Bureau
୨୩ରେ ବଙ୍ଗୋପସାଗରରେ ଲଘୁଚାପ: ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ପ୍ରବଳ ବର୍ଷିବ
ଭୁବନେଶ୍ୱର ୨୦ ଜୁଲାଇ (ଓଡ଼ିଆ ପୁଅ) ୨୩ ଜୁଲାଇରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ଅଛି। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆସନ୍ତା ୧୪...
କଟକ SCB ମେଡ଼ିକାଲ କଲେଜରେ ପହଁଚିଲା ଇକ୍ମୋ ମେସିନ୍, ଅଗଷ୍ଟ ୧୫ରୁ ହେବ କାର୍ଯ୍ୟକ୍ଷମ
ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ଓଡ଼ିଶାରେ ଏବେ ଭୁବନେଶ୍ୱର ଏମ୍ସ ପରେ SCB ମେଡ଼ିକାଲ କଲେଜକୁ ଏକ ଇକ୍ମୋ ମେସିନ୍ ଆସି ପହଁଛିଛି। ଚଳିତମାସ ଶେଷ ସୁଦ୍ଧା ଆଉ ୮ଟି ମେସିନ୍ ଆସି...
ଲିଟର ୮୦ ଟଙ୍କାରେ ପେଟ୍ରୋଲ ବିକିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ
ଭୁବନେଶ୍ୱର ୨୦.୭ (ଓଡ଼ିଆ ପୁଅ) - ଆଜି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ୮୦ ଟଙ୍କା ପ୍ରତି ଲିଟର ଦରରେ...
ରାଜ୍ୟର ୨୦ ଜିଲ୍ଲାରେ ନିଅଁଣ୍ଟିଆ ବର୍ଷା – ସୂଚନା ଦେଲା ପାଣିପାଗ କେନ୍ଦ୍ର –...
ଭୁବନେଶ୍ୱର ୨୦ ଜୁଲାଇ (ଓଡ଼ିଆ ପୁଅ) ୧ ଜୁନରୁ ୨୦ ଜୁଲାଇ ମଧ୍ୟରେ ଓଡ଼ିଶାରେ ମୌସୁମୀର ସ୍ଥିତି ସମ୍ବନ୍ଧରେ ସୂଚନା ଦେଲା ପାଣିପାଗ କେନ୍ଦ୍ର ଭୁବନେଶ୍ୱର। ତେବେ
୧- ୧ ଜୁନ ରୁ ୨୦...
ଦେଶରେ ୧୨୫ ଦିନର ସର୍ବନିମ୍ନ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୯୩ ନୂଆ...
ନୂଆ ଦିଲ୍ଲୀ ୨୦ -୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୧୧୭ ଦିନ ପରେ ସର୍ବନିମ୍ନ ସକ୍ରୀୟ ଆକ୍ରାନ୍ତ -...
ରାଜ୍ୟରେ ଆଜି କରୋନା କାରଣରୁ ୫୬ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୫,୧୭୨
ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୬ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
ରାଜ୍ୟରେ ଆଜି ୨୦୮୫ ନୂଆ ଆକ୍ରାନ୍ତ ଚିହ୍ନଟ, ୫୬ ମୃତ୍ୟୁ – ଜାଣନ୍ତୁ କେଉଁ...
ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୨,୦୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୨୦୮୫
- କ୍ୱାରେଣ୍ଟାଇନ୍...
ଆଜି ବାହୁଡ଼ା ଯାତ୍ରା: ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଅପେକ୍ଷା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ –...
ପୁରୀ ୨୦-୭ (ଓଡ଼ିଆ ପୁଅ) ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜିଉ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ।...
ଘୋଷଣା ହେଲା ନୂତନ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ କମିଟି
ଗଣେଶ୍ୱର ବେହେରା ଅଧ୍ୟକ୍ଷ ଏବଂ ସତ୍ୟ ପ୍ରକାଶ ନାୟକ ଆବାହକ ଥିବାବେଳେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଭାବେ ଦୀପକ କୁମାର ମହାପାତ୍ର ରହିଛନ୍ତି
ଭୁବନେଶ୍ୱର-୧୯/୭ (ଓଡ଼ିଆ ପୁଅ) - ଏଆଇସିସି ପକ୍ଷରୁ ଆଜି ପ୍ରଦେଶ...
୨୦ ଜୁଲାଇ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା...
ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି : ମୟୁରଭଂଜର ୫ଟି ବ୍ଲକ୍ର ୯୪ଟି ଗାଁର ୧୫୩୫୯...
- ଆଗାମୀ ୨ -୩ ବର୍ଷ ମଧ୍ୟରେ ରାଜ୍ୟରେ ୧୫ ଟି ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ
- ମୋ ପାଇଁ ମୟୁରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ -ମୁଖ୍ୟମନ୍ତ୍ରୀ
- ସବୁ ଘରକୁ...
ସୁସ୍ଥ ହେଲେ ୨୨୪୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୧୯ ଜୁଲାଇ (ଓଡ଼ିଆ ପୁଅ) ରାଜ୍ୟରେ ସୁସ୍ଥ ହେଲେ ୨୨୪୮ କରୋନା ଆକ୍ରାନ୍ତ।
୪୫୦ - ଖୋର୍ଦ୍ଦା ଜିଲ୍ଲାରୁ,
୨୮୪ - କଟକ ଜିଲ୍ଲାରୁ,
୧୬୩ - ଯାଜପୁର ଜିଲ୍ଲାରୁ,
୧୬୧ - ମୟୁରଭଞ୍ଜ ଜିଲ୍ଲାରୁ,
୧୫୦ –...
ବସ୍ ଦୁର୍ଘଟଣାଗ୍ରସ୍ତ ୩୩ ଜଣଙ୍କର ମୃତ୍ୟୁ, ୪୦ ଗୁରୁତର ଆହତ
ନୂଆ ଦିଲ୍ଲୀ ୧୯ ଜୁଲାଇ (ଓଡ଼ିଆ ପୁଅ) ମୁସଲମାନଙ୍କର ପ୍ରମୁଖ ପର୍ବ ଇଦ୍ ଛୁଟି ପାଇଁ ଘରକୁ ଯାଉଥିବା ବେଳେ ଏକ ବସ୍ ଦୁର୍ଘଟଣାରେ ୩୩ ଜଣଙ୍କର ପ୍ରାଣ ହାନୀ ଘଟିଥିବା ବେଳେ...
ରାଜ୍ୟସଭାରେ ବିଜେପି ସଂସଦୀୟ ଦଳର ଉପ ନେତା ହେଲେ ମୁକ୍ତାର ଆବାସ ନକଭୀ
ନୂଆଦିଲ୍ଲୀ ୧୯ ଜୁଲାଇ (ଓଡ଼ିଆ ପୁଅ) କେନ୍ଦ୍ର ମନ୍ତ୍ରୀ ମୁଖାର୍ ଅବ୍ବାସ ନକଭିଙ୍କୁ ରାଜ୍ୟସଭାରେ ଗୃହର ଡେପୁଟି ଲିଡର ଭାବେ ମନୋନୀତ କରାଯାଇଛି ବୋଲି ସୋମବାର ଦିନ ବିଭିନ୍ନ ମନ୍ତ୍ରୀଙ୍କର ଶୁଭେଚ୍ଛା ଟ୍ୱିଟରୁ...
ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ : ଅଗଷ୍ଟ ୨୭ରେ...
ଭୁବନେଶ୍ୱର ୧୯ ଜୁଲାଇ (ଓଡ଼ିଆ ପୁଅ) ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୭ରେ ୨ଟି ସିଟିଂରେ ପରୀକ୍ଷା ହେବ। ସକାଳ ୧୦ରୁ ୧୨ ଜିଏସ...
ସଂସଦର ମୌସୁମୀ ଅଧିବେଶନ: ପେଟ୍ରୋଲ, ଡିଜେଲ ମୂଲ୍ୟ ବିରୋଧରେ ତୃଣମୂଳ ସାଂସଦମାନଙ୍କର ସାଇକେଲରେ ସଂସଦ...
ନୂଆ ଦିଲ୍ଲୀ ୧୯ ଜୁଲାଇ (ଓଡ଼ିଆ ପୁଅ): ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିରୋଧିଙ୍କର ହଙ୍ଗାମା ସହିତ ଆରମ୍ଭ ହୋଇଛି ଅଧିବେଶନ। ଇତି ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟବୃଦ୍ଧିକୁ ନେଇ...
ଆଜିଠୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ: ସଦନରେ କଠିନରୁ ଅଧିକ କଠିନ ଏବଂ ଅର୍ଥପୂର୍ଣ୍ଣ...
ନୂଆ ଦିଲ୍ଲୀ ୧୯ ଜୁଲାଇ (ଓଡ଼ିଆ ପୁଅ) ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ସଂସଦରେ ମୋସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାମ୍ବାଦିକମାନଙ୍କୁ ନିଜର ବକ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ।...
ଦୁଷ୍କର୍ମ ଏବଂ ଲୁଟ୍ ଘଟଣାରେ ସିଆର୍ପିଏଫ୍ ଯବାନ ଗିରଫ
ନୂଆ ଦିଲ୍ଲୀ ୧୯ ଜୁଲାଇ (ଓଡ଼ିଆ ପୁଅ) ଦୁଷ୍କର୍ମ ଏବଂ ଲୁଟ୍ ଘଟଣାରେ ସିଆର୍ପିଏଫ୍ ଯବାନ ଗିରଫ। ଏଭଳି ଏକ ଚକିତ କଲାପରି ଘଟଣା ଘଟିଛି ସୁନ୍ଦରଗଡ଼ରେ। ମିଡ଼ଆ ରିପୋର୍ଟ ଅନୁଯାୟୀ, ଯାଜପୁରର...
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୧୯-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୨୧,୬୬୫ କୁ ହ୍ରାସ ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି କରୋନା କାରଣରୁ ୫୮ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୫୧୧୬...
ଭୁବନେଶ୍ୱର ୧୯-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୮ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...





















