Home Coronavirus Outbreak ଭଲ ଖବର : ଆଜି ରାଜ୍ୟରୁ ୧୧,୬୧୪ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ...

ଭଲ ଖବର : ଆଜି ରାଜ୍ୟରୁ ୧୧,୬୧୪ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

60

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୧୧୬୧୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୪୦୭ – ଖୋର୍ଦ୍ଧା ଜିଲ୍ଲାରୁ,

୧୨୦୬ – ସୁନ୍ଦରଗଡ ଜିଲ୍ଲାରୁ,

୧୧୮୦ – କଟକ ଜିଲ୍ଲାରୁ,

୭୦୩ – ଅନୁଗୁଳ ଜିଲ୍ଲାରୁ,

୫୫୨ – ସମ୍ବଲପୁର ଜିଲ୍ଲାରୁ,

୪୧୨ – ବରଗଡ ଜିଲ୍ଲାରୁ,

୪୦୦ – ବଲାଙ୍ଗୀର ଜିଲ୍ଲାରୁ,

୩୮୯ – ପୁରୀ ଜିଲ୍ଲାରୁ,

୩୮୮ – ମୟୂରଭଞ୍ଜ ଜିଲ୍ଲାରୁ,

୩୭୫ – କଳାହାଣ୍ଡି ଜିଲ୍ଲାରୁ,

୩୪୯ – ଯାଜପୁର ଜିଲ୍ଲାରୁ,

୩୪୬ – ଝାରସୁଗୁଡା ଜିଲ୍ଲାରୁ,

୩୪୫ – ନବରଙ୍ଗପୁର ଜିଲ୍ଲାରୁ,

୩୦୩ – ବାଲେଶ୍ୱର ଜିଲ୍ଲାରୁ,

୨୯୮ – ଭଦ୍ରକ ଜିଲ୍ଲାରୁ,

୨୮୨ – ଢେଙ୍କାନାଳ ଜିଲ୍ଲାରୁ,

୨୬୪ – ଜଗତସିଂହପୁର ଜିଲ୍ଲାରୁ,

୨୫୯ – ନୟାଗଡ଼ ଜିଲ୍ଲାରୁ,

୨୩୯ – ସୋନପୁର ଜିଲ୍ଲାରୁ,

୨୩୧ – ଗଞ୍ଜାମ ଜିଲ୍ଲାରୁ,

୧୯୯ – କୋରାପୁଟ ଜିଲ୍ଲାରୁ,

୧୮୭ – ନୁଆପଡା ଜିଲ୍ଲାରୁ,

୧୮୫ – ବୌଦ୍ଧ ଜିଲ୍ଲାରୁ,

୧୪୮ – କେନ୍ଦ୍ରାପଡା ଜିଲ୍ଲାରୁ,

୧୩୮ – କେନ୍ଦୁଝର ଜିଲ୍ଲାରୁ,

୧୩୨ – ରାୟଗଡ଼ା ଜିଲ୍ଲାରୁ,

୧୦୭ – ଦେବଗଡ଼ ଜିଲ୍ଲାରୁ,

୧୦୪ – ଗଜପତି ଜିଲ୍ଲାରୁ,

୧୦୨ – କନ୍ଧମାଳ ଜିଲ୍ଲାରୁ,

୧୦୦ – ମାଲକାନଗିରି ଜିଲ୍ଲାରୁ,

୨୮୪ – ରାଜ୍ୟ ପୁଲ୍ ଜିଲ୍ଲାରୁ,

ଓଡିଶାର ମୋଟ ସୁସ୍ଥ ହୋଇଛନ୍ତି ୬୦୧୨୨୪।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.