Bureau
ଧାମନଗର ଉପନିର୍ବାଚନ : ବିଜେପି ପ୍ରାର୍ଥୀ ହେଲେ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ
ଭୁବନେଶ୍ୱର ୯/୧୦ (ଓଡ଼ିଆ ପୁଅ) : ବିଜେପିର ବରିଷ୍ଠ ନେତା ତଥା ଉପନେତା ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କୁ ବିଜେପି ପ୍ରାର୍ଥୀ କରିଛି। ଧାମନଗର ଉପନିର୍ବାଚନ ପାଇଁ...
୦୯ ଅକ୍ଟୋବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଦିନ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥତାର ଅନୁଭବ କରିପାରନ୍ତି। ବ୍ୟର୍ଥ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ପୁଞ୍ଜି-ନିବେଶ...
ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ୧୫ ଜୋନ ପାଇଁ ୫୭ ଜଣ...
ନୟାଗଡ଼, ୭ା୧୦(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଳା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ସୁଦ୍ଧା ୧୫ ଜୋନ ପାଇଁ ୫୭ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର...
ଡିପିଆଇଆଇଟି ପକ୍ଷରୁ ଷ୍ଟାର୍ଟଅପ୍ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ବିଜ୍ଞପ୍ତି ପ୍ରକାଶ ପାଇଲା
ଏହି ଯୋଜନା ଫଳରେ ଷ୍ଟାର୍ଟଅପ୍ ଗୁଡିକୁ ଋଣ ଦେଉଥିବା ସଂସ୍ଥାଙ୍କ ଆର୍ଥିକ କ୍ଷତି ଆଶଙ୍କା ଦୂର ହେବ ଏବଂ ବିନା ଜମା ବା ବନ୍ଧକରେ ଷ୍ଟାର୍ଟଅପ୍ ସମୂହ ବିତ୍ତୀୟ ଅନୁଷ୍ଠାନରୁ ଋଣ ପାଇପାରିବେ
ନୂଆଦିଲ୍ଲୀ,...
ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟସ୍ରେ ତ୍ରୁଟି, ବିଶେଷ କରି ଆଉଟ୍ ଅଫ୍ ପକେଟ ବ୍ୟୟରେ ହ୍ରାସ...
ଆଉଟ୍ ଅଫ୍ ପକେଟ୍ ସ୍ବାସ୍ଥ୍ୟ ବ୍ୟୟରେ ହ୍ରାସ ଏନଏଚଏ ୨୦୧୮-୧୯ର ଦୃଢ଼ ତଥ୍ୟ ଉପରେ ଆଧାରିତ
ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟସ୍ରେ ତ୍ରୁଟି, ବିଶେଷ କରି ଆଉଟ ଅଫ ପକେଟ୍ ବ୍ୟୟରେ ହ୍ରାସ ସଂକ୍ରାନ୍ତରେ ଗଣମାଧ୍ୟମରେ...
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୩୯୨ ଜଣ କୃତକାର୍ଯ୍ୟ : ତେଜସ୍ୱିନୀ ବେହେରା ଟପ୍ପର
କଟକ :୮/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ଓ ପି ଏସ ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ୍-୨୦୨୦ ପରୀକ୍ଷାଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ...
ଦୁଃଖଦ ଖବର: ବସ୍ ରେ ଲାଗିଲା ନିଆଁ ୧୦ ଜଣ ଜୀବନ୍ତ ଦଗ୍ଧ, ୩୦...
ନୂଆଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ନାଶିକରେ ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ରେ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଏବଂ ଆହତ ଲୋକଙ୍କୁ...
୦୮ ଅକ୍ଟୋବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି। ଶାରୀରିକ ରୂପରେ ଆଳସ୍ୟ ହୋଇପାରେ। ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି। ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ...
ରଣନୀତି ବଦଳାଇବାକୁ ବାଧ୍ୟ ହୋଇପାରେ ବିଜେଡ଼ି !
ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ରହି ଆସୁଛି ବିଜୁ ଜନତା ଦଳ। ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ଓ ବିଜେପିର ମିଳିତ ସରକାର ଥିଲା। ମାତ୍ର ତା...
ଦିଆସିଲି କାଠିରେ ନାଗା ମୂର୍ତ୍ତି
ପୁରୀ ୭-୧୦ (ଓଡ଼ିଆ ପୁଅ) ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏହି ଗୋଷାଣୀ ପୂଜନ ମଧ୍ୟରେ ନାଗା ଉପାସନା ଏକ ନିଆରା...
ପୁରୀରେ ପର୍ଯ୍ୟଟକଙ୍କ ଭିଡ଼
ପୁରୀ ୭-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଖୁବ୍ ଧୁମ୍ ଧାମରେ ପାଳନ କରାଯାଉଛି। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଛନ୍ତି ପୁରୀକୁ।...
କଟକ ମହାନଗର ନିଗମ ହରିଣ ପାର୍କ ବହୁତ ଅବ୍ୟବସ୍ଥା ମଧ୍ୟରେ ରହିଛି : ବନ୍ୟପ୍ରାଣୀ...
କଟକ ୭/୧୦ (ଓଡ଼ିଆ ପୁଅ/ବସନ୍ତ କୁମାର ପଣ୍ଡା) କଟକ ମହାନଗର ନିଗମ (ସିଏମସି) ଅନ୍ତର୍ଗତ ତୁଳସୀପୁର, ବିଜୁ ପଟ୍ଟନାୟକ ରୋଡର ମହାନଦୀ ବନ୍ଧକୁ ଲାଗି ରହିଥିବା ହରିଣ ପାର୍କରେ ପ୍ରାୟ ୨୫୦ ରୁ...
ପୁରୀ ଓ ଅଲାରପୁରର ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାର ଦାୟିତ୍ୱ ନେବା -ଧର୍ମେନ୍ଦ୍ର ପ୍ରଧାନ
ପୁରୀ ଅଲାରପୁରର ୧୨ତମ କୁମାର ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ
- ଅଲାରପୁର ଯୁବକଙ୍କ ଦ୍ୱାରା ଗାଁର ଚିତ୍ରକୁ ନେଇ ପ୍ରସ୍ତୁତ ସଙ୍ଗୀତ ଭିଡ଼ିଓକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଂଶସା
ଅଲାରପୁର/ପୁରୀ, ଅକ୍ଟୋବର ୦୬ (ଓଡ଼ିଆ ପୁଅ) – ପୁରୀ ଜିଲ୍ଲା...
କଟକ ଦୁର୍ଗାପୂଜା ଭସାଣି : ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଓ ଉତ୍ତେଜନା
କଟକ, ୭/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ଦଶହରା ପରେ ଭସାଣି ଅବସରରେ ବିଭିନ୍ନ ସ୍ଥାନରେ ମେଢ଼ ଗୁଡିକର ଭସାଣି ଚାଲିଛି। ଦଶହରାର ସମସ୍ତ ଆନନ୍ଦ ଉଲ୍ଲାସ ଲଘୁଚାପ ବର୍ଷା ଛଡାଇ ନେଇଛି।...
ରାଜ୍ୟରେ ଆଜି ୬୩ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୭-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୬୩
୦-୧୮ ବର୍ଷର : ୧୧
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୭
- ସ୍ଥାନୀୟ ଅଞ୍ଚଳରୁ୨୬
୧- ବାଲେଶ୍ୱର ଜିଲ୍ଲାରୁ...
ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୯୯୭...
ନୂଆ ଦିଲ୍ଲୀ ୭-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୯୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୦,୩୬୨ କୁ ହ୍ରାସ...
୦୭ ଅକ୍ଟୋବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି। ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା...
ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ : ଇଣ୍ଡିଆ କ୍ୟାପିଟାଲ୍ସକୁ ଚାମ୍ପିଅନ୍ ମୁକୁଟ
ଭୁବନେଶ୍ୱର, ୦୬ ଅକ୍ଟୋବର (ଓଡ଼ିଆ ପୁଅ) ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ରେ ଇଣ୍ଡିଆ କ୍ୟାପିଟାଲ୍ସ ବିଜୟ ମୁକୁଟ ପିନ୍ଧିଛି। ଜୟପୁରର ସୱାଇ...
ଦ୍ୱାରରେ ଜଗିଛନ୍ତି ନାଗ ଦେବତା!
ଭୁବନେଶ୍ବର ୬-୧୦ (ଓଡ଼ିଆ ପୁଅ) ଯେଉଁଠି ନାଗଦେବତା ଦୁଆର ଜଗିବସିଥିବେ ସେଟି କିଏବା ଚୋରି କରିବ। ଏହିପରି ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଦେଖାଯାଉଛିଯେ, ଗୋଟିଏ ନାଗ ସାପ ଏକ...
ଭାରତଯୋଡ଼ ଯାତ୍ରାରେ ଯୋଗ ଦେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ ୬-୧୦ (ଓଡ଼ିଆ ପୁଅ) : କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଅଭିଯାନ ଆସନ୍ତା ପାଞ୍ଚମାସ ଯାତ୍ରା କରି କାଶ୍ମୀରରେ ପହଁଚିବ। ବର୍ତ୍ତମାନ ଏହି ଯାତ୍ରା ନବମୀ ଏବଂ...






















