Home Coronavirus Outbreak ଦେଶରେ ୧୨୫ ଦିନର ସର୍ବନିମ୍ନ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୯୩ ନୂଆ ଆକ୍ରାନ୍ତ...

ଦେଶରେ ୧୨୫ ଦିନର ସର୍ବନିମ୍ନ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭୪ ମୃତ

39

ନୂଆ ଦିଲ୍ଲୀ ୨୦ -୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୧୧୭ ଦିନ ପରେ ସର୍ବନିମ୍ନ ସକ୍ରୀୟ ଆକ୍ରାନ୍ତ – ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୦୬,୧୩୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୩୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୦୩,୫୩,୭୧୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୫,୨୫୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୪,୩୨୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୫,୫୩୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୭୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୧୪,୪୮୨ କୁ ବୃଦ୍ଧି ପାଇଛି।

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୦୬% ରେ ଅଛି।
କ୍ରମାଗତ ୨୯ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୧.୬୮% ରେ, ୩% ରୁ କମ୍।

ସକ୍ରୀୟ ଆକ୍ରାନ୍ତ ୧.୩୦%

ଆରୋଗ୍ୟ ହୋଇଛନ୍ତି ୯୭.୩୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୪୧, ୧୮, ୪୬, ୪୦୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୨, ୬୭, ୩୦୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୪, ୭୩, ୪୧, ୧୩୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୯୨, ୩୩୬

ରାଜ୍ୟୱାରୀ ସମସ୍ତ ତଥ୍ୟ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.