Home Coronavirus Outbreak ସୁସ୍ଥ ହେଲେ ୨୨୪୮ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୨୨୪୮ କରୋନା ଆକ୍ରାନ୍ତ

80

ଭୁବନେଶ୍ୱର ୧୯ ଜୁଲାଇ (ଓଡ଼ିଆ ପୁଅ) ରାଜ୍ୟରେ ସୁସ୍ଥ ହେଲେ ୨୨୪୮ କରୋନା ଆକ୍ରାନ୍ତ।

୪୫୦ – ଖୋର୍ଦ୍ଦା ଜିଲ୍ଲାରୁ,
୨୮୪ – କଟକ ଜିଲ୍ଲାରୁ,
୧୬୩ – ଯାଜପୁର ଜିଲ୍ଲାରୁ,
୧୬୧ – ମୟୁରଭଞ୍ଜ ଜିଲ୍ଲାରୁ,
୧୫୦ – ବାଲେଶ୍ୱର ଜିଲ୍ଲାରୁ,
୧୩୮ – ଭଦ୍ରକ ଜିଲ୍ଲାରୁ,
୧୨୪ – ପୁରୀ ଜିଲ୍ଲାରୁ,
୧୦୮ – ଜଗତସିଂହପୁର ଜିଲ୍ଲାରୁ,
୯୨ – ଅନୁଗୁଳ ଜିଲ୍ଲାରୁ,
୮୭ – ସୁନ୍ଦରଗଡ଼ ଜିଲ୍ଲାରୁ,
୭୮ – ନୟାଗଡ଼ ଜିଲ୍ଲାରୁ,
୭୧ – ଢେଙ୍କାନାଳ ଜିଲ୍ଲାରୁ,
୫୭ – କେନ୍ଦୁଝର ଜିଲ୍ଲାରୁ,
୩୨ – ମାଲକାନଗିରି ଜିଲ୍ଲାରୁ,
୨୮ – ରାୟଗଡ଼ା ଜିଲ୍ଲାରୁ,
୨୭ – କେନ୍ଦ୍ରାପଡ଼ା ଜିଲ୍ଲାରୁ,
୨୬ – କନ୍ଧମାଳ ଜିଲ୍ଲାରୁ,
୨୪ – କୋରାପୁଟ ଜିଲ୍ଲାରୁ,
୧୦ – ବରଗଡ଼ ଜିଲ୍ଲାରୁ,
୧୦ – ସମ୍ବଲପୁର ଜିଲ୍ଲାରୁ,
୯ – କଳାହାଣ୍ଡି ଜିଲ୍ଲାରୁ,
୭ – ଗଞ୍ଜାମ ଜିଲ୍ଲାରୁ,
୬ – ନବରଙ୍ଗପୁର ଜିଲ୍ଲାରୁ,
୬ – ସୋନପୁର ଜିଲ୍ଲାରୁ,
୫ – ବୌଦ୍ଦ ଜିଲ୍ଲାରୁ,
୫ – ଦେବଗଡ଼ ଜିଲ୍ଲାରୁ,
୫ – ଝାରସୁଗୁଡ଼ା ଜିଲ୍ଲାରୁ,
୪ – ଗଜପତିଜିଲ୍ଲାରୁ,
୪ – ନୂଆପଡ଼ା ଜିଲ୍ଲାରୁ,
୧ – ବଲାଙ୍ଗୀର ଜିଲ୍ଲାରୁ,
୭୬ – State Pool ରୁ ସୁସ୍ଥ ହୋଇଛନ୍ତି। ତେବେ ଏହାକୁ ମିଶାଇ ମୋଟ ୯,୩୨,୬୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.