Bureau
ମୁଖ୍ୟମନ୍ତ୍ରୀଙ୍କର ଘୋଷଣା : ଚିକିତ୍ସା ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ ହେଲେ ମିଳିବ ୫୦...
ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଭିଡିଓ ବାର୍ତ୍ତା। ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ। କରୋନା ଚିକିତ୍ସା...
ଓଡ଼ିଶାରେ ପୁଣି ୫ କରୋନା ଆକ୍ରାନ୍ତ- ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି
ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ଓଡ଼ିଶାରେ ପୁଣି ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଓଡିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରୁ ୭୯କୁ ବୃଦ୍ଧି ହୋଇଛି। ଆଜି...
ଜନଧନ ଓ ଉଜ୍ଜ୍ୱଳା ଯୋଜନାରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କଳାହାଣ୍ଡି ଜିଲ୍ଲାର...
ନୂଆଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକଡାଉନ ଜାରି ହୋଇଛି। ଫଳରେ ଗରିବ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି। ଏହି ସଙ୍କଟପୂର୍ଣ୍ଣ ସମୟରେ କେନ୍ଦ୍ର...
କୋଭିଡ-୧୯ ବିରୋଧରେ ସଂଗ୍ରାମ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ବିଭିନ୍ନ ପଦକ୍ଷେପ
- ୮୦ଟି କେନ୍ଦ୍ରୀୟ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ପରିଣତ
- ଅନଲାଇନରେ ୭ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ୩୨, ୨୪୭ ଶିକ୍ଷକ
ନୂଆଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀର ମୁକାବିଲା କରିବା...
ଭାରତୀୟ ରେଳବାଇର ମାଗଣା ଖାଦ୍ୟ ପୁଡ଼ିଆ ବଣ୍ଟନ ୨ ନିୟୁତ ଟପିଲା
- କୋଭିଡ-୧୯ ସଂକ୍ରମଣ ଯୋଗୁ ଜାରି ଲକଡାଉନ ସମୟରେ ଦେଶର ପ୍ରାୟ ୩୦୦ ସ୍ଥାନରେ ଏଭଳି ମାଗଣା ଖାଦ୍ୟ ବଣ୍ଟନର ବ୍ୟବସ୍ଥା;
- ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଗରମ...
ଓଡିଶାରେ ଦୁଇଟି କୋଭିଡ-୧୯ ହସପିଟାଲ ପାଇଁ ପାଣ୍ଠି ଯୋଗାଇବେ ନାଲକୋ ଓ ଏମସିଏଲ
ନୂଆଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ଜାତୀୟ ଆଲୁମିନିୟମ କମ୍ପାନୀ (ନାଲକୋ) ଓ କୋଲ ଇଣ୍ଡିଆର ମହାନଦୀ କୋଲ ଫିଲଡ ଲିମିଟେଡ ଦ୍ଵାରା ଓଡିଶାରେ ନିର୍ମିତ ଦୁଇଟି ସ୍ୱତନ୍ତ୍ର ଉତ୍ସର୍ଗୀକୃତ କୋଭିଡ-୧୯ ହସପିଟାଲ ପାଇଁ...
କରୋନା ମହାମାରୀର ସଫଳ ମୁକାବିଲା ପାଇଁ ୬ ଜଣିଆ ଆନ୍ତଃମନ୍ତ୍ରୀମଣ୍ଡଳ ଟିମ ଗଠନ କଲେ...
ନୂଆଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୬ଟି ଆନ୍ତମନ୍ତ୍ରୀମଣ୍ଡଳୀୟ କେନ୍ଦ୍ରୀୟ କମିଟି ଗଠନ କରିଛନ୍ତି। ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଲାଗି ୨ଟି ଲେଖାଏଁ କମିଟି ଥିବାବେଳେ...
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏନଟିପିସି ସୁନ୍ଦରଗଡ଼ ମେଡ଼ିକାଲ କଲେଜର ଉଦ୍ଘାଟନ
ଭୁବନେଶ୍ବର ୨୦-୪ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏନଟିପିସି ସୁନ୍ଦରଗଡ଼ ମେଡ଼ିକାଲ କଲେଜର ଉଦ୍ଘାଟନ ଏନଟିପିସି ସୁନ୍ଦରଗଡ ମେଡିକାଲ କଲେଜରେ ସ୍ଥାପିତ, ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ସାସ୍ଥ୍ୟ ସେବା କେନ୍ଦ୍ରକୁ,...
ବଳକା ଚାଉଳକୁ ବ୍ୟବହାର କରି ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ୱାରା ଆଲକୋହଲ୍ ଆଧାରିତ ହ୍ୟାଣ୍ଡ୍...
କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୦ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ଏନବିସିସି ବା ଜାତୀୟ ଜୈବ ଇନ୍ଧନ...
କରୋନା ଯୋଦ୍ଧାରେ ସାମିଲ୍ ବାଲିଗୁଡ଼ାର ମା’ ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା
ବାଲିଗୁଡ଼ା,୨୦-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଳିମରା ସାହିର ମା' ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ। ନିଜ ଖର୍ଚ୍ଚରେ ମାସ୍କ ତିଆରି କରି ଲୋକଙ୍କୁ...
ଓଡ଼ିଶାରେ ଦୁଇ ବର୍ଷର ଶିଶୁକନ୍ୟା କରୋନା ପଜିଟିଭ୍
ବାଲେଶ୍ୱର ୨୦-୪ (ଓଡ଼ିଆ ପୁଅ): ଆଜି ଓଡ଼ିଶାରେ ନୂଆ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୨ ଆକ୍ରାନ୍ତ ଅଛନ୍ତି। କିନ୍ତୁ ଦୁଃଖର କଥା ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ...
ଓଡ଼ିଶାରେ ପୁଣି ୭ ନୂଆ କରୋନା ପଜିଟିଭ – ସଂଖ୍ୟା ୬୮ କୁ ବୃଦ୍ଧି
ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ) : ଓଡ଼ିଶାରେ ଆଉ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା...
ଶ୍ରୀମନ୍ଦିରରେ କୋରୋନା କଟକଣା ଉଲ୍ଲଂଘନ କଲେ ଥାନାବାବୁ – ମାମଲା ରୁଜୁ
ପୁରୀ ୧୯-୪ (ଓଡ଼ିଆ ପୁଅ) ପୁରୀ ଶ୍ରୀମନ୍ଦିରରେ କୋରୋନା କଟକଣା ଉଲ୍ଲଂଘନ କରିଛନ୍ତି ଥାନାବାବୁ। ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବଡଚଣା ଥାନା ଅଧିକାରୀ...
କୋଭିଡ-୧୯ ଲକଡାଉନ ସମୟରେ ପିଏଫଏମଏସ ଜରିଆରେ ୩୬, ୬୫୯ କୋଟି ଟଙ୍କାର ସହାୟତା
- ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର(ଡିବିଟି) ମାଧ୍ୟମରେ ବ୍ୟାଙ୍କ ଆକାଉଂଟରେ ଟଙ୍କା ପାଇଲେ ୧୬.୦୧ କୋଟି ହିତାଧିକାରୀ
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଘୋଷିତ ନଗଦ ଲାଭ ମଧ୍ୟ ଡିବିଟି ଡିଜିଟାଲ ପେମେଂଟ ବ୍ୟବସ୍ଥାରେ...
ଲକଲଡାଉନ କାଳରେ ରେଳବାଇ ତରଫରୁ ଦେଶବ୍ୟାପୀ 1150 ଟନ ଔଷଧ ସାମଗ୍ରୀ ପରିବହନ
ଲକଡାଉନ କାଳରେ ଔଷଧ ଏବଂ ଅନ୍ୟ ଚିକିତ୍ସା ଉପକରଣର ପରିବହନକୁ ଜୋନାଲ ରେଳବାଇ ଦ୍ଵାରା ପରିଚାଳିତ ସମୟବଦ୍ଧ ପାର୍ସଲ ଟ୍ରେନ ବଳ ଯୋଗାଉଛି
କୋଭିଡ-19 ମହାମାରୀ ଯୋଗୁଁ ଦେଶବ୍ୟାପୀ ଘୋଷିତ ଲକଡାଉନ...
ଲକଡାଉନ ସମୟରେ ଇ-କମର୍ସ ଜରିଆରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ପ୍ରତିବନ୍ଧକ ଲାଗୁ କଲେ...
ନୂଆ ଦିଲ୍ଲୀ ୧୯-୪ (ଓଡ଼ିଆ ପୁଅ) କୋଭିଡ- 19 ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସମୟରେ କେତେକ କାର୍ଯ୍ୟକଳାପ ଉପରେ କଟକଣା କୋହଳ କରିବା ଲାଗି ସମସ୍ତ ମନ୍ତ୍ରଣାଳୟ...
ଯୁବକକୁ ମରଣାନ୍ତକ ଆକ୍ରମଣ
ଦେବଗଡ଼, ୧୯/୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ କିଛି ଯୁବକ ଆକ୍ରମଣ କରିଥିବା ଜଣାପଡ଼ିଛି। ଏ ନେଇ ଆଜି ଦେବଗଡ଼ ଥାନାରେ ଲିଖିତ...
ସ୍କୁଲଗୁଡ଼ିକ ପାଇଁ ଏନସିଇଆରଟି ବିକଳ୍ପ ପାଠପଢ଼ା କ୍ୟାଲେଣ୍ଡର ଜାରି କଲେ କେନ୍ଦ୍ର ମାନବ ସମ୍ବଳ...
ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଏନସିଇଆରଟି ଦ୍ବାରା ବିକଳ୍ପ ପାଠପଢ଼ା କ୍ୟାଲେଣ୍ଡର ବିକଶିତ କରାଯାଇଛି। ଏହା କୋଭିଡ-19 ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ...
ଗ୍ରାମାଞ୍ଚଳରେ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶର ସମସ୍ତ ଗ୍ରାମ ପଞ୍ଚାୟତଗୁଡ଼ିକ ସକ୍ରିୟ...
ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) ସାର୍ବଜନିନ ସ୍ଥାନରେ ଦୈନିକ ବିଶୋଧନ ଲାଗି ଜିଲ୍ଲା ଓ ଗ୍ରାମାଞ୍ଚଳ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଅସହାୟ ଲୋକ ଏବଂ ପ୍ରବାସୀଙ୍କ ପାଇଁ ଆଶ୍ରୟସ୍ଥଳୀ...
କୋଭିଡ-19 ମୁକାବିଲାରେ କ୍ୟାଣ୍ଟନମେଣ୍ଟ ବୋର୍ଡଗୁଡ଼ିକର ପ୍ରୟାସ ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) କରୋନା ଭୂତାଣୁ (କୋଭିଡ-19) ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଥିବା 62ଟି କ୍ୟାଣ୍ଟନମେଣ୍ଟ ବୋର୍ଡ ପକ୍ଷରୁ ନିଆଯାଇଥିବା ନିରାକରଣ ପଦକ୍ଷେପ ସମ୍ପର୍କରେ ଆଜି...





















