Home Authors Posts by Bureau

Bureau

17676 POSTS 0 COMMENTS

ପୁଣି ରାଜ୍ୟରେ କରୋନା ନେଲା ୫ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୦୮ କୁ ବୃଦ୍ଧି

0
ଭୁବନେଶ୍ୱର ୨୨-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୫ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୦୮ କୁ ବୃଦ୍ଧି ପାଇଛି। କନ୍ଧମାଳରୁ ଜଣେ, ଗଜପତିରୁ ଜଣେ ଏବଂ ଗଞ୍ଜାମରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ...

ରାଜ୍ୟରେ ଆଜି ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୯୮୩୫ କୁ ବୃଦ୍ଧି, ଜାଣନ୍ତୁ...

0
ଭୁବନେଶ୍ୱର ୨୨-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୯୮୩୫ କୁ ବୃଦ୍ଧି ପାଇଛି।   - ନୂଆ ଆକ୍ରାନ୍ତ: ୧୦୭୮ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୨୧ - ସ୍ଥାନୀୟ ଅଞ୍ଚଳରୁ୩୫୭ – ୨୮...

ଦେଶରେ ୩୭, ୭୨୪ ନୂଆ କରୋନା ଆକ୍ରାନ୍ତ, ୬୪୮ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୮,...

0
ନୂଆ ଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୩୭, ୭୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୬୪୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...

ଭିଡିଓ କନଫରେନ୍ସରେ କୃଷକ ଉତ୍ପାଦନ ସଂଘ କର୍ମଶାଳାକୁ ସମ୍ଭୋଧିତ କଲେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ...

0
ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରୀକ ଭାବେ ଅଧିକ ସୁଦୃଢ ହୋଇପାରିବେ:କୈଳାସ ଚୌଧୁରୀଭୁବନେଶ୍ୱର, ତା-୨୧/୦୭ (ଓଡ଼ିଆ ପୁଅ) : କୃଷକଉତ୍ପାଦକ ସଂଘ ହେଉଛି(ଏଫ-ପି-ଓ)ମୋଦି ସରକାରଙ୍କ କୃଷକ କଲ୍ୟାଣ ଯୋଜନାର ଏକ ଯୁଗାନ୍ତକାରୀ ତଥା...

ବେଆଇନ ଚୋରା ଚାଲାଣ ଗଞ୍ଜେଇ ଜବତ ଜଣେ ଗିରଫ

0
ଗଜପତି/ମୋହନା, ୨୧/୦୭ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।...

ସଂକଟରେ ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ସାମୁଦ୍ରିକ ଜୀବ ଗବେଷଣା ପ୍ରତିଷ୍ଠା ଦାବି

0
ବାଲେଶ୍ୱର, ୨୦ା୭(ଓଡ଼ିଆ ପୁଅ/ଅଭୟ ଦାସ): ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଧ୍ୟାନଦେବାକୁ ବାଲେଶ୍ୱରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଆଜି ଆୟୋଜିତ ଏକ ବୈଠକରେ ଏହି...

ଜମିଜମା ମାମଲାକୁ ନେଇ ସଂଘବଦ୍ଧ ଆକ୍ରମଣ ଗୋଟିଏ ପରିବାରର ୩ ଗୁରୁତର

0
ବାଲେଶ୍ୱର, ୨୧ା୭(ଓଡ଼ିଆ ପୁଅ/ଅଭୟ ଦାସ): ଜମିବାଡ଼ି ମକଦମାକୁ ନେଇ ପୂର୍ବ ଶତ୍ରୁତାରୁ ତାଳପଦା ଗ୍ରାମର ଗୋଟିଏ ପରିବାର ଉପରେ ହୋଇଥିବା ସଂଘବଦ୍ଧ ଅକ୍ରମଣରେ ଗୁରୁତର ମାଆ-ପୁଅ ସମେତ ୩ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ...

ବଜାରରେ ଆଳୁ କେଜି ଛୁଇଁଲା ୩୦ ପଶ୍ଚିମବଙ୍ଗ ଦରବୃଦ୍ଧିର ପ୍ରଭାବ ବାଲେଶ୍ୱରରେ

0
ବାଲେଶ୍ୱର, ୨୧ା୭(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଆ ଖାଦ୍ୟର ତରକାରୀ ତାଲିକାରେ ସର୍ବାଗ୍ରେ ରହୁଥିବା ‘ଆଳୁ’ର ସମ୍ପ୍ରତି ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ତଥା ଗରିବ ପରିବାରଙ୍କ ମଧ୍ୟରେ ହତାଶାର ଚିହ୍ନ ବାରି...

ପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା ପାଇଁ ରୋଡମ୍ୟାପ୍ – ଧର୍ମେନ୍ଦ୍ର ପ୍ରଧାନ

0
ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ - ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ପୂର୍ବ ଭାରତକୁ ଆଗେଇ ନେବା ଲକ୍ଷ୍ୟ ଭୁବନେଶ୍ୱର, ଜୁଲାଇ ୨୧ (ଓଡ଼ିଆ ପୁଅ) – ପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା...

ଖୋଦ୍ଧା -କଟକ ଜିଲ୍ଲା କୋଭିଡ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଡାକ୍ତରଙ୍କ ଅବସର...

0
ଭୁବନେଶ୍ବର-କଟକ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲାକୁ ୩୦ କୋଟି ମଞ୍ଜୁର ଦୁଇ ସହରର ବସ୍ତି ଉପରେ ଅଧିକ ଫୋକସ ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ) ଖୋର୍ଦ୍ଧା ଓ କଟକ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମଧ୍ୟ ୫ ମାସ ପାଇଁ...

0
ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ଏବଂ ତଜନିତ ଲଉନ ଓ ସଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି...

ଜିଓ ଓଡିଶାରେ ୩୭.୫୫% ଗ୍ରାହକ ବଜାର ଅଂଶ ଏବଂ ମାର୍ଚ୍ଚରେ ୧.୯ ଲକ୍ଷ ଉପଭୋକ୍ତାଙ୍କ...

0
୨୦୨୦ର ପ୍ରଥମ ତିନି ମାସରେ ୭ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ି ଓଡ଼ିଶାରେ ଜିଓ’ର ଜୟଯାତ୍ରା ଜାରି: ଟ୍ରାଇ ତଥ୍ୟ ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ): ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା...

ପିପିଇ କିଟ୍ ଯାଞ୍ଚ ଏବଂ ପ୍ରମାଣପତ୍ର ପ୍ରଦାନ ପାଇଁ ଏନଏବିଏଲ ପକ୍ଷରୁ ସିପେଟକୁ ମିଳିଲା...

0
- ଉପଲବ୍ଧି ପାଇଁ ସିପେଟକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡା ନୂଆ ଦିଲ୍ଲୀ ୨୧-୭ (ଓଡ଼ିଆ ପୁଅ) କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ...

ଘରୋଇ ଟ୍ରେନ ପ୍ରଚଳନର ସମୟ ସଂକ୍ରାନ୍ତ ଖବର ପ୍ରକାଶନ ଉପରେ ରେଳବାଇର ସ୍ପଷ୍ଟୀକରଣ

0
ନୂଆ ଦିଲ୍ଲୀ ୨୧-୭ (ଓଡ଼ିଆ ପୁଅ) ଦେଶରେ ଘରୋଇ ଟ୍ରେନ ପ୍ରଚଳନ ନେଇ କେତେକ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ୨୦୨୪ରୁ ଦେଶରେ ଘରୋଇ ଟ୍ରେନ ପ୍ରକଳ୍ପ...

ପ୍ରଥମ ଥର ପାଇଁ ଭାରତର ମୃତ୍ୟୁ ହାର ୨.୫ ପ୍ରତିଶତରୁ କମ

0
-  ଜାତୀୟ ମୃତ୍ୟୁ ହାରଠାରୁ କମରେ ରହିଛନ୍ତି ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳନୂଆ ଦିଲ୍ଲୀ ୨୧-୭ (ଓଡ଼ିଆ ପୁଅ) ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାମଲାଗୁଡ଼ିକର ଚିକିତ୍ସା ପରିଚାଳନା ଉପରେ କେନ୍ଦ୍ର ଏବଂ...

ରେଢ଼ାଖୋଲ ଡାକ୍ତରଖାନାରେ ଡାକ୍ତରଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ମିଥ୍ୟା, ଭିତ୍ତିହୀନ ଓ ଅଭିସନ୍ଧିମୂଳକ –...

0
ସମ୍ବଲପୁର, ୨୦-୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ଡାକ୍ତରଖାନାରେ କାର୍ଯ୍ୟରତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାମକୃଷ୍ଣ ପତିଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ଭିତ୍ତିହୀନ ଓ ଅଭିସନ୍ଧିମୂଳକ...

ଜିଲ୍ଲାରେ ଦୁଇ ଶତକ ଅଭିମୁଖେ କରୋନା ଆକ୍ରାନ୍ତ – ପୁଣି ୨ କରୋନା ଯୋଦ୍ଧା...

0
ସମ୍ବଲପୁର, ୨୧-୭ (ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ସମ୍ବଲପୁର ରୁ ପୁଣି ନୂଆ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୦ ଜଣଙ୍କ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା...

ଆସନ୍ତାକାଲିଠାରୁ ୧୦ ଦିନ ସମ୍ବଲପୁର ଜିଲ୍ଲା ସଟ୍ ଡାଉନ୍

0
ସମ୍ବଲପୁର, ୨୧-୭ (ଓଡ଼ିଆ ପୁଅ/ସରୋଜ ସାହୁ): କରୋନା ସଂକ୍ରମଣ ରୋକିବାକୁ ଆସନ୍ତାକାଲି ୨୨ ତାରିଖ ଠାରୁ ସମ୍ବଲପୁର ଜିଲ୍ଲା ୧୦ ଦିନ ପାଇଁ ସଟ୍ ଡାଉନ ରହିବ ବୋଲି ଜିଲ୍ଲାପାଳ ଶୁଭମ୍ ସକ୍ସସେନା...

ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଓ ଜୀବିକା ଯୋଗାଇଦେବା ଦାବିରେ ସିପିଆଇର ବିକ୍ଷୋଭ

0
ଭୁବନେଶ୍ୱର, ୨୦/୦୭ (ଓଡ଼ିଆ ପୁଅ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜୀବନ, ଜୀବିକାର ଦାବି ନେଇ ଜୁଲାଇ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଦିଆଯାଇଥିବା ଡାକରାର ଅଂଶ ସ୍ୱରୂପ ଆଜି ଅଶୋକନଗରସ୍ଥିତ ଭଗବତୀ...

କୋଭିଡ୍ ହସପିଟାଲ ନର୍ସଙ୍କୁ ନିର୍ଯାତନା ଅଭିଯୋଗ – ୨୪ ଘଣ୍ଟା ଅଟକ ପରେ ଅଭିଯୁକ୍ତଙ୍କୁ...

0
ବାଲେଶ୍ୱର, ୨୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର କୋଭିଡ୍ ହସପିଟାଲର ନର୍ସଙ୍କୁ ଅସଦାଚରଣ ଓ ନିର୍ଯାତନା ଦେଉଥିବା ଅଭିଯୋଗରେ ମ୍ୟାନେଜର ସଚ୍ଚିଦାନନ୍ଦ ପାଢ଼ୀ ଓ ଫାର୍ମାସିଷ୍ଟ ବିପ୍ଳବ ପାଢ଼ୀଙ୍କୁ ପୁଲିସ ଥାନାକୁ ନେଇ...