Bureau
ରାତିରେ ସରକାରୀ କାର୍ଯ୍ୟାଳୟରେ ବଢ଼ୁଛି ତାତି – ରଙ୍ଗ ମହଲ ଆସରରେ ବଳି ପଡ଼ୁଛନ୍ତି...
ବାଲେଶ୍ୱର, ୨୧-୭(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ କରୋନା ଭଳି ସଙ୍ଗୀନ ସ୍ଥିତିରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ରାତ୍ରିଯାପନ କରୁଥିବା କେତେକ ଅଧିକାରୀଙ୍କର ଦୌରାତ୍ମ୍ୟ ବିଭାଗରୀୟ ପିଅନ ଓ ନାଇଟ୍ ୱାଚରଙ୍କ ପାଇଁ ଅସହ୍ୟ...
ରାଜ୍ୟ ସରକାର ଶିକ୍ଷିତ ଯୁବବର୍ଗଙ୍କ ଭବିଷ୍ୟତ ସହ ନ ଖେଳନ୍ତୁ
-ଅସ୍ଥାୟୀ ଓ ଚୁକ୍ତିଭିତିକ କର୍ମଚାରୀମାନଙ୍କ ଛଟେଇ ନିଷ୍ପତି ରାଜ୍ୟରେ ଅରାଜକତା ସୃଷ୍ଟି କରିବ- ରାଜ୍ୟର ଚାରି ସର୍ବ ବୃହତ ସରକାରୀ ହସ୍ପିଟାଲରେ କରୋନା ରୋଗୀଙ୍କୁ ସ୍ୱତନ୍ତ୍ର ଭାବେ ଆଡ୍ମିଶନ ନକରିବା ଦୁର୍ଭାଗ୍ୟଜନକ- ତୁରନ୍ତ...
ଦୁଷ୍କର୍ମ ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ
ପାଣିକୋଇଲି ୨୧-୭ (ଓଡ଼ିଆ ପୁଅ/ଭାସ୍କର ସାହୁ) ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳଇପୁର ଅଂଚଳର ଜଣେ ଯୁବତୀକୁ ରାମପୁର ଶଗଡି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ...
ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ
ଭୁବନେଶ୍ୱର, ୨୧/୦୭ (ଓଡ଼ିଆ ପୁଅ) : ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ...
ସମ୍ବଲପୁର ସହର ମଧ୍ୟଭାଗ ଲକ୍ଷ୍ମୀ ଟକିଜ୍ ଛକରେ ନାଗ ନାଗୁଣୀଙ୍କ ମିଳନର ବିରଳ ଦୃଶ୍ୟ
ସମ୍ବଲପୁର, ୨୧-୭ (ଓଡ଼ିଆ ପୁଅ/ସରୋଜ ସାହୁ): ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶରେ କେତେବେଳେ କୁ ଲକ୍ ଡାଉନ୍ ତ କେତେବେଳେ ସଟ୍ ଡାଉନ୍ ଜାରୀ ରହିଥିବା ବେଳେ ଦିଲ୍ଲୀ ଠୁ ନେଇ...
ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀର ଜେଲରେ ଆତ୍ମହତ୍ୟା ଉଦ୍ୟମ
ନୂଆ ଦିଲ୍ଲୀ ୨୧-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଜେଲରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୮୭୫୭ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...
ପୁଣି ରାଜ୍ୟରେ କରୋନା ନେଲା ୬ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୦୩ କୁ ବୃଦ୍ଧି
ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୬ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୦୩ କୁ ବୃଦ୍ଧି ପାଇଛି।
କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ରାୟଗଡା, ଗଜପତି, କଟକ ଜିଲ୍ଲାରୁ ଜଣେ ଲେଖାଏଁ...
ରାଜ୍ୟରେ ଆଜି ୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୮୭୫୭ କୁ ବୃଦ୍ଧି, ଜାଣନ୍ତୁ...
ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୮୭୫୭ କୁ ବୃଦ୍ଧି ପାଇଛି।
- ନୂଆ ଆକ୍ରାନ୍ତ: ୬୪୭
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୩୧
- ସ୍ଥାନୀୟ ଅଞ୍ଚଳରୁ୨୧୬
– ୨୩...
ଦେଶରେ ୩୭, ୧୪୮ ନୂଆ କରୋନା ଆକ୍ରାନ୍ତ, ୫୮୭ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୭,...
ନୂଆ ଦିଲ୍ଲୀ ୨୧-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୩୭, ୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୫୮୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
କରୋନା ମହାମାରୀ ପ୍ରକୋପ ସମୟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ହେଲିକପ୍ଟରରେ ଦକ୍ଷିଣ ଓଡିଶା ଗସ୍ତର...
ଭୁବନେଶ୍ୱର, ୨୦/୦୭ (ଓଡ଼ିଆ ପୁଅ) : ଓଡିଶା ସରକାରଙ୍କ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଲମ୍ବା ପ୍ରବାସ ପରେ ତା-୧୮-୦୭-୨୦୨୦ ଦିନ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଛନ୍ତି। ଏହି ଗସ୍ତକୁ ନେଇ ବିଭିନ୍ନ ମହଲରେ...
ଓଡିଶା ଅଗ୍ନିଶମ ସେବା ସଂସ୍ଥା ଦ୍ଵାରା ସାନିଟାଇଜେସନ୍
ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ) ମହାମାରୀ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଓଡିଶା ଅଗ୍ନିଶମ ସେବା ସଂସ୍ଥା ଦ୍ଵାରା ସର୍ବ ସାଧାରଣ ସ୍ଥାନ, ଅନୁଷ୍ଠାନ, ହସ୍ପିଟାଲ୍, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସଙ୍ଗରୋଧ କେନ୍ଦ୍ର...
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ପରଲୋକ
ଲକ୍ଷ୍ନୌ ୨୧-୭ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ସକାଳେ ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ମୃତ୍ୟୁ ହୋଇଛି। ଟ୍ୱିଟ୍ କରି ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ତଥା ପୁଅ ଆଶୁତୋଷ ଟଣ୍ଡନ୍...
ପରଲୋକରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି
ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ପରଲୋକରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ୭୦ ବର୍ଷ ବୟସରେ ଆଖି ବୁଜିଲେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି। ଗତ କିଛି ଦିନ ଧରି ଅସୁସ୍ଥ ଥିଲେ...
ଜୁଲାଇ ୨୫ରେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ “ଓଡ଼ିଆ ଭାଷା ଓ ସାହିତ୍ୟ; କିଛି...
ନୂଆଦିଲ୍ଲୀ, ୨୦ ଜୁଲାଇ (ଓଡ଼ିଆ ପୁଅ) : ଅଗ୍ରଣୀ ଅଣ-ଲାଭଜନକ ତଥା ସାମାଜିକ-ସାଂସ୍କୃତିକ, ପ୍ରଭାବଶାଳୀ ଏବଂ ନିରପେକ୍ଷ ବିଚାରଧାରା ସମ୍ପନ୍ନ ଅନୁଷ୍ଠାନ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ଓଡ଼ିଆ ଭାଷା ଏବଂ ସାହିତ୍ୟ...
କୋଭିଡ ମୁକାବିଲା : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ଆସନ୍ତା କାଲିଠାରୁ ଗଞ୍ଜାମରେ ପ୍ଲାଜମା ଥେରାପି...
ସାରା ରାଜ୍ୟରେ ସର୍ଭେ କାମରେ ନିୟୋଜିତ ଆଶା, ଅଙ୍ଗନବାଡି କର୍ମୀଙ୍କ ସହିତ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଯୋଦ୍ଧାମାନଙ୍କ ପ୍ରୋତ୍ସାହନ ରାଶି ପରିମାଣରେ ବୃଦ୍ଧି
ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ...
ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ସମେତ ରାଜ୍ୟର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ...
ସମ୍ବଲପୁର, ୨୦-୭ (ଓଡ଼ିଆ ପୁଅ/ସରୋଜ ସାହୁ): ଆଗାମୀ ଅଗଷ୍ଟ ୯ ତାରିଖ ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ।...
ସମ୍ବଲପୁର ଡ଼ିୟର ପାର୍କ, ଅଣ୍ଡାରୁ ବାହାରିଲେ ୧୦ ଅଜଗର
ସମ୍ବଲପୁର, ୨୦-୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଡ଼ିୟର ପାର୍କରେ ୧୦ ଟି ଅଣ୍ଡା ରୁ ଅଜଗର ଛୁଆ ଜନ୍ମ ନେଇଛନ୍ତି। ଏହି ଡ଼ିୟର ପାର୍କ କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୮୧୧୦ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...
ପୁଣି ରାଜ୍ୟରେ କରୋନା ନେଲା ୬ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୯୭ କୁ...
ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୬ ମୁଣ୍ଡ। ୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୯୭ କୁ ବୃଦ୍ଧି ପାଇଛି।
ଗଞ୍ଜାମରୁ ୪ ଜଣ, ନୟାଗଡ଼ରୁ...













