୩(କ) କେନାଲ ବନ୍ଧ ଢ଼ଳେଇ ରାସ୍ତା ସାଧାରଣ ଯାତ୍ରୀ ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ...
୧୯୭୦ ବ୍ୟାଚ୍ର ବନ୍ଧୁ ମିଳନ
କୋଲାବିରା, ୩।୧(ଓଡିଆ ପୁଅ/ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ସ୍ଥିତପଂଚାୟତ ସମିତି ହାଇସ୍କୁଲର ୧୯୭୦ ମେଟ୍ରିକ ବ୍ୟାଚ୍ର ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରଘୁନାଥପାଲି ଅଯୋଧ୍ୟାନଗର ନିକଟସ୍ଥ ଶିବମନ୍ଦିର ଆମ୍ବ ବଗିଚା...
ନବ ବର୍ଷର ସ୍ୱାଗତ ସମାରୋହ
କୋଲାବିରା, ୪।୧ (ଓଡିଆ ପୁଅ /ନିଶିତ କୁମାର ବହିଦାର)ଝାରସୁଗୁଡା ଜିଲ୍ଲା ରଘୁନାଥପାଲି ଅଯୋଧ୍ୟାନଗର ଛକ ଠାରେ ନବବର୍ଷର ସ୍ୱାଗତ ଉପଲକ୍ଷେ କୋଲାବିରା ବ୍ଲକ୍ ସ୍ଥରୀୟ କଳାବିକାଶ କେନ୍ଦ୍ର ଆନୂକୁଲ୍ୟରେ କଳାସାଂସ୍କୃତିକ ସମାରୋହ ଅତ୍ୟନ୍ତ...
ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ
କୋଲାବିରା, ୪।୧ (ଓଡିଆ ପୁଅ/ନିଶିତ କୁମାର ବହିଦାର) ଦେଶବ୍ୟାପି ଶୀତର ପ୍ରକୋପ ଜାରି ରହିଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ଏହାର ପ୍ରଭାବରେ ଲୋକେ ତ୍ରାହିତ୍ରାହି ଡାକିଲେଣି।ହାଡଭଙ୍ଗା ଜାଡରେ ଥରୁଛି ସାରାରାଜ୍ୟ। ଗାଁ ଠୁ...
ଚଳିତ ବର୍ଷ ୭୩ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ – ଜାଣନ୍ତୁ କେଉଁ...
ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ଚଳିତ ବର୍ଷ ୭୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଯେଉଁଥିରେ ୬୯ ସଦସ୍ୟ ଅବସର ନେବାକୁ ଯାଉଛନ୍ତି। ଏବଂ ଅନ୍ୟ ୪ଟି ଆସନ ଖାଲି...
ପୋଲିସ କ୍ୱାଟର ସାଜିଛି ଭୋଗଶାଳା : ୫-ଟି ଏବଂ ମୋ ସରକାରରେ ରକ୍ଷକ ସାଜିଛି...
ଭୁବନେଶ୍ୱର, ତା.୦୩/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି। ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ଏବଂ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଯିଏ ମହିଳାଙ୍କୁ ସୁରକ୍ଷା ଯୋଗାଇବା...
୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ନୂତନ ଭାରତର ଅଭିବୃଦ୍ଧି ନିର୍ଭରଶୀଳ: ପ୍ରଧାନମନ୍ତ୍ରୀଗ୍ରାମୀଣ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ
ବେଙ୍ଗାଲୁରୁ ୩-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ...
ରାଷ୍ଟ୍ରପତିଙ୍କୁ ଭେଟି ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୦୩ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ରାଷ୍ଟ୍ରପତି ଭବନ ଗସ୍ତ କରି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ସହ ଇଂରାଜୀ ନବବର୍ଷ ୨୦୨୦ର ଶୁଭେଚ୍ଛା ଜଣାଇଛନ୍ତି।
ଏହି...
ବନବିହାରୀପୂର ଓ ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରବ
ତେଲକୋଇ, ୩ ଜାନୁଆରୀ (ଓଡ଼ିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ବନାଞ୍ଚଳ ଅଧିନସ୍ଥ ବନବିହାରୀପୂର ଓ ଦୁଲ୍ଲଭପୁର ଗାଁରେ ଦୁଇଦିନ ହେବ ହାତୀ ପଲ ଉପଦ୍ରବ ଚଳାଇଛନ୍ତି। ବନବିହାରୀପୂର ଗାଁରେ ପନିପରିବା ଫସଲ ନଷ୍ଟ...
ନିୟନ୍ତ୍ରୀତ ଜୀବନଯାପନରେ ହିଁ ଖୁସି ଓ ଆନନ୍ଦ ଭରି ରହିଛି ଭଉଣୀ ଶିବାନୀ
ସମ୍ବଲପୁର- ୩/୧ (ଓଡ଼ିଆ ପୁଅ) ମହାନଦୀ କୋଇଲା କମ୍ପାନୀର ଆନନ୍ଦବିହାର ଠାରେ ଗତସଂଧ୍ୟାରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବଶ୍ୱିଦ୍ୟାଳୟର ମାଉଂଟଆବୁ ମୁଖ୍ୟାଳୟର ଭଉଣୀ ଶିବାନୀ ଗିଫ୍ଟ ଅଫ ହେପିନେସ...
ରାହାମା ଆର.ଏମ୍.ସି. ଅଫିସ କିରାଣୀଙ୍କ ମର୍ଜିରେ ଚାଲିଛି
ଜଗତସିଂହପୁର ୩/୦୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ)– କୁଜଙ୍ଗ ବ୍ଲକର ରାହାମା ନିୟନ୍ତ୍ରିତ ବଜାର କମିଟି ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଲକ୍ଷ୍ୟ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଏଠାରେ...
ଆଫିନ ଓଆଜି ଦ୍ୱାରା କମ୍ବଳ ବଂଟନ
ଜଗତସିଂହପୁର, ୩/୧(ଓଡିଆ ପୁଅ/ ନୃସିଂହ ଚରଣ ବାରିକ)ରଘୁନାଥପୁର ବ୍ଲକରେ ସାମ୍ବାଦିକ ସଂଗଠନ ଆଫିନ ଓଆଜି ଦ୍ୱାରା ୧୯ ଗୋଟି ଗ୍ରା.ପରେ ୧୫୦ରୁ ଉର୍ଦ୍ଧ ଅସହାୟ ଗରିବ ଲୋକଙ୍କୁ ପ୍ରବଳ ଶୀତରୁ ରକ୍ଷା ପାଇବା...
ଗୋରଖନାଥ ପୀଠରେ ରୋଷଘରେ ତରବରିଆ ଭାବେ ତାଲା ପକାଇଥିବାରୁ ହଜାର ହଜାର ଭକ୍ତ ପ୍ରସାଦ...
ଜଗତସିଂହପୁର, ୩/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ଜିଲ୍ଲାର ପ୍ରସିଦ୍ଧ ବିଭୁତି କ୍ଷେତ୍ର ପ୍ରଭୁ ଶ୍ରୀ ଗୋରେଖନାଥ ପୀଠରେ ଆଜକୁ ଆବହମାନ କାଳରୁ ରୋଷଘରରେ ପ୍ରସାଦ ପ୍ରସ୍ତୁତି କରାଯାଉଥିଲା।ଉକ୍ତ ରୋଷଘରକୁ ଗୋରେଖନାଥ...
ବଢ଼ିବ ତୈଳ ଦର! ହେଲେ କାହିଁକି ?
ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ବଢିପାରେ ତୈଳ ଦର। ଆମେରିକାର ଏୟାର ଷ୍ଟ୍ରାଇକ୍ ରେ ଇରାନର ଜେନେରାଲ କାସିମ ସୁଲେମାନୀଙ୍କର ମୃତ୍ୟୁର ଖବର ଆସିବା ପରେ ଦୁନିଆରେ କଞ୍ଚା ତେଲର ଦରରେ...
ଓଏଏଲ୍ପି ଚୁକ୍ତିସ୍ୱାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ : ୨୦୨୦ରେ ଦେଶର ଉର୍ଜା ଭିତିଭୂମିରେ ଅଭୂତପୂର୍ବ ପ୍ରଗତି...
ନୂଆ ଦିଲ୍ଲୀ ୨-୧ (ଓଡ଼ିଆ ପୁଅ) ଉର୍ଜା କ୍ଷେତ୍ରରେ ଭାରତ ସରକାର ରାଜସ୍ୱ ଅପେକ୍ଷା ଉତ୍ପାଦନକୁ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କାରଣରୁ ଏହି କ୍ଷେତ୍ରରେ କ୍ରମାଗତ ସଂସ୍କାର ଅଣାଯାଇପାରୁଛି। ବର୍ଷ...




