Home ଓଡ଼ିଶା ମୁମ୍ବାଇ ପରାଜୟର ବଦଲା ନେଲା ଟିମ୍ ଅଣ୍ଡିଆ: ରାଜକୋଟ ୱାନଡେରେ ଅଷ୍ଟ୍ରେଲିଆକୁ ହରାଇଲା

ମୁମ୍ବାଇ ପରାଜୟର ବଦଲା ନେଲା ଟିମ୍ ଅଣ୍ଡିଆ: ରାଜକୋଟ ୱାନଡେରେ ଅଷ୍ଟ୍ରେଲିଆକୁ ହରାଇଲା

347

ରାଜକୋଟ ୧୭-୧ (ଓଡ଼ିଆ ପୁଅ) ପ୍ରଥମ ୱାନଡେ ମ୍ୟାଚ୍ ରେ ୧୦ ୱିକେଟ୍ ରେ ହାରିଥିବା ଟିମ ଇଣ୍ଡିଆ ରାଜକୋଟରେ ଜବରଦସ୍ତ ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ୩୬ ରନରେ ହରାଇ ସିରିଜ୍ ୧-୧ ରେ ବରାବର କରିଛି। ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୦ ରନ ବନାଇଥିଲା, ଜବାବରେ ଅଷ୍ଟ୍ରେଲିଆ ଟିମ ୩୦୪ ରନ ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଟିମ ଇଣ୍ଡିଆ ପାଇଁ ସବୁଠାରୁ ଅଧିକ ୯୬ ରନ ଶିଖର ଧବନ ବନାଇଛନ୍ତି। କେଏଲ ରାହୁଲ ପଞ୍ଚମ ସ୍ଥାନରେ ଆସି ୮୦ ରନ କରିଛନ୍ତି। ବିରାଟ କୋହଲୀ ମଧ୍ୟ ୭୮ ରନ ବନାଇଛନ୍ତି। ଏହା ସହିତ ଉପଅଧିନାୟକ ରୋହିତ ଶର୍ମା ୪୨ ରନର ଯୋଗଦାନ କରିଥିବା ବେଳେ ମୋହମ୍ମଦ ଶମୀ ୩, ସୈନୀ ଏବଂ କୁଲଦୀପ ୟାଦବ ୨-୨ ୱିକେଟ୍ ନେଇଛନ୍ତି। ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଦୁଇଟି ୱିକେଟ୍ ମିଳିଛି। କୁହାଯାଇପାରେଯେ, ଅଷ୍ଟ୍ରେଲିଆ ପାଇଁ ଷ୍ଟିଭ ସ୍ମିଥ ୯୮ ରନକରିଥିବା ବେଳେ ମାର୍ନସ ଲାବୁଶେନ ୪୬ ରନ ବନାଇଛନ୍ତି।

ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଲା

ଅଷ୍ଟ୍ରେଲିଆ : ୩୦୪/୧୦(୪୯.୧ ଓଭର), ରନ୍ ରେଟ୍ – ୬.୧୮

ବ୍ୟାଟ୍ସ ମ୍ୟାନ୍ ରନ୍ ବଲ୍ ଚୌକା ଛକା ଷ୍ଟ୍ରାଇକ୍ ରେଟ୍

ଡେବିଡ ବର୍ନର ୧୫ ୧୨ ୨ ୦ ୧୨୫କଟ ମନୀଷ ପାଣ୍ଡେ ବୋଲ୍ଡ ମୋହମ୍ମଦ ଶମୀ

ଐରନ ଫିଂଚ ୩୩ ୪୮ ୩ ୦ ୬୮.୭୫ ଷ୍ଟଂପ ର ଏଲ ରାହୁଲ ବୋଲ୍ଡ ରବିନ୍ଦ୍ର ଜାଡେଜା

ଷ୍ଟିଭ ସ୍ମିଥ ୯୮ ୧୦୨ ୯ ୧ ୯୬.୦୭ବୋଲ୍ଡ କୁଲଦୀପ ୟାଦବ

ମାର୍ନସ ଲବୁଶେନ ୪୬ ୪୭ ୪ ୦ ୯୭.୮୭କଟ ମୋହମ୍ମଦ ଶମୀ ବୋଲ୍ଡ ରବିନ୍ଦ୍ର ଜାଡେଜା

ଏଲେକ୍ସ କୈରୀ (W) ୧୮ ୧୭ ୦ ୧ ୧୦୫.୮୮କଟ ବିରାଟ କୋହଲୀ ବୋଲ୍ଡ କୁଲଦୀପ ୟାଦବ

ଅଶ୍ଟନ ଟର୍ନର ୧୩ ୧୫ ୦ ୦ ୮୬.୬୬ବୋଲ୍ଡ ମୋହମ୍ମଦ ଶମୀ

ଏଶ୍ଟନ ଏଗର ୨୫ ୨୫ ୩ ୦ ୧୦୦ଏଲ ବୀ ଡବ୍ଲ୍ୟୂ ବୋଲ୍ଡ ନବଦୀପ ସୈନୀ

ପୈଟ କମିନ୍ସ ୦ ୧ ୦ ୦ ୦ବୋଲ୍ଡ ମୋହମ୍ମଦ ଶମୀ

ମିଚେଲ ଷ୍ଟାର୍କ ୬ ୧୧ ୦ ୦ ୫୪.୫୪କଟ ର ଏଲ ରାହୁଲ ବୋଲ୍ଡ ନବଦୀପ ସୈନୀ

କେନ ରିଚର୍ଡସନ ୨୪ ୧୧ ୪ ୧ ୨୧୮.୧୮ନଟ୍ ଆଉଟ୍

ଏଡମ ଜମ୍ପା ୬ ୬ ୧ ୦ ୧୦୦କଟ ର ଏଲ ରାହୁଲ ବୋଲ୍ଡ ଜସପ୍ରୀତ ବୁମରାହ

ଅତିରିକ୍ତ ରନ ୨୦B : ୦, LB: ୧୦, WD: ୧୦, NB: ୦, P: ୦ ସମ୍ପୂର୍ଣ୍ଣ ସ୍କୋର ୩୦୪/୧୦ (୬.୧୮ ରନ ପ୍ରତି ଓଭର) ୱିକେଟ ପତନ୧-୨୦ (ଡେବିଡ ବର୍ନର, ୩.୨ ଓଭର), ୨-୮୨ (ଐରନ ଫିଂଚ, ୧୫.୧ ଓଭର), ୩-୧୭୮ (ମାର୍ନସ ଲବୁଶେନ, ୩୦.୫ ଓଭର), ୪-୨୨୦ (ଏଲେକ୍ସ କୈରୀ, ୩୭.୨ ଓଭର), ୫-୨୨୧ (ଷ୍ଟିଭ ସ୍ମିଥ, ୩୭.୫ ଓଭର), ୬-୨୫୯ (ଅଶ୍ଟନ ଟର୍ନର, ୪୩.୧ ଓଭର), ୭-୨୫୯ (ପୈଟ କମିନ୍ସ, ୪୩.୨ ଓଭର), ୮-୨୭୪ (ଏଶ୍ଟନ ଏଗର, ୪୬.୧ ଓଭର), ୯-୨୭୫ (ମିଚେଲ ଷ୍ଟାର୍କ, ୪୬.୩ ଓଭର), ୧୦-୩୦୪ (ଏଡମ ଜମ୍ପା, ୪୯.୧ ଓଭର)

ବୋଲରO-M-R-W-NB-WD-ECON

ଜସପ୍ରୀତ ବୁମରାହ୯.୧୨୩୨୧୦୧୩.୪୯

ମୋହମ୍ମଦ ଶମୀ୧୦୦୭୭୩୦୪୭.୭୦

ନବଦୀପ ସୈନୀ୧୦୦୬୨୨୦୦୬.୨୦

ରବିନ୍ଦ୍ର ଜାଡେଜା୧୦୦୫୮୨୦୧୫.୮୦

କୁଲଦୀପ ୟାଦବ୧୦୦୬୫୨୦୦୬.୫୦

ଭାରତ ୩୪୦/୬(୫୦.୦ ଓଭର), ରନ୍ ରେଟ୍ – ୬.୮

ବ୍ୟାଟ୍ସ ମ୍ୟାନ୍ ରନ୍ ବଲ୍ ଚୌକା ଛକା ଷ୍ଟ୍ରାଇକ୍ ରେଟ୍

ରୋହିତ ଶର୍ମା ୪୨ ୪୪ ୬ ୦ ୯୫.୪୫ଏଲ ବୀ ଡବ୍ଲ୍ୟୂ ବୋଲ୍ଡ ଏଡମ ଜମ୍ପା

ଶିଖର ଧବନ ୯୬ ୯୦ ୧୩ ୧ ୧୦୬.୬୬କଟ ମିଚେଲ ଷ୍ଟାର୍କ ବୋଲ୍ଡ କେନ ରିଚର୍ଡସନ

ବିରାଟ କୋହଲୀ ୭୮ ୭୬ ୬ ୦ ୧୦୨.୬୩କଟ ମିଚେଲ ଷ୍ଟାର୍କ ବୋଲ୍ଡ ଏଡମ ଜମ୍ପା

ଶ୍ରେୟସ ଅୟ୍ୟର ୭ ୧୭ ୧ ୦ ୪୧.୧୭ବୋଲ୍ଡ ଏଡମ ଜମ୍ପା

କେ ଏଲ ରାହୁଲ (W) ୮୦ ୫୨ ୬ ୩ ୧୫୩.୮୪ରନ ଆଉଟ (ଏଲେକ୍ସ କୈରୀ)

ମନୀଷ ପାଣ୍ଡେ ୨ ୪ ୦ ୦ ୫୦କଟ ଏଶ୍ଟନ ଏଗର ବୋଲ୍ଡ କେନ ରିଚର୍ଡସନ

ରବିନ୍ଦ୍ର ଜାଡେଜା ୨୦ ୧୬ ୧ ୦ ୧୨୫ନଟ୍ ଆଉଟ୍

ମୋହମ୍ମଦ ଶମୀ ୧ ୧ ୦ ୦ ୧୦୦ନଟ୍ ଆଉଟ୍

ଅତିରିକ୍ତ ରନ୧୪B: ୫, LB: ୪, WD: ୫, NB: ୦, P: ୦ ସମ୍ପୂର୍ଣ୍ଣ ସ୍କୋର୩୪୦/୬ (୬.୮ ରନ ପ୍ରତି ଓଭର)ବ୍ୟାଟିଂ କରିନାହାଁନ୍ତି କୁଲଦୀପ ୟାଦବ, ନବଦୀପ ସୈନୀ, ଜସପ୍ରୀତ ବୁମରାହୱିକେଟ ପତନ ୧-୮୧ (ରୋହିତ ଶର୍ମା, ୧୩.୩ ଓଭର), ୨-୧୮୪ (ଶିଖର ଧବନ, ୨୮.୪ ଓଭର), ୩-୧୯୮ (ଶ୍ରେୟସ ଅୟ୍ୟର, ୩୨.୪ ଓଭର), ୪-୨୭୬ (ବିରାଟ କୋହଲୀ, ୪୩.୧ ଓଭର), ୫-୨୮୦ (ମନୀଷ ପାଣ୍ଡେ, ୪୪.୧ ଓଭର), ୬-୩୩୮ (କେ ଏଲ ରାହୁଲ, ୪୯.୪ ଓଭର)

ବୋଲରO-M-R-W-NB-WD-ECON

ପୈଟ କମିନ୍ସ୧୦୧୫୩୦୦୦୫.୩୦

ମିଚେଲ ଷ୍ଟାର୍କ୧୦୦୭୮୦୦୪୭.୮୦

କେନ ରିଚର୍ଡସନ୧୦୦୭୩୨୦୦୭.୩୦

ଏଡମ ଜମ୍ପା୧୦୦୫୦୩୦୧୫

ଏଶ୍ଟନ ଏଗର୮୦୬୩୦୦୦୭.୮୭

ମାର୍ନସ ଲବୁଶେନ୨୦୧୪୦୦୦୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.