Home Top News ଧାମନଗର ଉପନିର୍ବାଚନ : ବିଜେପି ପ୍ରାର୍ଥୀ ହେଲେ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ

ଧାମନଗର ଉପନିର୍ବାଚନ : ବିଜେପି ପ୍ରାର୍ଥୀ ହେଲେ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ

50

ଭୁବନେଶ୍ୱର ୯/୧୦ (ଓଡ଼ିଆ ପୁଅ) : ବିଜେପିର ବରିଷ୍ଠ ନେତା ତଥା ଉପନେତା ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କୁ ବିଜେପି ପ୍ରାର୍ଥୀ କରିଛି। ଧାମନଗର ଉପନିର୍ବାଚନ ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିଛି ବୋଲି ବିଜେପି ଓଡ଼ିଶା ତରଫରୁ ବିଜ୍ଞପ୍ତି ଜାରୀ କରାଯାଇଛି। ସୂଚନାଯୋଗ୍ୟଯେ, ଦିବଙ୍ଗତ ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀ ଜଣେ ସାହିତ୍ୟିକ, ଲେଖକ ତଥା ଜନ ପ୍ରତିନିଧିଭାବେ ଭଦ୍ରକ ତଥା ଧାମନଗର ଲୋକଙ୍କ ଦୃଦୟରେ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.