Home Coronavirus Outbreak ରାଜ୍ୟରେ ଆଜି ୬୩ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୬୩ ନୂଆ ଆକ୍ରାନ୍ତ ଚିହ୍ନଟ

20

ଭୁବନେଶ୍ୱର ୭-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୬୩
୦-୧୮ ବର୍ଷର : ୧୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୭
– ସ୍ଥାନୀୟ ଅଞ୍ଚଳରୁ୨୬
୧- ବାଲେଶ୍ୱର ଜିଲ୍ଲାରୁ – ୬
୨- ବରଗଡ଼ ଜିଲ୍ଲାରୁ – ୪
୩- ବଲାଙ୍ଗୀର ଜିଲ୍ଲାରୁ – ୧
୪- କଟକ ଜିଲ୍ଲାରୁ – ୮
୫- ଜଗତସିଂହପୁର ଜିଲ୍ଲାରୁ – ୧
୬- ଯାଜପୁର ଜିଲ୍ଲାରୁ – ୩
୭- ଝାରସୁଗୁଡ଼ା ଜିଲ୍ଲାରୁ – ୧
୮- କଳାହାଣ୍ଡି ଜିଲ୍ଲାରୁ – ୧
୯- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧
୧୦- ଖୋର୍ଦ୍ଧାରୁ : ୬
୧୧- ମୟୁରଭଞ୍ଜ ଜିଲ୍ଲାରୁ – ୧
୧୨- ନୟାଗଡ଼ ଜିଲ୍ଲାରୁ – ୪
୧୩- ନୂଆପଡ଼ା ଜିଲ୍ଲାରୁ – ୫
୧୪- ପୁରୀ ଜିଲ୍ଲାରୁ – ୬
୧୫- ସମ୍ବଲପୁର ଜିଲ୍ଲାରୁ – ୨
୧୬- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧
୧୭- State Pool: ୨
– ନୂଆ ସୁସ୍ଥ ହୋଇଥିଲେ୧୬୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୩୬୩୫୫୫୦
– ମୋଟ ଆକ୍ରାନ୍ତ ୧୩୩୪୭୦୫
– ମୋଟ ସୁସ୍ଛ ହୋଲେଣି ୧୩୨୪୭୩୬
– ସକ୍ରୀୟ ଆକ୍ରାନ୍ତ – ୭୧୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.