Home Coronavirus Outbreak ରାଜ୍ୟରେ ଆଜି ୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୮୭୫୭ କୁ ବୃଦ୍ଧି, ଜାଣନ୍ତୁ କେଉଁ...

ରାଜ୍ୟରେ ଆଜି ୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୮୭୫୭ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

194

ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୮୭୫୭ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୬୪୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୩୧
– ସ୍ଥାନୀୟ ଅଞ୍ଚଳରୁ୨୧୬

– ୨୩ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୨୫

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୩୭
୨- ବାଲେଶ୍ୱର ଜିଲ୍ଲାରୁ – ୪୦
୩- ବରଗଡ଼ ଜିଲ୍ଲାରୁ – ୦୪
୪- ଭଦ୍ରକ ଜିଲ୍ଲାରୁ – ୧୨
୫- ବଲାଙ୍ଗୀର ଜିଲ୍ଲା: ୫
୬- କଟକ ଜିଲ୍ଲାରୁ – ୮୪
୭- ଢେଙ୍କାନାଳ ଜିଲ୍ଲାରୁ – ୧୦
୮- ଗଞ୍ଜାମ ଜିଲ୍ଲାରୁ – ୨୨୫
୯- ଜଗତସିଂହପୁର ଜିଲ୍ଲାରୁ – ୭
୧୦- ଯାଜପୁର ଜିଲ୍ଲାରୁ – ୨
୧୧- କନ୍ଧମାଳ ଜିଲ୍ଲାରୁ – ୫
୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩
୧୩- ଖୋର୍ଦ୍ଧା: ୬୮
୧୪- କେନ୍ଦୁଝର ଜିଲ୍ଲାରୁ – ୮
୧୫- କୋରାପୁଟ ଜିଲ୍ଲାରୁ – ୨୮
୧୬- ମାଲକାନଗିରି : ୧୦
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୩
୧୮- ନବରଙ୍ଗପୁର ଜିଲ୍ଲାରେ: ୨
୧୯- ନୟାଗଡ଼ ଜିଲ୍ଲାରୁ – ୪
୨୦- ରାୟଗଡ଼ା ଜିଲ୍ଲାରୁ – ୪୭
୨୧- ସମ୍ବଲପୁର ଜିଲ୍ଲାରୁ – ୧୦
୨୨- ସୋନପୁର ଜିଲ୍ଲାରୁ – ୧
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୨୨

– ନୂଆ ସୁସ୍ଥ ହୋଇଥିଲେ – ୪୫୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୪୦୧୬୪୪
– ମୋଟ ଆକ୍ରାନ୍ତ ୧୮୭୫୭
– ମୋଟ ସୁସ୍ଛ ହୋଲେଣି ୧୨୯୦୯
– ସକ୍ରୀୟ ଆକ୍ରାନ୍ତ – ୫୭୧୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.