Bureau
୫ ବର୍ଷରୁ କମ୍ ଶିଶୁମାନଙ୍କର ନାକ ଅଧିକ ମାତ୍ରାରେ କରୋନାଭାଇରସ୍ ବହନ କରିଥାନ୍ତି –...
ନୂଆଦିଲ୍ଲୀ ୩୧/୦୭ (ଓଡିଆ ପୁଅ) ଏଠାରେ ପ୍ରଶ୍ନ ଉଠିପାରେଯେ, ଶିଶୁମାନଙ୍କ ଦ୍ୱାରା କରୋନା ଭାଇରସ୍ ସଂକ୍ରମଣ ହୁଏ କି ନାହିଁ। ଏକ ଅଧ୍ୟୟନ ଏହା ଉପରେ କରାଯାଇଥିଲା। ଏକ ମାସରୁ ୬୫ ବର୍ଷ...
ଭଲ ଖବର! ସରକାରୀ କର୍ମଚାରୀଙ୍କ ପାଇଁ ଫ୍ୟାମିଲି ପେନ୍ସନ୍ ମିଳିବା ନିୟମରେ କୋହଳ
ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) CCS (ପେନ୍ସନ୍) ନିୟମ ୧୯୭୨ ଅନୁଯାୟୀ, ସେବାରେ ଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କ ଯଦି ମୃତ୍ୟୁ ହୁଏ, ତେବେ ଅସ୍ଥାୟୀ ପରିବାର ପେନ୍ସନ୍ ଏବଂ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୩୧-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୪୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୧୮୭୭ କୁ ବୃଦ୍ଧି ପାଇଛି। ୨୯ ଜିଲ୍ଲାରୁ ଜଣ ନୂଆ...
ପୁଣି କରୋନା ନେଲା ୮ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୭୭ କୁ ବୃଦ୍ଧି
ଭୁବନେଶ୍ୱର ୩୧-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୮ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି।
ଗଞ୍ଜାମରୁ ୪ ଜଣ, ଖୋର୍ଦ୍ଧାରୁ ଜଣେ, ନୟାଗଡ଼, ଗଜପତି ଏବଂ ସୁନ୍ଦରଗଡ଼ରୁ...
ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୩୧-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୧୮୭୭ କୁ ବୃଦ୍ଧି ପାଇଛି।-
– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ...
ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ରେଜଲ୍ଟ ପ୍ରକାଶ
ସମ୍ବଲପୁର ୩୧-୭ (ଓଡ଼ିଆ ପୁଅ) ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲା ଏହାର ବି ଟେକ୍ ଏବଂ ବି ଆର୍ ଫାଇନାଲ ସେମିଷ୍ଟାର ଅନଲାଇନ୍ ପରୀକ୍ଷାର ଫଳାଫଳ ପ୍ରକାଶ କରିଛି।...
ଦେଶରେ ରେକର୍ଡ଼ – ୫୫, ୦୭୯ ନୂଆ କରୋନା ଆକ୍ରାନ୍ତ, ୭୭୯ ମୃତ୍ୟୁ, ମୃତକଙ୍କ...
ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୫୫, ୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୭୭୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
୯୩୪ ଛୁଇଁଲା ବାଲେଶ୍ୱର ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା
ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସବୁ ବର୍ଗର ଲୋକଙ୍କ ଚିନ୍ତା ବଢ଼ାଇଚାଲିଛି। ଗୁରୁବାରଦିନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ...
ଦିନକ ରେ ସର୍ବାଧିକ ୪୦ ଜଣ କରୋନା ପଜିଟିଭ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା...
ସମ୍ବଲପୁର, ୩୦/୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ରୁ ଆଜି ଦିନକରେ ସର୍ବାଧିକ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଜିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୩୪୨...
କାଳିଆ ଯୋଜନାରେ ଭୁଲ ହିତାଧିକାରୀ ଚିହ୍ନଟକାରୀ ଅଧିକାରୀଙ୍କ ଠାରୁ ଟଙ୍କା ଆଦାୟ କର, ଗରିବ...
ଭୁବନେଶ୍ୱର-୩୦/୭ (ଓଡ଼ିଆ ପୁଅ) - ସାରା ଓଡିଶାର ଲୋକେ କରୋନା ମାହାମାରି ନେଇ ଚିନ୍ତାଗ୍ରସ୍ତ।ଦିନମଜୁରିଆ, ଚାଷୀ, ବେକାର ଯୁବକ, ପରିବା ବିକାଳୀ ଓ ଉଠାଦୋକାନୀ ଙ୍କ ସମେତ ପ୍ରବାସୀ ଓଡ଼ିଆ ଶ୍ରମିକ ଆଜି...
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି – ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛିଯେ,...
ଜଗତସିଂହପୁର ଜିଲ୍ଲା ମାଟ୍ରିକ ପରୀକ୍ଷା ଫଳ – ୭୯.୨୫ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ...
ଜଗତସିଂହପୁର ୩୦-୭ (ଓଡ଼ିଆ ପୁଅ/ନୃସିଂହ ବାରିକ୍) ବୁଧବାର ଦିନ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ଫଳ ପ୍ରକାଶ ପାଇଛି। ଜଗତସିଂହପୁର ଜିଲ୍ଲାରେ ସଫଳତା ହାର ୭୯.୨୫ ପ୍ରତିଶତ ରହିଛି।...
ବହୁଜନ କ୍ରାନ୍ତି ମୋର୍ଚ୍ଚା-ରାଷ୍ଟ୍ରୀୟ ମୁସଲିମ୍ ମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର
ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସ୍ୱର ଉତ୍ତାଳନ ସହ ଉତ୍ତର ପ୍ରଦେଶର ଡାକ୍ତର କାଫିଲ ଖାଁ ଓ ସାଥୀଙ୍କ ଗିରଫଦାରୀର ପ୍ରତିବାଦ କରିଛି ବହୁଜନ କ୍ରାନ୍ତି...
ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ମଦ ବିକ୍ରି ଅଭିଯୋଗ ଦୋକାନୀଙ୍କ ମାଡ଼ରେ ଆହତ ଯୁବକଙ୍କ...
ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ସରକାରୀ ମୂଲ୍ୟଠାରୁ ଅଧିକ ଦରରେ ହେଉଥିବା ବିଦେଶୀ ମଦ ବିକ୍ରିର ପ୍ରତିବାଦ ଯୋଗୁଁ ଦେକାନୀଙ୍କ ଆକ୍ରମଣରେ ଆହତ ଭୀମପୁରା ଅଞ୍ଚଳର ଜନୈକ ବ୍ୟକ୍ତି ଥାନାରେ ଏତଲା...
ପ୍ରଶାସନର ଲୋକଦେଖାଣିଆ ସାନିଟାଇଜେସନକୁ ନେଇ ଅସନ୍ତୋଷ
ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାର କୋଭିଡ୍ ପରିଚାଳନାକୁ ନେଇ କ୍ରମଶଃ ଜନଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ସ୍ୱାବ ସଂଗ୍ରହଠାରୁ ସାନିଟାଇଜେସନ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ପ୍ରଶାସନର ଖାମଖିଆଲି କାର୍ଯ୍ୟକୁ...
ବିଜେପିର ଜିଲ୍ଲା ସାଂଗଠନିକ ବୈଠକ
ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟ ବିଜେପି ପକ୍ଷରୁ ନବନିଯୁକ୍ତ ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକ ସାଂଗଠନିକ ବୈଠକ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଆଜି ଅନୁଷ୍ଠିତ...
ବେଆଇନ୍ ଗୋରୁ ଚାଲଣକୁ ନେଇ ଉଦ୍ବେଗ : ଗୋ-ସେବା ସମିତି ପକ୍ଷରୁ ଏସପିଙ୍କୁ ସ୍ମାରକପତ୍ର
ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ବୃଦ୍ଧି ପାଇଥିବା ବେଆଇନ୍ ଗୋରୁ ଚାଲାଣକୁ ନେଇ ଉଦ୍ବେଗ ପ୍ରକାଶ କରିଛି ଜିଲ୍ଲା ଗୋ-ସେବା ସମିତି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସାଙ୍ଗକୁ...
ସ୍ପୋର୍ଟସ ବାଇକ୍ ‘ହିରୋ ଏକ୍ସଟ୍ରିମ୍୧୬୦ଆର’ର ବଜାର ପ୍ରବେଶ
ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ):: ଦେଶର ଅନ୍ୟତମ ଖାତନାମା ୨ଚକିଆ ଯାନ ନିର୍ମାତା ‘ହିରୋ ମୋଟକୋର୍ପ’ ପକ୍ଷରୁ ଅତ୍ୟାଧୁନିକ ସ୍ପୋର୍ଟସ ବାଇକ୍ ‘ହିରୋ ଏକ୍ସଟ୍ରିମ୍୧୬୦ଆର ବିଏସ-୬’ ସମଗ୍ର ଦେଶରେ ବଜାର ପ୍ରବେଶ...
ମ୍ୟାଟ୍ରିକ୍ ପରୀକ୍ଷା ଫଳ: ୮୩.୯୭ ପ୍ରତିଶତ ଉତ୍ତୀର୍ଣ୍ଣ ସହ ସପ୍ତମ ସ୍ଥାନରେ ବାଲେଶ୍ୱର
ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟ ଶିକ୍ଷା ବିଭାଗର ପୂର୍ବ ଘୋଷଣା ଅନୁସାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଫଳ ବୁଧବାରଦିନ ପ୍ରକାଶ ପାଇଛି। ସକାଳ...
ଆସନ୍ତା ମାସରୁ ପୁରୁଣା ଦରକୁ ଫେରିବ EPF ଯୋଗଦାନ
ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) : କୋଭିଡ ମହାମାରୀ ସମୟରେ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପାଇଁ ସରକାର ଘୋଷଣା କରିଥିବା ରିଲିଫ୍ ପଦକ୍ଷେପ ଅନୁଯାୟୀ ମେ, ଜୁନ୍ ଏବଂ ଜୁଲାଇର...













