Home Coronavirus Outbreak ଦେଶରେ ୩୭, ୧୪୮ ନୂଆ କରୋନା ଆକ୍ରାନ୍ତ, ୫୮୭ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୭, ୪୯୭

ଦେଶରେ ୩୭, ୧୪୮ ନୂଆ କରୋନା ଆକ୍ରାନ୍ତ, ୫୮୭ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୭, ୪୯୭

100

ନୂଆ ଦିଲ୍ଲୀ ୨୧-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୩୭, ୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୫୮୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧, ୫୫, ୧୯୧ କୁ ବୃଦ୍ଧି ପାଇଛି ଏବଂ ୪, ୦୨, ୫୨୯ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୭, ୨୪, ୫୭୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୮୦୮୪ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.