Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୧୮୭୭...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୧୮୭୭ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

261

ଭୁବନେଶ୍ୱର ୩୧-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୧୮୭୭ କୁ ବୃଦ୍ଧି ପାଇଛି।-

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୬୮

– ନୂଆ ଆକ୍ରାନ୍ତ: ୧୪୯୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୧୪
– ସ୍ଥାନୀୟ ଅଞ୍ଚଳରୁ୫୮୫

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୨୫
୨- ବାଲେଶ୍ୱର ଜିଲ୍ଲାରୁ – ୩୭
୩- ବରଗଡ଼ ଜିଲ୍ଲାରୁ – ୧୦
୪- ଭଦ୍ରକ ଜିଲ୍ଲାରୁ – ୧
୫- ବଲାଙ୍ଗୀର ଜିଲ୍ଲାରୁ – ୧୯
୬- କଟକ ଜିଲ୍ଲାରୁ – ୨୮
୭- ଦେବଗଡ଼ ଜିଲ୍ଲାରୁ – ୨
୮- ଢେଙ୍କାନାଳ ଜିଲ୍ଲାରୁ – ୯୨
୯- ଗଜପତି ଜିଲ୍ଲାରୁ – ୯୭
୧୦- ଗଞ୍ଜାମ ଜିଲ୍ଲାରୁ – ୩୬୮
୧୧- ଜଗତସିଂହପୁର ଜିଲ୍ଲାରୁ – ୧୫
୧୨- ଯାଜପୁର ଜିଲ୍ଲାରୁ – ୧୯
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୭
୧୪- କଳାହାଣ୍ଡି ଜିଲ୍ଲାରୁ – ୪୪
୧୫- କନ୍ଧମାଳ ଜିଲ୍ଲାରୁ – ୫୦
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪
୧୭- କେନ୍ଦୁଝର ଜିଲ୍ଲାରୁ – ୧୬
୧୮- ଖୋର୍ଦ୍ଧା ଜିଲ୍ଲାରୁ ୨୧୪
୧୯- କୋରାପୁଟ ଜିଲ୍ଲାରୁ – ୮୧
୨୦- ମାଲକାନଗିରି : ୨୬
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୨୨- ନବରଙ୍ଗପୁର ଜିଲ୍ଲାରେ: ୩୩
୨୩- ନୟାଗଡ଼ ଜିଲ୍ଲାରୁ – ୬୭
୨୪- ନୂଆପଡ଼ା ଜିଲ୍ଲାରୁ – ୯
୨୫- ପୁରୀ ଜିଲ୍ଲାରୁ – ୩୬
୨୬- ରାୟଗଡ଼ା ଜିଲ୍ଲାରୁ – ୪୦
୨୭- ସମ୍ବଲପୁର ଜିଲ୍ଲାରୁ – ୫୬
୨୮- ସୋନପୁର ଜିଲ୍ଲାରୁ – ୫
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୭୫
– ନୂଆ ସୁସ୍ଥ ହୋଇଥିଲେ୮୦୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୫୧୪୫୭୩
– ମୋଟ ଆକ୍ରାନ୍ତ ୩୧୮୭୭
– ମୋଟ ସୁସ୍ଥ ହେଲେଣି ୧୯୭୪୫
– ସକ୍ରୀୟ ଆକ୍ରାନ୍ତ – ୧୧୯୧୮

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.