Bureau
ବାତ୍ୟାକୁ ଦୃଷ୍ଟିରେ ରଖି, ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ୱରରେ ପହଞ୍ଚି ସେଠାରେ ପରିସ୍ଥିତି...
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ବାଲେଶ୍ୱରରେ ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୃହ ରାଜ୍ୟମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ବାଲେଶ୍ୱରରେ ପହଞ୍ଚି ସେଠାରେ ପରିସ୍ଥିତି ଉପରେ ନଜର...
ଦେଶରେ ୨ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ: ମୃତ୍ୟୁ ସଂଖ୍ୟା ବି କମିଲା –...
ନୂଆଦିଲ୍ଲୀ ୨୫-୫ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁ ଦ୍ୱିତୀୟ ଲହରର ସଂକ୍ରମଣ ଜାରି ରହିଛି। ଅବଶ୍ୟ ଗତ ସପ୍ତାହରୁ ସଂକ୍ରମଣ ୩ ଲକ୍ଷ ତଳକୁ ରହୁଥିଲା। ଆଦି କିନ୍ତୁ ୨ ଲକ୍ଷ...
ଅତି ଭୟଙ୍କର ବାତ୍ୟା: “ୟାସ୍” ଘଣ୍ଟାକୁ ୯ କିଲୋମିଟର ବେଗରେ ମାଡ଼ି ଆସୁଛି: ଏବେ...
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ରବିବାରଦିନ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ମଧ୍ୟରାତ୍ରିରେ (୨୩ ମଇର ୨୩୩୦ ଘଣ୍ଟା IST) ସମାନ ଅଞ୍ଚଳ ଉପରେ ଏକ ଅବପାତରେ...
ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ।
ଏ ନେଇ ସେ ଟ୍ୱିଟ କରିଛନ୍ତି। ମୁଖମନ୍ତ୍ରୀ ତାଙ୍କ ଟୁଇଟ୍ ରେ ଲେଖିଛନ୍ତି " ଓଡ଼ିଆ ଭକ୍ତି...
ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ରାଜ୍ୟରେ ଆଜି କରୋନା ନେଲା ୩୩ ଜୀବନ :...
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨୫୪୯ କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲ୍ଲାରୁ ୪...
ରାଜ୍ୟରେ ଆଜି ୧୦ ହଜାରରୁ ଅଧିକ ସଂକ୍ରମଣ: ୧୦୯୩୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩...
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୧୦ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ନୂଆ ୧୦୯୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ତେବେ କ୍ୟାରେଣ୍ଟିନରୁ ୬୧୭୮ ଏବଂ...
୨୫ ମଇ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ।...
ବାତ୍ୟା ୟାସ୍ ପାଇଁ ମୟୁରଭଞ୍ଜ ପୋଲିସ୍ ପ୍ରଶାସନ ତରଫରୁ ଆଡଭାଇଜୋରୀ ଜାରୀ
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ରବିବାରଦିନ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ମଧ୍ୟରାତ୍ରିରେ (୨୩ ମଇର ୨୩୩୦ ଘଣ୍ଟା IST) ସମାନ ଅଞ୍ଚଳ ଉପରେ ଏକ ଅବପାତରେ...
ବାତ୍ୟା ୟାସ୍ ପ୍ରଭାବ: ପ୍ରଥମେ ୭୪ ପରେ ୧୬ ଏବେ ପୁଣି ୩୪ ଟି...
ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ସମ୍ଭାବ୍ୟ ବାତ୍ୟା ୟଶ୍ କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଆସନ୍ତା ୨୩ରୁ ୨୯ ତାରିଖ ମଧ୍ୟରେ ପୁଣି ୩୪ ଟି ଟ୍ରେନକୁ ବାତିଲ କରିଛି। ଏ...
ମାଡ଼ି ଆସୁଛି ଅତି ଭୟଙ୍କର ବାତ୍ୟା ୟାସ : ଜଗତସିଂହପୁରରେ ଉପକୂଳିଆ ଅଞ୍ଚଳରେ ଲୋକମାନଙ୍କୁ...
ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ଘଣ୍ଟାକୁ ୭ କିମି ବେଗରେ ମାଡ଼ି ଆସୁଛି ଅତି ଭୟଙ୍କର ବାତ୍ୟା “ୟାସ୍”, କିଛି ସମୟ ପରେ ନେବ ଭୟଙ୍କର ବାତ୍ୟାର ରୂପ। ଏବେ “ୟାସ୍” ପାରାଦୀପ...
ବାତ୍ୟା ବେଳେ କ’ଣ କରିବେ, କ’ଣ କରିବେନି – କ’ଣ କହୁଛନ୍ତି ସରକାର ଜାଣନ୍ତୁ
ଭୁବନେଶ୍ୱର.୨୪.୦୫ (ଓଡ଼ିଆ ପୁଅ) ୨୨ ତାରିଖରେ ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ରାତିରେ ତୀବ୍ର ଅବପାତ ରୂପ ନେଇ ଆଜି ସକାଳୁ ତାହା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି।...
ବାତ୍ୟା ପରିପ୍ରେକ୍ଷୀରେ ୧୦ଟି ଜିଲ୍ଲାରେ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ଟାରୁ...
ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ବାତ୍ୟା ପରିପ୍ରେକ୍ଷୀରେ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେଉଁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ସମେତ ୧୦ଟି ଜିଲ୍ଲାରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା...
ବାତ୍ୟା ‘ୟଶ୍’ ର ମୁକାବିଲା ପାଇଁ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ...
ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟଶ୍’ ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ୟସ୍ ପରିପ୍ରେକ୍ଷୀରେ ରାଜ୍ୟ ସରକାର କେନ୍ଦ୍ରାପଡା,...
ବାତ୍ୟା ୟାସକୁ ଦୃଷ୍ଟିରେ ରଖି NDRF ର ୯୯ ଟି ଟିମ୍ ନିୟୋଜିତ –...
ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି।
ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଆଣ୍ଡାମାନ ଏବଂ ନିକୋବର...
ବାତ୍ୟା ପ୍ରଭାବିତ ଅଂଚଳବାସୀଙ୍କୁ ସାହାଯ୍ୟ, ସହଯୋଗ ଓ ସହାୟତା ପାଇଁ ପାର୍ଟୀର ସମସ୍ତ କାର୍ଯ୍ୟକର୍ତାଙ୍କୁ...
ବାତ୍ୟା ‘ୟଶ୍’ର ପୂର୍ବ ପ୍ରସ୍ତୁତି ଓ ମୁକାବିଲା ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ରାଜ୍ୟ ନେତୃବୃନ୍ଦଙ୍କ ସହ ସମୀକ୍ଷା ବୈଠକ
ଆଇଏମଡି ସହ ଆଲୋଚନା ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରସ୍ତୁତି ପ୍ରସଙ୍ଗରେ ସମସ୍ତ...
ମାଡ଼ି ଆସୁଛି ୟାସ୍ – ପାରାଦୀପଠାରୁ ୪୫୦ ଏବଂ ବାଲେଶ୍ୱରଠାରୁ ୫୪୦ କିଲୋମିଟର ଦୂରରେ...
ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ଗତକାଲିର ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ମଧ୍ୟରାତ୍ରିରେ (୨୩ ମଇର ୨୩୩୦ ଘଣ୍ଟା IST) ସମାନ ଅଞ୍ଚଳ ଉପରେ ଏକ ଅବପାତରେ...
ଘଣ୍ଟାକୁ ୭ କିମି ବେଗରେ ମାଡ଼ି ଆସୁଛି ଅତି ଭୟଙ୍କର ବାତ୍ୟା ୟାସ, କିଛି...
ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ଗତକାଲିର ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ମଧ୍ୟରାତ୍ରିରେ (୨୩ ମଇର ୨୩୩୦ ଘଣ୍ଟା IST) ସମାନ ଅଞ୍ଚଳ ଉପରେ ଏକ ଅବପାତରେ...
ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ବ୍ୟକ୍ତ
ନୂଆ ଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) COVID୧୯ ମହାମାରୀ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଲକଡାଉନ୍ କାରଣରୁ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା...
ଭଲ ଖବର : ଆଜି ରାଜ୍ୟରୁ ୧୧,୬୧୪ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ...
ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୧୧୬୧୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୪୦୭ - ଖୋର୍ଦ୍ଧା ଜିଲ୍ଲାରୁ,
୧୨୦୬ - ସୁନ୍ଦରଗଡ...
ବାତ୍ୟା ପାଇଁ ଓଡ଼ିଶା ସରକାରଙ୍କର “ଜିରୋ କାଜୁଆଲିଟି” ଲକ୍ଷ – ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା...
ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ଘଣ୍ଟାକୁ ୭ କିମି ବେଗରେ ମାଡ଼ି ଆସୁଛି ଅତି ଭୟଙ୍କର ବାତ୍ୟା “ୟାସ୍”, କିଛି ସମୟ ପରେ ନେବ ଭୟଙ୍କର ବାତ୍ୟାର ରୂପ। ଏବେ “ୟାସ୍” ପାରାଦୀପ...





















