Home ଓଡ଼ିଶା ଦିଆସିଲି କାଠିରେ ନାଗା ମୂର୍ତ୍ତି

ଦିଆସିଲି କାଠିରେ ନାଗା ମୂର୍ତ୍ତି

35

ପୁରୀ ୭-୧୦ (ଓଡ଼ିଆ ପୁଅ) ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏହି ଗୋଷାଣୀ ପୂଜନ ମଧ୍ୟରେ ନାଗା ଉପାସନା ଏକ ନିଆରା ଉପାସନା। ଯାହା ବୀରର ପ୍ରତୀକକୁ ଦର୍ଶାଇଥାଏ।

ସର୍ବଦା ଅନନ୍ୟ ଏବଂ ଭିନ୍ନ କଳାକୃତି ପ୍ରସ୍ତୁତ କରିବା ପାଇଁ ଆଗ୍ରହ ରଖୁଥିବା ପୁରୀର ଯୁବ ଚିତ୍ର ଶିଳ୍ପୀ ଶ୍ୱାସତ ରଂଜନ ସାହୁ ୪୭୨୭ ଟି ଦିଆସିଲି କାଠିରେ ନାଗା ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ଏହାର ଉଚ୍ଚତା ମାତ୍ର ୨୨ ଇଞ୍ଚ ଓ ଚଉଡ଼ା ୧୪ ଇଞ୍ଚ ରହିଛି ଏବଂ ଏହି ନାଗା ମୂର୍ତ୍ତିକୁ ସମ୍ପୂର୍ଣ କରିବାକୁ ଶ୍ୱାସତଙ୍କୁ ୨୩ ଦିନ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.