Home Top News ବାତ୍ୟା ୟାସ୍‌ ପ୍ରଭାବ: ପ୍ରଥମେ ୭୪ ପରେ ୧୬ ଏବେ ପୁଣି ୩୪ ଟି ଟ୍ରେନ...

ବାତ୍ୟା ୟାସ୍‌ ପ୍ରଭାବ: ପ୍ରଥମେ ୭୪ ପରେ ୧୬ ଏବେ ପୁଣି ୩୪ ଟି ଟ୍ରେନ ବାତିଲ କଲା ପୂର୍ବତଟ ରେଳବାଇ

262

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ସମ୍ଭାବ୍ୟ ବାତ୍ୟା ୟଶ୍ କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଆସନ୍ତା ୨୩ରୁ ୨୯ ତାରିଖ ମଧ୍ୟରେ ପୁଣି ୩୪ ଟି ଟ୍ରେନକୁ ବାତିଲ କରିଛି। ଏ ନେଇ ପୂର୍ବତଟ ରେଳବାଇ ଏକ ବିଜ୍ଞପ୍ତି ଜାରୀ କରିଛି।

ଏହା ପୂର୍ବରୁ ପ୍ରଥମେ ୭୪ ପରେ ୧୬ ଟି ଟ୍ରେନ ବାତିଲ୍‌ କରିସାରିଛି ପୂର୍ବତଟ ରେଳବାଇ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.