Home Top News ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ : ଅଗଷ୍ଟ ୨୭ରେ ହେବ...

ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ : ଅଗଷ୍ଟ ୨୭ରେ ହେବ ପରୀକ୍ଷା

65

ଭୁବନେଶ୍ୱର ୧୯ ଜୁଲାଇ (ଓଡ଼ିଆ ପୁଅ) ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୭ରେ ୨ଟି ସିଟିଂରେ ପରୀକ୍ଷା ହେବ। ସକାଳ ୧୦ରୁ ୧୨ ଜିଏସ ପ୍ରଥମ ପେପର ଏବଂ ସାଢ଼େ ଗୋଟାଏରୁ ସାଢ଼େ ୩ଟା ୨ୟ ପେପର ହେବ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ବର ଏହି ପାଞ୍ଚଟି ସହରରେ ହେବ ଏହି ପରୀକ୍ଷା ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.