Home Top News ରାଜ୍ୟରେ ଆଜି କରୋନା କାରଣରୁ ୫୮ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୫୧୧୬ କୁ...

ରାଜ୍ୟରେ ଆଜି କରୋନା କାରଣରୁ ୫୮ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୫୧୧୬ କୁ ବୃଦ୍ଧି ହଜାର ପାର

47

ଭୁବନେଶ୍ୱର ୧୯-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୮ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୫୧୧୬ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ଅନୁଗୁଳ ୨ ଜଣ,

ବାଲେଶ୍ୱର ୩ ଜଣ,

ବରଗଡ ୭ ଜଣ,

ଭଦ୍ରକ ୨ ଜଣ,

ବଲାଙ୍ଗୀର ୪ ଜଣ,

ବୌଦ୍ଧ ୧ ଜଣ,

କଟକ ୩ ଜଣ,

ଢେଙ୍କାନାଳ ୧ ଜଣ,

ଗଞ୍ଜାମ ୫ ଜଣ,

ଯାଜପୁର ୧ ଜଣ,

ଝାରସୁଗୁଡ଼ା ୧ ଜଣ,

କେନ୍ଦ୍ରାପଡା ୨ ଜଣ,

ଖୋର୍ଦ୍ଧା ୧୯ ଜଣ,

ମୟୁରଭଞ୍ଜ ୧ ଜଣ,

ପୁରୀ ୩ ଜଣ,

ସମ୍ବଲପୁର ୩ ଜଣ,

ମୋଟ ୫୮ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.