Bureau
ରାଜ୍ୟରେ ୨୮୨ ନୂଆ କରୋନା ଆକ୍ରାନ୍ତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?
ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୭ ଜିଲ୍ଲାରୁ...
ଦେଶରେ ଗତ ୨୪ ଘଣ୍ଟାରେ ୧୫୯୬୮ ଟି ନୂଆ ଆକ୍ରାନ୍ତ, ୪୬୫ ମୃତ, ମୋଟ...
ନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) ଦେଶରେ ମୋଟ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ଚାରି ଲକ୍ଷ ୫୬ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୬ ହଜାର...
ଆଇଏନଟିୟୁସି ଯୁବଶାଖା ରାଷ୍ଟ୍ରୀୟ ସମ୍ପାଦକ ହେଲେ‘ଅରଜିତ୍’
ବାଲେଶ୍ୱର, ୨୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି)ଯୁବଶାଖାର ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବା ବାଲେଶ୍ୱରର ଯୁବନେତା ଅରଜିତ୍ ଘୋଷାଲଙ୍କ ନିକଟକୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି। ଯୁବଶାଖା...
‘ରେବତୀ ପତ୍ରିକାର ୱେବସାଇଟ୍ ଲୋକାର୍ପିତ
ବାଲେଶ୍ୱର, ୨୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରୁ ପ୍ରକାଶିତ ମାସିକ ଓଡ଼ିଆ ପାରିବାରିକ ଫିଚର୍ ପତ୍ରିକା ‘ରେବତୀ’ର ବିକଶିତ ୱେବ୍ସାଇଟ୍ ଆଜି ଲୋକାର୍ପିତ ହୋଇଯାଇଛି। ପତ୍ରିକାର ନିଜସ୍ୱ କାର୍ଯ୍ୟାଳୟରେ ‘ରେବତୀ’ର ମୁଖ୍ୟ ମାର୍ଗଦର୍ଶକ ତଥା...
ଦିବଂଗତ ବିଧାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, ୨୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ବିଜେପି ପକ୍ଷରୁ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକସଭା ଆୟୋଜନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଏି ପରିପ୍ରେକ୍ଷୀରେ ବିଜେପି...
ଜିଲ୍ଲା ବିଜେପି ପକ୍ଷରୁ ବଳିଦାନ ଦିବସ
ବାଲେଶ୍ୱର, ୨୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ଜନସଂଘର ପ୍ରତିଷ୍ଠାତା ମହାନ ଜନନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ଭାବେ ସମଗ୍ର ଦେଶରେ ଆଜି ପାଳିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ...
ସବୁ ମନ୍ଦିର ପରିସରରେ ଲାଗିଥିଲା ୧୪୪ ଧାରା – ବାଲେଶ୍ୱରରେ ଗଡ଼ିଲାନି ଗୋଟଏ ବି...
ବାଲେଶ୍ୱର, ୨୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ଭାରତର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ ବିନା ଉପସ୍ଥିତିରେ କେବଳ ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା।...
ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀକୁ ବିମାନ ସେବା ପାଇଁ “ଦ୍ୱିପାକ୍ଷିକ ଚୁକ୍ତି” ଉପରେ ବିଚାର...
ନୂଆଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) : ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ ସହିତ ଭାରତ ଏକ “ଦ୍ୱିପାକ୍ଷିକ ଚୁକ୍ତି” ଉପରେ ବିଚାର କରୁଛି ଯାହା ଭାରତ। ଏହା ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ...
ଉଷାକୋଠି ଅଭୟାରଣ୍ୟ ବଡ଼ରମାରୁ ଚିତା ବାଘର ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଠ
ସମ୍ବଲପୁର ୨୩-୬ (ଓଡ଼ିଆ ପୁଅ/ସରୋଜ ସାହୁ) : ସମ୍ବଲପୁର ଜିଲ୍ଲା ବାମରା ଡିଭିଜନ ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗ୍ରାମରେ ଆଜି ଏକ ଚିତା ବାଘର ମୃତ ଦେହ ଉଦ୍ଧାର ହୋଇଛି।...
୨୦୧୭ ରେ PPP ଆଧାରରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି
ନୂଆଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) : ୨୦୧୭ ପାଇଁ ପରଚେଜିଂ ପାୱାର ପ୍ୟାରିଟି (ପିପିପି) ଦୃଷ୍ଟିରୁ ଚୀନ୍ ଏବଂ ଆମେରିକା ପରେ ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଭାରତ ନିଜର ସ୍ଥିତିକୁ ବଜାୟ...
ପତଞ୍ଜଳିର କରୋନା ଔଷଧ କରୋନିଲର ସମସ୍ତ ବିବରଣୀ ଯାଞ୍ଚ କରିବେ ସରକାର – ଯାଞ୍ଚ...
ନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) ପତଞ୍ଜଳିର କରୋନିଲ ଔଷଧ କୋଭିଡ-୧୯ ଚିକିତ୍ସାରେ ପ୍ରଭାବଶାଳୀ ଏବଂ ସଠିକ ବୋଲି ପତଞ୍ଜଳି ଦ୍ୱାରା କରାଯାଉଥିବା ଦାବିକୁ ଅନୁସନ୍ଧାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆୟୁଷ...
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି
ଲକ୍ଷ୍ନୌ ୨୩-୬ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅପଡେଟ୍ ଆସିଛି। ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲ ନୂତନ ଚିକିତ୍ସା ବୁଲେଟିନ୍ ଜାରି କରିଛି।
ମେଦାନ୍ତାର ମେଡିକାଲ ବୁଲେଟିନ୍ ଅନୁଯାୟୀ ଲାଲଜୀ...
ଲୋକସେବା ଭବନରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ): କାଳିଆର ଇଚ୍ଛାରେ ସୁପ୍ରୀମ କୋର୍ଟଙ୍କ ରାୟ ଆସିବା ପରେ ବଡ଼ଦାଣ୍ଡରେ କରୋନା କଟକଣାରେ ବିନା ଭକ୍ତରେ ରଥଯାତ୍ରା ହୋଇଛି। କେବଳ ସେବାୟତ ଓ ପୋଲିସ କର୍ମଚାରୀ ରଥ...
ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୭ ତମ ପୁଣ୍ୟ ତିଥି ପାଳନ : ବ୍ୟର୍ଥ...
ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି
ଭୁବନେଶ୍ୱର, ୨୩/୬ (ଓଡ଼ିଆ ପୁଅ) : ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୭ତମ ପୂଣ୍ୟତିଥୀ। ଏହି ଅବସରରେ ରାଜ୍ୟ...
ବିଭିନ୍ନ ସଂଗଠନ ପକ୍ଷରୁ ଦ୍ୱିତୀୟ ସାଲବେଗ ଅଫତାବ୍ ହୁସେନଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼, (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ)୨୩ା୬ : ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ନୟାଗଡ଼ ଜିଲ୍ଲା ସାଂସ୍କୃତିକ, ବୌଦ୍ଧିକ ତଥା ସାମାଜିକ ଓ ଭାବଗତ ସଂପର୍କରେ ଓତଃପ୍ରୋତ ଭାବେ ଜଡ଼ିତ। ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋ ନୀଳମାଧବଙ୍କ...
ଆରଜେଡ଼ିକୁ ଶକ୍ତ ଧକ୍କା – ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରଘୁବଂଶ ପ୍ରସାଦ ସିଂ...
- ପାଞ୍ଚ ଏମଏଲସି ଜେଡିୟୁରେ ଯୋଗ
ପାଟନା – ୨୩-୬ (ଓଡ଼ିଆ ପୁଅ) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସହଯୋଗୀ ରଘୁବଂଶ...
ରାଜ୍ୟରେ କରୋନା କାରଣରୁ ୧୭ ମୃତ, ଅନ୍ୟ କାରଣରୁ ୭ ମୃତ – ଜାଣନ୍ତୁ,...
ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୨ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ...
କଂଗ୍ରେସ ଭବନରେ ଦୁଇ ଗୋଷ୍ଠି ମୁଁହାମୁହିଁ
ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ) : କଂଗ୍ରେସ ଭବନରେ ଦୁଇ ଯୁବ ଗୋଷ୍ଠୀ ମୁହାଁମୁହିଁ। ଯୁବ କଂଗ୍ରସର ନୂଆ ସଭାପତି ସ୍ମୃତି ଲେଙ୍କାଙ୍କ ସଭାପତି ହେବା ଏବଂ ତାଙ୍କର ଯୋଗଦାନକୁ ନେଇ ଦୁଇ...
CBSE ଜୁନ୍ ୨୫ ରେ ଅବଶିଷ୍ଟ ପରୀକ୍ଷା ଉପରେ ନିଷ୍ପତ୍ତି ନେବ – ICSE...
CBSE ଜୁନ୍ ୨୫ ରେ ଅବଶିଷ୍ଟ ପରୀକ୍ଷା ଉପରେ ନିଷ୍ପତ୍ତି ନେବ - ICSE ମାନିବ CBSE ନିଷ୍ପତ୍ତିନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) ଅବଶିଷ୍ଟ CBSE ପରୀକ୍ଷା ଜୁଲାଇ ୨ ରୁ...
ରାଜ୍ୟରେ ପୁଣି ୨ କରୋନା ରୋଗୀଙ୍କର ମୃତ୍ୟୁ ଅନ୍ୟ କାରଣରୁ ଜଣେ ମୃତ
ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ୨ ଜଣଙ୍କ କରୋନା ନେଇଛି ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ କଟକର...









