Home Coronavirus Outbreak ସ୍କୁଲଗୁଡ଼ିକ ପାଇଁ ଏନସିଇଆରଟି ବିକଳ୍ପ ପାଠପଢ଼ା କ୍ୟାଲେଣ୍ଡର ଜାରି କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ...

ସ୍କୁଲଗୁଡ଼ିକ ପାଇଁ ଏନସିଇଆରଟି ବିକଳ୍ପ ପାଠପଢ଼ା କ୍ୟାଲେଣ୍ଡର ଜାରି କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

508

ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଏନସିଇଆରଟି ଦ୍ବାରା ବିକଳ୍ପ ପାଠପଢ଼ା କ୍ୟାଲେଣ୍ଡର ବିକଶିତ କରାଯାଇଛି। ଏହା କୋଭିଡ-19 ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କୁ ଘରେ ରହି ପାଠ ପଢ଼ାଇବାରେ ଅଭିଭାବକ ଓ ଶିକ୍ଷକମାନଙ୍କୁ ସହାୟକ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.