Bureau
କଟକ ସାଲେପୁର ସାତବାଟିଆ ମହାନଦୀ ପଠାରେ ଲାଗିଛି ମୃତ ଦନ୍ତାହାତୀ
କଟକ ୨୬/୦୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକର ମୁଣ୍ଡୁଳି ଠାରେ ମହାନଦୀ ପାଣି ରେ ଫସି ରହିଥିବା ଦନ୍ତା ହାତୀ ର ମୃତ ଦେହ ସାଲେପୁର ସାତବାଟିଆ ନିକଟରେ ମହାନଦୀ ମଝି...
ସାମୁଦ୍ରିକ ଝଡ଼ ଗୁଲାବର ଲ୍ୟାଣ୍ଡଫଲ୍ ପ୍ରକ୍ରୀୟା ଆରମ୍ଭ : କଳିଙ୍ଗ ପାଟନମ୍ ଏବଂ ଗୋପାଳପୁର...
ଭୁବନେଶ୍ୱର ୨୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆରମ୍ଭ ହୋଇଛି ସାମୁଦ୍ରିକ ଝଡ଼ ଗୁଲାବର ଲ୍ୟାଣ୍ଡଫଲ୍ ପ୍ରକ୍ରୀୟା। ଗୁଲାବ ପ୍ରାୟ ପଶ୍ଚିମ ଦିଗକୁ ଗତି କରି କଳିଙ୍ଗପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ...
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା : ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ବ, ୧୧ଟି...
ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଓ କୋଭିଡ଼ ନିୟମ ପାଳନରେ ପ୍ରଶାସନ କୁ ସହଯୋଗ କରିବା ପାଇଁ ଜନସାଧାରଣ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିବେଦନ।
୪୨ଟି ଓଡ୍ରାଫ ଓ ୨୪ ଟି NDRF ଓ...
ଓଡିଶାରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ ବେଳେ ତିନି ଗଞ୍ଜେଇ ମାଫିଆ ସହ ମାରୁତି ଭ୍ୟାନ...
ବଲାଙ୍ଗୀର ୨୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରୁ ଛତିଶଗଡ଼କୁ ଭାୟା ପଦ୍ମପୁର ଦେଇ ଯାଇଥିବା ରାସ୍ତା ଗଞ୍ଜେଇ ମାଫିଆଙ୍କ ପାଇଁ ନିରାପଦ ମାର୍ଗ ପାଲଟିଛି। ପ୍ରତିଦିନ ପୋଲିସ...
ଭାରତ ବନ୍ଦ କୁ ସଫଳ କରିବାକୁ କିସାନ ମୋର୍ଚ୍ଚା ଓ ଅନେକ ସଂଗଠନ ର...
ବଲାଙ୍ଗୀର ୨୬-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ବଲାଙ୍ଗିରରେ ସଫଳ କରିବା ପାଇଁ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ଆହ୍ୱାନ କରାଯାଇଛି। ସହରର...
ଚିକିତ୍ସାଧୀନ ଅବସ୍ଥାରେ ମୃତ ପୁଅର ଶବ ନିଜ ଘରକୁ ଆଣିବାକୁ ଅର୍ଥ ନ ଥିବା...
ବଲାଙ୍ଗୀର ୨୬-୦୯ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲା ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଗତ ବୁଧବାର ଦିନ ଠାରୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରୁ ସ୍ଥାନାନ୍ତରିତ ହୋଇ ଚିକିତ୍ସିତ...
ରାଜ୍ୟରେ ଆଜି ୫୮୫ ନୂଆ ଆକ୍ରାନ୍ତ ଚିହ୍ନଟ, ୫ ମୃତ – ଜାଣନ୍ତୁ କେଉଁ...
ଭୁବନେଶ୍ୱର ୨୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୮୫ ନୂଆ ଆକ୍ରାନ୍ତ ଚିହ୍ନଟ, ୫ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୫୮୫
୦-୧୮ ବର୍ଷର : ୯୬
-...
ବାତ୍ୟା ଗୁଲାବକୁ ନେଇ କିଛି ସମୟପରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆସୁଛି ବାତ୍ୟା ଗୁଲାବ। ଆଜି ରାତି ୯ଟାରୁ ୧୦ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲାଣ୍ଡଫଲ ପ୍ରକ୍ରିୟା। ଏହି ପ୍ରକ୍ରିୟା ୨-୩ ଘଣ୍ଟା ଧରି...
ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୮,୩୨୬ ନୂଆ...
ନୂଆ ଦିଲ୍ଲୀ ୨୬-୯ (ଓଡ଼ିଆ ପୁଅ) ଦେଶରେ ଆଜି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୮,୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୦୩,୪୭୬ କୁ ବୃଦ୍ଧି...
ରାଜ୍ୟ କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳିତ
ସମାଜର ଅନ୍ତିମ ସୋପନରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ : ସମୀର ମହାନ୍ତି
ଏହି ଅବସରରେ ସମାଜର ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ଉପଢୈାକନ ଦେଇ ପଣ୍ଡିତ ଦୀନଦୟାଲ...
୨୭ ତାରିଖ ଭାରତ ବନ୍ଦକୁ କଂଗ୍ରେସ ସମର୍ଥନ କରିବ
ଭୁବନେଶ୍ୱର ୨୫.୯ (ଓଡ଼ିଆ ପୁଅ) - କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଗୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଭାରତ...
ବିଷଧର ସାପ କାମୁଡ଼ାରେ ବୃଦ୍ଧା ମୃତ
କୋରାପୁଟ : ୨୬/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ନନ୍ଦପୁର ବ୍ଲକ ର ପାଡ଼ୁଆ ଥାନା ଅନ୍ତର୍ଗତ ଗୋଲୁର ଗ୍ରାମପଞ୍ଚାୟତ ର ପ୍ରଧାନୀପୁଟ ଗ୍ରାମର ଜଣେ ବୃଦ୍ଧା ଘାସ ବାଛିବା ସମୟରେ ବିଷଧର...
୨୬ ସେପ୍ଟେମ୍ବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉପଦେଶ। କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ନ ରଖିବାରୁ ଆପଣଙ୍କର କାର୍ଯ୍ୟ ଏବଂ ସମ୍ବନ୍ଧ ମଧ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ମାନସିକରୂପରେ ବ୍ୟଗ୍ରତା...
ବାତ୍ୟା ସମୟରେ କଣ କରିବା ଉଚିତ ଏବଂ କଣ ନକରିବା ଉଚିତ
କଣ କରିବା ଉଚିତ
୧- ଘରକୁ ଠିକ ଭାବେ ଯାଞ୍ଚ କରିନିଅନ୍ତୁ, ଢିଲା ଟାଇଲ୍ ଗୁଡିକୁ ସୁରକ୍ଷିତ କରନ୍ତୁ, କବାଟ ଏବଂ ଝରକା ମରାମତି କରିନିଅନ୍ତୁ।
୨-ଘରର ଚାରିପାଖକୁ ଯାଞ୍ଚ କରିନିଅନ୍ତୁ। ଶୁଖୁଲା କିମ୍ବା ଉଇ-ଲାଗିଥିବା...
ମାଡ଼ିଆସୁଛି ବାତ୍ୟା ଗୁଲାବ – ସଦ୍ୟତମ ସୂଚନା
ଭୁବନେଶ୍ୱର ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟାରେ ୧୭ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରି ୨୫ ସେପ୍ଟେମ୍ବର...
ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ : ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ...
ପୁରୀ- ୨୫.୦୯ (ଓଡ଼ିଆ ପୁଅ) - ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ...
ଅରୁଣାଚଳ ପ୍ରଦେଶରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଆଜି ଅରୁଣାଚଳ ପ୍ରଦେଶରେ ରିଚ୍ଟର ସ୍କେଲରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ ହୋଇଛି।
ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି।
ଏ ପର୍ଯ୍ୟନ୍ତ କୌଣସି...
ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ...
ରାଜ୍ୟ ସରକାରଙ୍କ ଅପାରଗତା ଓ ବିଫଳତାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ‘ପିପିଲି-ଡେଲାଙ୍ଗ’ ଅଂଚଳ: ସମୀର ମହାନ୍ତି
ଭୁବନେଶ୍ୱର ୨୪/୦୯ (ଓଡ଼ିଆ ପୁଅ): ରାଜ୍ୟରେ ଶାସକ ବିଜୁ ଜନତା ଦଳ କେବଳ ପ୍ରଚାର ସର୍ବସ୍ୱ। ବାରମ୍ବାର...
ମାଡ଼ି ଆସୁଛି ପୁଣି ଏକ ବାତ୍ୟା ! ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା...
ଭୁବନେଶ୍ୱର ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ଉତ୍ତର ଏବଂ ତଲଗ୍ନ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଅବପାତ କିମ୍ବା ଡିପ୍ ଡିପ୍ରେସନ୍, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ସାମୁଦ୍ରିକ ଝଡ଼ରେ ପରିଣତ...
କେନ୍ଦ୍ର ଓ ରାଜ୍ୟ ସରକାର ବଜେଟରେ ଅର୍ଥବ୍ୟବସ୍ଥା ନ କଲେ ସାମାଜିକ ସୁରକ୍ଷା କୋଡ଼୍ର୍...
ଭୁବନେଶ୍ୱର ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସାମାଜିକ ସୁରକ୍ଷା କୋର୍ଡ଼ ଆବଶ୍ୟକୀୟ ବଜେଟ ଅନୁଦାନ ବିନା କାର୍ଯ୍ୟକାରୀ ହେବା ସମ୍ଭବ ନୁହେଁ। ନିର୍ମାଣ ଶ୍ରମିକ, କଲ୍ୟାଣ ବୋର୍ଡ଼...




















