Bureau
ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ରାଜ୍ୟରେ ଆଜି କରୋନା ନେଲା ୩୫ ଜୀବନ :...
ଭୁବନେଶ୍ୱର ୨୬-୫ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୫୮୪ କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲ୍ଲାରୁ ୫...
ରାଜ୍ୟରେ ଆଜି ୧୧ ହଜାରରୁ ଅଧିକ ସଂକ୍ରମଣ: ୧୧୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ –...
ଭୁବନେଶ୍ୱର ୨୬-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୧୧୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ତେବେ କ୍ୟାରେଣ୍ଟିନରୁ ୬୫୦୯ ଏବଂ...
ଧାମରାରୁ ୪୦ କିଲୋମିଟର ପୂର୍ବ ଏବଂ ବାଲେଶ୍ୱରର ୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ୟାସ୍ ସାଇକ୍ଲୋନ୍...
ଧାମରାରୁ ୪୦ କିଲୋମିଟର ପୂର୍ବ ଏବଂ ବାଲେଶ୍ୱରର ୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ୟାସ୍ ସାଇକ୍ଲୋନ୍ କେନ୍ଦ୍ରିତ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ବିଶେଷକରି ଧାମରାର ଉତ୍ତର ଏବଂ ବାଲେଶ୍ୱର ଦକ୍ଷିଣରେ ୨୬ ତାରିଖ ମଧ୍ୟାହ୍ନରେ...
‘ୟାସ୍’ ଅପ୍ଡେଟ୍: ବାତ୍ୟା ପୂର୍ବରୁ ଭଦ୍ରକ ଜିଲ୍ଲାର ଧାମରାରେ ପ୍ରବଳ ପବନ ଓ ବର୍ଷା,...
'ୟାସ୍' ଅପ୍ଡେଟ୍: – ବାତ୍ୟା ପୂର୍ବରୁ ଭଦ୍ରକ ଜିଲ୍ଲାର ଧାମରାରେ ପ୍ରବଳ ପବନ ଓ ବର୍ଷା, ମଧ୍ୟାହ୍ନ ସୁଦ୍ଧା ୧୩୦-୧୪୦ କିଲୋମିଟର ବେଗରେ ଝଟକା ୧୫୫ କିଲୋମିଟର ବେଗରେ ଅବତରଣ କରିବ ପାଣିପାଗ...
୨୬ ମଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉପଦେଶ। କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ନ ରଖିବାରୁ ଆପଣଙ୍କର କାର୍ଯ୍ୟ ଏବଂ ସମ୍ବନ୍ଧ ମଧ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ମାନସିକରୂପରେ ବ୍ୟଗ୍ରତା...
‘ୟାସ୍’ ଅପ୍ଡେଟ୍ – ଅତି ଭୟଙ୍କର ବାତ୍ୟା ‘ୟାସ୍’ – ଧାମରାରୁ ପ୍ରାୟ ୬୦...
୨୬-୦୫ (୦୪୩୦ ଘଣ୍ଟା IST) ଅବଜରଭେସନ୍ ଉପରେ ଆଧାର କରି
ଅତି ଭୟଙ୍କର ବାତ୍ୟା 'ୟାସ୍' (୨୬ ମଇର ୦୪୩୦ ଘଣ୍ଟା ମଧ୍ୟରେ)
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ୨୦.୭ ° ଉତ୍ତର ଅକ୍ଷାଂଶ ଏବଂ ୮୭.୪୫...
ବାତ୍ୟା ସମୟରେ କଣ କରିବା ଉଚିତ ଏବଂ କଣ ନକରିବା ଉଚିତ
କଣ କରିବା ଉଚିତ
୧- ଘରକୁ ଠିକ ଭାବେ ଯାଞ୍ଚ କରିନିଅନ୍ତୁ, ଢିଲା ଟାଇଲ୍ ଗୁଡିକୁ ସୁରକ୍ଷିତ କରନ୍ତୁ, କବାଟ ଏବଂ ଝରକା ମରାମତି କରିନିଅନ୍ତୁ।
୨-ଘରର ଚାରିପାଖକୁ ଯାଞ୍ଚ କରିନିଅନ୍ତୁ। ଶୁଖୁଲା କିମ୍ବା ଉଇ-ଲାଗିଥିବା...
ବାତ୍ୟା ଅପଡେଟ୍ – ଧାମରାରୁ ପ୍ରାୟ ୭୦ କିଲୋମିଟର ଦୂରରେ ବାତ୍ୟା ୟାସ୍ –...
୨୬-୦୫ (୦୩୩୦ ଘଣ୍ଟା ଇଷ୍ଟ) ଅବଜରଭେସନ୍ ଉପରେ ଆଧାର କରି
ଅତି ଭୟଙ୍କର ବାତ୍ୟା ୟାସ୍ 'ୟାସ୍' (୨୬ ମଇର ୦୩୩୦ ଘଣ୍ଟା ମଧ୍ୟରେ)
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ୨୦.୫ ° ଉତ୍ତର ଅକ୍ଷାଂଶ ଏବଂ...
ବାତ୍ୟାର ସଦ୍ୟତମ ସୂଚନା: ଧାମରାରୁ ପ୍ରାୟ ୮୫ କିଲୋମିଟର ଅଛି ୟାସ୍, ୧୨ କିଲୋମିଟର...
ଅତ୍ୟଧିକ ଭୟଙ୍କର ବାତ୍ୟା ୟାସ୍ ୨୬ ତାରିଖ ବୁଧବାର ମଧ୍ୟାହ୍ନରେ ଧାମରା ଏବଂ ବାଲେଶ୍ୱର ମଧ୍ୟରେ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଭାରତ ପାଣିପାଗ ବିଭାଗ ଆକଳନ କରିଛି।
୨୬-୦୫-୨୦୨୧ (୦୨୩୦...
ବାତ୍ୟା ୟାସ୍ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, ୧୨ ହଜାରରୁ...
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ବାତ୍ୟା ୟାସ୍ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି - ୧୨ ହଜାରରୁ ଅଧିକ କର୍ମଚାରୀ, ପ୍ରାୟ ୪୦ ହଜାର ବିଜୁଳି ଖୁଣ୍ଟି, ୨ ହଜାର...
ପାଖେଇ ଆସିଲାଣି ଅତି ଭୟଙ୍କର ବାତ୍ୟା “ୟାସ୍” ପାରଦୀପ ଠାରୁ ୧୮୦ କିମି ଦୂରରେ...
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ଭୟଙ୍କର ବାତ୍ୟା ୟାସ ଘନୀଭୂତ ହୋଇ ଅତି ଭୟଙ୍କର ରୂପ ଧାରଣ କରିଛି। ଏହା ଏବେ ପାରଦୀପ ଠାରୁ ୧୮୦ କିମି ଓ ବାଲେଶ୍ୱର ଠାରୁ ୨୫୦...
ବାହାନଗା ଏବଂ ବାସୁଦେବପୁର ମଧ୍ୟରେ ବାତ୍ୟା ଅବତରଣ କରିବ: ମୁଖ୍ୟ ସଚିବ ଏବଂ SRCଙ୍କ...
ପ୍ରତ୍ୟେକ ଜୀବନ ବଞ୍ଚାଇବା ଦିଗରେ କାର୍ଯ୍ୟ କରନ୍ତୁ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ମଇ ୨୫ (ଓଡିଆ ପୁଅ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ନିୟନ୍ତ୍ରଣ କକ୍ଷ ଏବଂ ସାଇକ୍ଲୋନ୍ ଡ୍ୟାସ୍ ବୋର୍ଡକୁ...
ଆସାମ ସରକାର ସହରାଞ୍ଚଳରେ ଜୁନ୍ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କଲେ
ନୂଆଦିଲ୍ଲୀ ୨୫ ମଇ (ଓଡିଆ ପୁଅ) : ଆସାମ ସରକାର ସହରାଞ୍ଚଳରେ ଜୁନ୍ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରିଛନ୍ତି। ତାଜା ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ସରକାରୀ...
ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କୋର୍ଡିନେସନ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ...
ଭୁବନେଶ୍ୱର, ୨୫/୦୫ (ଓଡ଼ିଆ ପୁଅ) : ବଙ୍ଗୋପ ସାଗରରେ ସୃଷ୍ଟି ହୋଇ କ୍ରମଶଃ ଘନୀଭୂତ ହେଉଥିବା ବାତ୍ୟା ‘ୟଶ୍’ ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ ଦେଇ ଗତି କରିବ। ଏହା ଦ୍ୱାରା...
ସାମୁଦ୍ରିକ ବାତ୍ୟା ‘ୟାସ’ ପାଇଁ ତୈଳ ଓ ଗ୍ୟାସ ଶିଳ୍ପର ବ୍ୟାପକ ପ୍ରସ୍ତୁତି
• କେନ୍ଦ୍ର ପେଟ୍ରୋଲିୟମ ଏବଂ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ନିରନ୍ତର ତୈଳ ଓ ଗ୍ୟାସ ମହଜୁଦ ଓ ଯୋଗାଣକୁ ସର୍ବାଧିକ ପ୍ରାଥମିକତା
• ଜରୁରୀକାଳୀନ ସେବା ବାଧାପ୍ରାପ୍ତ ନହେବା ପାଇଁ ଆବଶ୍ୟକୀୟ...
ଅତି ଭୟଙ୍କର ବାତ୍ୟା: ୟାସ୍ ମାଡ଼ି ଆସୁଛି: ଏବେ ପାରାଦୀପଠାରୁ ୨୮୦ କିଲୋମିଟର ଦୂରରେ,...
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ଆଜି ସକାଳ ସାଢ଼େଆଠାଟା ସୁଦ୍ଧା ଆସିଥିବା ସ୍ୟାଟେଲାଇଟ୍ ଫଟୋ ଅନୁଯାୟୀ, ଅତି ଭୟଙ୍କର ବାତ୍ୟା ‘ୟାସ୍’ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ପ୍ରାୟ ୨୮୦ କିଲୋମିଟର ଦୂରରେ ଅଛି।...
ବଡ଼ ବିପଦ ସଂକେତ : ପାରାଦୀପ ଏବଂ ଧାମରା ବନ୍ଦର ବିପଦ ସଂକେତ ୧୦,...
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ବଙ୍ଗୋପ ସାଗରଉପରେ ସୃଷ୍ଟି ହୋଇଥିବା ସାମୁଦ୍ରୀକ ଝଡ଼ “ୟାସ୍ (YAAS)” ଆଜି ୦୫୩୦ ଘଣ୍ଟା IST ରେ କେନ୍ଦ୍ରୀଭୂତ ହୋଇ ପାରାଦୀପ ଠାରୁ ୩୨୦ କିଲୋମିଟର, ବାଲେଶ୍ୱରଠାରୁ...
ସିଲେରୁ ନଦୀରେ କନ୍ଧଗୁଡ଼ା ଘାଟରେ ଦୁଇଟି ଦେଶୀ ଡ଼ଙ୍ଗା ବୁଡ଼ି ସାତ ନିଖୋଜ, ଏକ...
ମାଲକାନଗିରି:୨୫/୫ (ଓଡ଼ିଆ ପୁଅ) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱା ଡା ଗ୍ରାମର ଏଗାର ଜଣ ଲୋକ ଆନ୍ଧ୍ର କୁ କାମ କରିବାକୁ ଯାଇ କରୋନା କଟକଣା...
ବାତ୍ୟା ଖବର ଭିତରେ ପଢ଼ନ୍ତୁ ବଢ଼ିଯାଇଛି ପେଟ୍ରୋଲ ଏବଂ ଡିଜେଲ ଦର, ଆମ ରାଜ୍ୟର...
ନୂଆଦିଲ୍ଲୀ ୨୫ ମଇ (ଓଡ଼ିଆ ପୁଅ) ଆଜି ସରକାରୀ ତୈଳ କମ୍ପାନୀଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୨୦ ରୁ ୨୫ ପଇସା ବୃଦ୍ଧି ପାଇଥିବାବେଳେ...
ବାତ୍ୟା ମୁକାବିଲା ପରିପ୍ରେକ୍ଷୀରେ ସମସ୍ତ ସରକାରୀ ଛୁଟି ବାତିଲ
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ରାଜ୍ୟ ସରକାର ୩୧ ମଇ, ୨୦୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ ଛୁଟି ବାତିଲ କରିଛନ୍ତି। ଏହି ସମୟରେ କର୍ମଚାରୀମାନେ ବିନା ଅନୁମତିରେ କାର୍ଯ୍ୟସ୍ଥଳ (ଅଫିସ ହେଡ୍ କ୍ବାର୍ଟର)...






















