Bureau
ସିଏଏକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ : ରୂପା ଗାଙ୍ଗୁଲୀ
ମାଲକାନଗିର ଏବଂ ଜୟପୁରଠାରେ ବିଶାଳ ଜନସାମବେଶରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସମ୍ଭୋଧିତ କଲେ ସାଂସଦ ରୂପା ଗାଙ୍ଗୁଲୀ
ମାଲକାନଗିର/ଜୟପୁର/ଭୁବନେଶ୍ୱର, ତା.୨୨/୦୧(ଓଡ଼ିଆ ପୁଅ): ନାଗରିକତା ଦେବା ପାଇଁ ଆସିଛି ନାଗରିକତା ସଂଶୋଧନ ଆଇନ। କିନ୍ତୁ...
ଚାଷୀଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନ କରିବାର ଦାୟିତ୍ୱ ନିଅନ୍ତୁ ପଂଚାୟତ ପ୍ରତିନିଧି: ପ୍ରତାପ...
ଭୁବନେଶ୍ୱର ୨୩-୧ (ଓଡ଼ିଆ ପୁଅ) ଭୁବନେଶ୍ୱର ଜନତା ମଇଦାନରେ ‘କୃଷି ଓଡ଼ିଶା-୨୦୨୦’‘କୃଷି ଓଡ଼ିଶା’ ରେ ବୁଧବାର ଥିଲା ପଂଚାୟତିରାଜ ଜନପ୍ରତିନିଧି ଦିବସଯୋଗଦେଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାପ୍ରତି ବ୍ଲକରେ କୃଷି ଉପରେ ହେବ...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ୍ ଅଏଲ ଏବଂ ଘାନାର ଏନ୍ପିଏ ମଧ୍ୟରେ ଏମ୍ଓୟୁ...
ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୨୨ (ଓଡ଼ିଆ ପୁଅ) – ଭାରତ ଏବଂ ଘାନା ମଧ୍ୟରେ ଥିବା ସମ୍ପର୍କକୁ ଅହୁରି ମଜବୁତ୍ କରିବା ପାଇଁ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ୍...
ଦେଶର ସ୍ୱାର୍ଥ ନୁହେଁ ବରଂ କ୍ଷମତା ହାତେଇବା ପାଇଁ ବିରୋଧୀ ଚଲାଇଛନ୍ତି ଅପପ୍ରଚାର: ସମୀର...
ଯାଜପୁରଠାରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲି ଏବଂ ବିଶାଳ ଜନସମାବେଶରେ ଯୋଗଦେଲେ ରାଜ୍ୟ ସଭାପତି
ଭୁବନେଶ୍ୱର ୨୨-୧ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନିବିରୋଧୀ...
NRC ପାଇଁ ଡାଟା ଏକାଠି କରୁଥିବା ସନ୍ଦେହରେ ୨୦ ବର୍ଷର ଝିଅର ଘରେ ନିଆଁ...
ବୀରଭୂମ ୨୨-୧ (ଓଡ଼ିଆ ପୁଅ) ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାରେ ଜଣେ ୨୦ ବର୍ଷର ମହିଳାର ଘରେ ଉଗ୍ର ଲୋକଙ୍କ ଭୀଡ଼ କଥିତ ଭାବରେ ନିଆଁ ଲଗାଇଦେଇଛନ୍ତି। କୁହାଯାଉଛିଯେ, ମହିଳା ଜଣକ ରାଷ୍ଟ୍ରବ୍ୟାପୀ...
୨୦୧୯ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି
ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ ଓ ଧାରା-୩୭୦ ଉଚ୍ଛେଦର ପର୍ଯ୍ୟଟନ କ୍ଷେତ୍ର ଉପରେ କୌଣସି ପ୍ରଭାବ ପଡ଼ିନି: ପ୍ରହ୍ଲାଦ ସିଂ ପଟେଲ୨୦୧୯ର ଶେଷ ଦୁଇ ମାସରେ ୨୦୧୮...
ଓବିସି ବର୍ଗୀକରଣ ପ୍ରସଙ୍ଗର ପର୍ଯ୍ୟବେକ୍ଷଣ ଲାଗି ଗଠିତ କମିସନର କାର୍ଯ୍ୟକାଳ ୬ ମାସ ବୃଦ୍ଧି
ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ଧାରା-୩୪୦ ଅନ୍ତର୍ଗତ ଓବିସିମାନଙ୍କର ବର୍ଗୀକରଣ ପ୍ରସଙ୍ଗର ପର୍ଯ୍ୟବେକ୍ଷଣ ଲାଗି ଗଠିତ କମିସନର କାର୍ଯ୍ୟକାଳ ଅବଧିକୁ ୩୧.୦୭.୨୦୨୦ ପର୍ଯ୍ୟନ୍ତ ୬ ମାସ ବୃଦ୍ଧି କରାଯାଇଛି। ଏନେଇ ଏକ...
ସୁପ୍ରିମ୍ କୋର୍ଟରେ CAA ଶୁଣାଣି : ଅନ୍ତରୀଣ ଆଦେଶ ଦେବାକୁ ମନା କଲେ କୋର୍ଟ୍...
ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନ୍ ଅର୍ଥାତ୍ CAA ନେଇକରି ସୁପ୍ରୀମ କୋର୍ଟରେ ଆଜି ୧୪୪ ଯାଚିକାଗୁଡ଼ିକର ଶୁଣାଣି ହୋଇଥିଲା। ଅଧିକାଂଶ ଯାଚିକାରେ CAA ର ବିରୋଧ...
ନାଗରିକତା ସଂଶୋଧନ ଆଇନ୍ (CAA) କୁ ନେଇ ସୁପ୍ରିମ୍ କୋର୍ଟ ର୍ ଶୁଣାଣି ଆରମ୍ଭ
ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନ୍ ଅର୍ଥାତ୍ CAA ନେଇକରି ସୁପ୍ରୀମ କୋର୍ଟରେ ଆଜି ୧୪୪ ଯାଚିକାଗୁଡ଼ିକର ଶୁଣାଣି ହେଉଛି। ଅଧିକାଂଶ ଯାଚିକାରେ CAA ର ବିରୋଧ...
ଦୁଷ୍ମର୍ମ ପୀଡ଼ିତାମାନଙ୍କୁ ନ୍ୟାୟ ଦେବାରେ ନବୀନ ସରକାର ଉଦାସୀନହରିଚନ୍ଦନପୁର (ଯାଜପୁର) ଦୁଷ୍ମର୍ମ ପୀଡ଼ିତା ପ୍ରତି...
ଭୁବନେଶ୍ୱର ତା ୨୧.୧ (ଓଡ଼ିଆ ପୁଅ) - ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂଟିଗଡ଼ିଆ ପଂଚାୟତ ଅଧିନସ୍ଥ...
ରାଷ୍ଟ୍ରୀୟ ଷ୍ଟାର୍ଟଅପ ପରାମର୍ଶଦାତା ପରିଷଦ ଗଠନ ଲାଗି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି : ପରିଷଦର...
ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ତଥା ଦେଶରେ ନବୋନ୍ମେଷ ଏବଂ ଷ୍ଟାର୍ଟଅପର ପ୍ରୋତ୍ସାହନ ଲାଗି ଅନୁକୂଳ ପରିବେଶ...
ନାଗରିକତା ସଂଶୋଧନ ଆଇନ ସଂପର୍କରେ ଜନଜାଗରଣ କାର୍ଯ୍ୟକ୍ରମ : ଆଜି ଯାଜପୁରଠାରେ ଅନୁଷ୍ଠିତ ଜନଜାଗରଣ...
ଭୁବନେଶ୍ୱର ୨୨/୦୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି। ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ...
ପରବିନ୍ଦର ସିଂହଙ୍କୁ ମରଣାନ୍ତକ ଆକ୍ରମଣ ଓ ମାକେର୍ଟ ବିଲଡିଙ୍ଗ ଭଙ୍ଗାରୁଜା ଘଟଣାରେ ବିଜେଡି ଗୁଣ୍ଡାଙ୍କ...
ଭୁବନେଶ୍ୱର ୨୧/୦୧ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ “ଅହିଂସା” ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ବିଧାୟକ, ଯାହାଙ୍କ ବିରୋଧରେ ହତ୍ୟା ଭଳି ସଙ୍ଗିନ...
ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ ଜୀବନରେ ଆଣିଛି ନୂଆ ସକାଳ : ରୂପା ଗାଙ୍ଗୁଲୀ
ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ବିଶାଳ ଜନସାମବେଶରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସମ୍ଭୋଧିତ କଲେ ସାଂସଦ ରୂପା ଗାଙ୍ଗୁଲୀ
ରାଇଘର/ଭୁବନେଶ୍ୱର, ତା.୨୧/୦୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ...
ଜାଲରେ ପଡ଼ିଲା ଦୁଇ କ୍ୱିଂଟାଲ ଓଜନର ବିରାଟ କାଉ ମାଛ
ଜଗତସିଂହପୁର, ୨୧/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ): ଆଜି ପାରାଦ୍ୱୀପ ବାଲିପ୍ଲଟରେ ମିଳିଛି ପୁଣି ଏକ ବିରଳ ପ୍ରଜାତିର କାଉମାଛ। ଗତବର୍ଷ ଡିସେମ୍ବର ମାସରେ ମିଳିଥିବା ମାଛଠାରୁ ଏହା ସାମାନ୍ୟ ଛୋଟ...
ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟିମ ଇଣ୍ଡିଆ : ପୃଥ୍ୱୀ ଶ ୱାନଡେ ଏବଂ ସଞ୍ଜୁ...
ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) : ଭାରତର ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ୫ ମ୍ୟାଚ ଟି-୨୦ ଏବଂ ୩ଟି ୱାନଡେ ସିରିଜ୍ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଟି-୨୦...
ନବନିର୍ବାଚିତ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କୁ ରାଜ୍ୟ ବିଜେପି ପକ୍ଷରୁ...
ଭୁବନେଶ୍ୱର, ୨୧/୦୧: ଆଜି ବିଜେପିର ନୂତନ ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଶ୍ରୀ ରାଧାମୋହନ ସିଂହ ନବନିର୍ବାଚିତ ରଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ଘୋଷଣା...
ରାଜ୍ୟରେ ଖାଲି ପଡ଼ିଥିବା ଓ.ଇ.ଏସ୍. ପଦବୀ ତୁରନ୍ତ ପୁରଣ କରାଯାଉ : ବି.ଏଡ୍ ଶିକ୍ଷକ...
ଭୁବନେଶ୍ୱର, ୧୯ା୧ (ଓଡ଼ିଆ ପୁଅ) : ରାଜ୍ୟ ସରକାର ଇତିମଧ୍ୟରେ ସମସ୍ତ ବିଭାଗର କର୍ମଚାରୀଙ୍କୁ ପ୍ରମୋଶନ ଦେଇ ଖୁସି କରାଇଛନ୍ତି। ୫-ଟି’ ଲଗାଇ ସବୁ ବିଭାଗ ଗୁଡ଼ିକୁ ବ୍ୟବସ୍ଥିତ କରିବାକୁ ଚେଷ୍ଟା ଚଳାଇଛନ୍ତି।...
ସୁନୀଲ ସେଠୀର ହତ୍ୟାକାରୀକୁ ଗିରଫ ଦାବିରେ ଚନ୍ଦ୍ରଶେଖରପୁର ଥାନା ଘେରାଉ
ଭୁବନେଶ୍ୱର, ୨୦.୦୧ (ଓଡ଼ିଆ ପୁଅ) : ଗତ ତା ୦୧.୧୨.୨୦୧୯ରିଖରେ ସୁନୀଲ ସେଠୀ ନାମକ ଜଣେ ଦଳିତ ଯୁବକର ଚନ୍ଦ୍ରଶେଖରପୁର, ବର୍ଷାଭିଲ୍ଲା ଆପାର୍ଟମେଣ୍ଟ ନିକଟରେ ଜନୈକ ମନୋହର ଖାଁଙ୍କ ବାସଭବନ ପାଚିରୀ ନିକଟରୁ...
କଟରା ସମିତିରେ ଧାନମଣ୍ଡି ଖୋଲିବା ଆଶଙ୍କାରେ ଚାଷି
ଜଗତସିଂହପୁର, ୨୧/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ସେବା ସମବାୟ ସମିତିରେ ଚଳିତ ବର୍ଷ ଚାଷିଙ୍କ ଠାରୁ ଧାନ କ୍ରୟ ନେଇ ଆଶଙ୍କା...



