Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୯୯୭ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୯୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ୯ ମୃତ

21

ନୂଆ ଦିଲ୍ଲୀ ୭-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୯୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୦,୩୬୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୪୦,୪୭,୩୪୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୯୦୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୦୬,୪୬୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୯୨୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୭୫୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୭%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୮, ୮୮, ୧୭, ୫୮୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩, ୯୭, ୪୦୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୬ ୧୦୫୫୬ ୧୨୯
ଆନ୍ଧ୍ରପ୍ରଦେଶ ୧୬୦ ୨୩୨୩୫୪୭ ୩୧ ୧୪୭୩୩
ଅରୁଣାଚଳ ପ୍ରଦେଶ ୧୦ ୬୬୫୫୦ ୨୯୬
ଆସାମ ୨୬୨୭ ୭୩୫୦୧୪ ୧୧ ୮୦୩୫
ବିହାର ୧୪୪ ୮୩୮୧୮୩ ୧୪ ୧୨୩୦୨
ଚଣ୍ଡିଗଡ଼ ୨୪ ୯୮୦୨୦ ୧୧୮୧
ଛତିଶଗଡ ୨୯୦ ୧୧୬୨୧୦୬ ୭୧ ୧୪୧୩୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୮୨
ଦିଲ୍ଲୀ ୩୨୮ ୧୯୭୬୯୭୨ ୧୦୯ ୨୬୫୦୩
୧୦ ଗୋଆ ୧୬୪ ୨୫୪୧୧୪ ୩୭ ୩୯୬୬
୧୧ ଗୁଜୁରାଟ ୬୮୦ ୧୨୬୩୫୦୮ ୧୧୦ ୧୧୦୩୫
୧୨ ହରିୟାଣା ୨୧୭ ୧୦୪୪୨୨୭ ୩୦ ୧୦୭୦୭
୧୩ ହିମାଚଳ ପ୍ରଦେଶ ୯୬ ୩୦୭୯୮୭ ୩୧ ୪୨୧୦
୧୪ ଜାମ୍ମୁ କାଶ୍ମୀର ୮୫ ୪୭୪୩୨୭ ୨୩ ୪୭୮୫
୧୫ ଝାଡଖଣ୍ଡ ୫୬ ୪୩୬୯୯୮ ୫୩୩୦
୧୬ କର୍ଣ୍ଣାଟକ ୨୭୫୦ ୪୦୨୨୩୭୪ ୧୩୧ ୪୦୨୮୬
୧୭ କେରଳ ୬୮୧୫ ୬୭୩୨୮୨୧ ୧୬୨୫ ୭୧୨୨୨
୧୮ ଲଦାଖ ୨୧ ୨୯୧୦୪ ୨୩୧
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୦୨ ୧୦୪୩୫୨୧ ୨୦ ୧୦୭୭୩
୨୧ ମହାରାଷ୍ଟ୍ର ୨୫୨୩ ୭୯୭୨୫୮୦ ୩୨୮ ୧୪୮୩୫୦
୨୨ ମଣିପୁର ୧୬ ୧୩୭୬୫୯ ୨୧୪୯
୨୩ ମେଘାଳୟ ୩୬ ୯୫୦୫୪ ୧୬୨୨
୨୪ ମିଜୋରାମ ୮୮ ୨୩୭୭୨୩ ୨୫ ୭୨୩
୨୫ ନାଗାଲାଣ୍ଡ ୩୫୧୮୦ ୭୮୧
୨୬ ଓଡ଼ିଶା ୭୦୮ ୧୩୨୪୭୩୬ ୧୬୬ ୯୧୯୮
୨୭ ପୁଡୁଚେରୀ ୧୯୩ ୧୭୨୬୧୦ ୪୯ ୧୯୭୪
୨୮ ପଞ୍ଜାବ ୧୩୮ ୭୬୪୦୪୩ ୩୧ ୧୭୯୧୭
୨୯ ରାଜସ୍ଥାନ ୨୮୮ ୧୩୦୩୪୧୭ ୩୭ ୯୬୪୩
୩୦ ସିକ୍କିମ୍ ୩୫ ୪୩୬୭୫ ୧୨ ୪୯୮
୩୧ ତାମିଲନାଡୁ ୫୦୭୨ ୩୫୪୨୭୧୨ ୫୦୪ ୩୮୦୪୭
୩୨ ତେଲେଙ୍ଗାନା ୫୦୮ ୮୩୩୬୮୧ ୯୬ ୪୧୧୧
୩୩ ତ୍ରିପୁରା ୧୪ ୧୦୬୮୫୩ ୯୩୯
୩୪ ଉତ୍ତରାଖଣ୍ଡ ୯୮୨ ୪୪୦୫୧୬ ୧୩ ୭୭୫୧
୩୫ ଉତ୍ତରପ୍ରଦେଶ ୩୮୫ ୨୧୦୨୪୪୭ ୪୫ ୨୩୬୨୨
୩୬ ପଶ୍ଚିମବଙ୍ଗ ୨୧୯୯ ୨୦୯୧୫୮୪ ୩୧୮ ୨୧୫୧୨
ମୋଟ ୩୦୩୬୨ ୪୪୦୪୭୩୪୪ ୩୯୦୮ ୫୨୮୭୫୪

କେରଳର ୩ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.