Home Top News ଦୁଃଖଦ ଖବର: ବସ୍ ରେ ଲାଗିଲା ନିଆଁ ୧୦ ଜଣ ଜୀବନ୍ତ ଦଗ୍ଧ, ୩୦ ରୁ...

ଦୁଃଖଦ ଖବର: ବସ୍ ରେ ଲାଗିଲା ନିଆଁ ୧୦ ଜଣ ଜୀବନ୍ତ ଦଗ୍ଧ, ୩୦ ରୁ ଉର୍ଦ୍ଧ୍ୱ ଆହତ

60

ନୂଆଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ନାଶିକରେ ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ରେ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଏବଂ ଆହତ ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି। ସ୍ଥାନୀୟ ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣାରେ ପ୍ରଥମେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ପୋଲିସ ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିବା ବେଳେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାସିକ-ଔରଙ୍ଗାବାଦ ରାଜପଥରେ ଆଜି ପ୍ରାତଃ ଏହି ଦୁର୍ଘଟଣା ଘଟିଛି। ବିଳାସପୂର୍ଣ୍ଣ ବସ୍ ଔରଙ୍ଗାବାଦରୁ ନାଶିକ୍ ଯାଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.