Bureau
ଫାସ୍ଟ୍ୟାଗ ବାଲାନ୍ସ ଜାଣିବା ପାଇଁ ମିସଡ କଲ ସୂଚନା ବ୍ୟବସ୍ଥା
ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଏଣିକି ଫାସ୍ଟ୍ୟାଗ ପ୍ରିପେଡ ୱାଲେଟରେ କେତେ ଟଙ୍କା ବାଲାନ୍ସ ରହିଛି ତାହା କେବଳ ଗୋଟିଏ ମିସଡ କଲ ମାଧ୍ୟମରେ ଜାଣିହେବ। ଫାସ୍ଟ୍ୟାଗ ବ୍ୟବହାରକାରୀମାନଙ୍କୁ ବାଧାମୁକ୍ତ ଏବଂ...
ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ ସଡ଼କ ଦୁର୍ଘଟଣାରେ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ବଲିଉଡ ଅଭିନେତ୍ରୀ ଶବାନା ଆଜମୀ ସଡ଼କ ଦୁର୍ଘଟଣାରେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। କୁହାଯାଉଛି କି ତାଙ୍କ କାର ମୁମ୍ବାଇ-ପୁଣେ ହାଇୱେରେ ଖାଲାପୁର ନିକଟରେ ଥିବା...
ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସମୀର ମହାନ୍ତିଙ୍କ...
ଭୁବନେଶ୍ୱର, ଜାନୁଆରୀ ୧୭ (ଓଡ଼ିଆ ପୁଅ) – ଓଡିଶା ବିଜେପି ଶାଖାର ନବନିଯୁକ୍ତ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ସାମୂହିକ ନେତୃତ୍ୱ ଦଳକୁ ନୂଆ ଉଚ୍ଚତାକୁ ନେବ ବୋଲି ତାଙ୍କ ସମ୍ବର୍ଦ୍ଧନା...
ପ୍ରକାଶ ପାଇଲା ଜେଇଇ ମେନ୍-୧ ପରୀକ୍ଷା ଫଳ – ୧୦୦ପ୍ରତିଶତ ନମ୍ବର ରଖିଛନ୍ତି ୯ଜଣ...
ନୂଆଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) : ଜାନୁଆରିରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ଦାଶ ୯୯.୯୯%% ମାର୍କ ରଖି ଓଡ଼ିଶା ଟପର...
ବାଲେଶ୍ୱର – ସଡ଼କ ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ଆହତ
ବାଲେଶ୍ୱର ୧୮-୧ (ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲାରେ ଦୁଇଟି ପୃଥକ ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ଘନ କୁହୁଡ଼ି ଯୋଗୁଁ ଚନ୍ଦନେଶ୍ୱର ରାସ୍ତାର ନହରା ଠାରେ...
୪୨ତମ ସର୍ଵ ଭାରତୀୟ ବୃହତ ବନ୍ଦର କ୍ରୀଡ଼ା ଓ ୩୦ତମ ଶିଶୁ କ୍ରୀଡ଼ା ପ୍ରତିଯୋଗିତା...
ଜଗତସିଂହପୁର – ୧୭/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) - ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ୪୨ତମ ସର୍ଵ ଭାରତୀୟ ବୃହତ ବନ୍ଦର କ୍ରୀଡ଼ା ଓ ୩୦ତମ ଶିଶୁ କ୍ରୀଡ଼ା ପ୍ରତିଯୋଗିତା କୁ...
ବ୍ରାଣ୍ଡସ୍ ଅଫ୍ ଓଡିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିଳ୍ପ ବିପ୍ଳବ ୪.୦ରେ...
ଭୁବନେଶ୍ୱର, ଜାନୁଆରୀ ୧୭ (ଓଡ଼ିଆ ପୁଅ) – ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ ରହିଛି। ଶିଳ୍ପ ବିପ୍ଲବ ୩.୦ରେ...
ପ୍ରଦେଶ ସେବା ସଂଗଠନର ଦୃଢ ଦାବି ପରେ : କାନପୁର ଘୋଷଣା ଦୁର୍ଘଟଣା ପ୍ରବଣ...
ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘଦିନ ହେବ ପ୍ରଦେଶ ସେବା ସଂଗଠନ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର କାନପୁର ଘୋଷରାକୁ ଦୁର୍ଘଟଣା ପ୍ରବଣ ଅଂଚଳ ଭାବେ ଘୋଷଣା କରିବାକୁ...
ମୁମ୍ବାଇ ପରାଜୟର ବଦଲା ନେଲା ଟିମ୍ ଅଣ୍ଡିଆ: ରାଜକୋଟ ୱାନଡେରେ ଅଷ୍ଟ୍ରେଲିଆକୁ ହରାଇଲା
ରାଜକୋଟ ୧୭-୧ (ଓଡ଼ିଆ ପୁଅ) ପ୍ରଥମ ୱାନଡେ ମ୍ୟାଚ୍ ରେ ୧୦ ୱିକେଟ୍ ରେ ହାରିଥିବା ଟିମ ଇଣ୍ଡିଆ ରାଜକୋଟରେ ଜବରଦସ୍ତ ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ୩୬ ରନରେ...
କଂଗ୍ରେସରେ ଯୋଗ ଦେଲେ ଶତାଧିକ ଯୁବକ ଓ ମହିଳା
ଭୁବନେଶ୍ୱର ୧୭.୧ (ଓଡ଼ିଆ ପୁଅ) – ଭୁବନେଶ୍ୱରର ମହାନଗର ନିଗମ ଅନ୍ତର୍ଗତ ସତ୍ୟନଗର, ଖାରବେଳ ନଗର, ସହିଦ ନଗର, ୟୁନିଟ-୭, ୟୁନିଟ-୯, ୟୁନିଟ-୪, ୟୁନିଟ-୩ ଅଂଚଳର ବିଭିନ୍ନ ୱାର୍ଡର ଶତାଧିକ ଯୁବକ ଓ...
ମୋଦି ସରକାର ଜନବିରୋଧି ଏବଂ ଦେଶ ତଥା ସମ୍ବିଧାନ ବିରୋଧି : ଦିଗ୍ ବିଜୟ...
ଭୁବନେଶ୍ୱର ତା ୧୭.୧ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସର୍ବଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ...
ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କଲେ ସମୀର ମହାନ୍ତି – ସାମୁହିକ ନେତୃତ୍ୱ,...
ଭୁବନେଶ୍ୱର, ତା.୧୭/୦୧ (ଓଡ଼ିଆ ପୁଅ) : ଓଡିଶାର ସାଧାରଣ ଜନତାଙ୍କ ସେବା ଏବଂ ୩୭ ହଜାର ବୁଥ ସଙ୍ଗଠନକୁ ମଜବୁତ କରିବା ମୋର ପ୍ରାଥମିକତା ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା...
ନିର୍ଭୟା ଦୋଷୀମାନଙ୍କର ୧ ଫେବୃଆରିରୁ ଆଗକୁ ଘୁଞ୍ଚିପାରେ ଫାଶୀ ଦଣ୍ଡ ! କାରଣ କ’ଣ...
ନୂଆ ଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କର ଫାଶୀ ଦଣ୍ଡାଦେଶ ଘୁଞ୍ଚିବା ପରେ ନୂଆ ଡେଥ ୱାରେଣ୍ଟ ଜାରୀ କରିଛନ୍ତି ଦିଲ୍ଲୀର ପାଟିଆଲା ହୋଉସ୍ କୋର୍ଟ। ଏହାପରେ...
ନିର୍ଭୟା ଗ୍ୟାଙ୍ଗରେପ ମାମଲା : ସମସ୍ତ ଦୋଷୀମାନଙ୍କ ବିରୁଦ୍ଧରେ ନୂଆ ଡେଥ ୱାରେଣ୍ଟ ଜାରୀ...
ନୂଆ ଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) ନିର୍ଭୟା ଗ୍ୟାଙ୍ଗରେପ ମାମଲାରେ ଦିଲ୍ଲୀର କୋର୍ଟ ସମସ୍ତ ଚାରି ଦୋଷୀଙ୍କ ବିରୁଦ୍ଧରେ ନୂଆ ଡେଥ ୱାରେଣ୍ଟ ଜାରୀ କରିଛନ୍ତି। ଏହି ନୂଆ ଡେଥ ୱାରେଣ୍ଟ ଅନୁସାରେ...
କଟକ ପାରାଦ୍ୱୀପ ରେଳପଥରେ ଟ୍ରେନ୍ ଚଳାଚଳରେ ଅହେତୁକ ବିଳମ୍ବ
ଜଗତସିଂହପର, ୧୭/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ): କଟକ ପାରାଦ୍ୱୀପ ରେଳପଥରେ ଚଳାଚଳ ପାଇଁ ପାସେଞ୍ଜର ଟ୍ରେନ୍ର ଅହେତୁକ ବିଳମ୍ବ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କଟକ...
ଜାତୀୟ ବିଚ୍ ଭଲିବଲରେ ଓଡିଶା ଖେଳାଳୀ ରନର୍ସ ଅଫ୍
ଜଗତସିଂହପର, ୧୭/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ): ୬୫ ତମ ଜାତୀୟ ବିଚ୍ ଭଲିବଲ ଟୁର୍ଣ୍ଣାମେଣ୍ଟ୍ରେ ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଓଡିଶାର ଖେଳାଳୀ ରନର୍ସ ଅଫ୍ ହୋଇଛନ୍ତି। ତାମିଲନାଡୁର...
ଅଷ୍ଟ୍ରେଲିୟା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତ୍ତି – ଭାରତର ପ୍ରଥମେ...
ରାଜକୋଟ ୧୭-୧ (ଓଡ଼ିଆ ପୁଅ) ଅଷ୍ଟ୍ରେଲିୟାର ଅଧିନାୟକ ଏରନ ଫିଂଚ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନେଲେ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। ପ୍ରଥମ ୱାନଡେରେ ପରାଜୟ...
ନିର୍ଭୟା କେସ : ରାଷ୍ଟ୍ରପତି ଖାରଜ କଲେ ମୁକେଶର ଦୟା ଯାଚିକା
ନୂଆଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) :ରାଜଧାନୀ ଦିଲ୍ଲୀର ନିର୍ଭୟା ଗ୍ୟାଙ୍ଗରେପ ମାମଲାରେ ଦୋଷୀ ମୁକେଶର ଦୟା ଯାଚିକା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଥିବାର ଖବର ମିଳିଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ନିର୍ଭୟା...
ପୋଲିସ ଉପସ୍ଥିତିରେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ : ବିଜେଡି ଗୁଣ୍ଡା ବୋଲି ଲାଗିଲାନି କି...
ଭୁବନେଶ୍ୱର, ୧୬/୦୧ (ଓଡ଼ିଆ ପୁଅ): ଗତ ୨ ଦିନ ତଳେ ପୋଲିସ ସାମ୍ନାରେ ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଅସାମାଜିକ ଗୁଣ୍ଡାମାନେ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା...
କାଷ୍ଟିଂଗ ଡାଇରେକ୍ଟର ସେକ୍ସ ରାକେଟ ଚଲାଉଥିବା ଅଭିଯୋଗରେ ଗିରଫ
ମୁମ୍ବାଇ ୧୬-୧ (ଓଡ଼ିଆ ପୁଅ) ନବୀନ କୁମାର ପ୍ରେମଲାଲ ଆର୍ୟ ନାମକ ବଲିଉଡ କାଷ୍ଟିଂଗ ଡାଇରେକ୍ଟରକୁ ମୁମ୍ବାଇ ପୋଲିସ୍ର ସାମାଜିକ ସେବା ଶାଖା (ଏସଏସବି) ସେକ୍ସ ରାକେଟ ଚଲାଉଥିବା ଅଭିଯୋଗରେ ଗିରଫ କରିଛି।...






