Home Authors Posts by Bureau

Bureau

17676 POSTS 0 COMMENTS

ଆଗାମୀ ତ୍ରିସ୍ତରୀୟ ପଂଚାୟତିରାଜ ଓ ପୌରପରିଷଦ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ପିସିସ ପକ୍ଷରୁ ଜିଲ୍ଲା...

0
ଭୁବନେଶ୍ୱର ୨୭.୯ (ଓଡ଼ିଆ ପୁଅ) - ଆଗାମୀ ତ୍ରିସ୍ତରୀୟ ପଂଚାୟତିରାଜ ଓ ପୌରପରିଷଦ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ପିସିସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଜିଲ୍ଲା ସ୍ତରରେ ନିମ୍ନଲିଖିତ ସଂଯୋଜକ ମାନଙ୍କୁ ଦାୟୀତ୍ୱ...

ନିଖୋଜ ଯୁବକଙ୍କୁ ହାତଗୋଡ଼ ବାନ୍ଧିହତ୍ୟା କରିବାର ଏଗାର ଦିନ ପରେ ମାଟି ତଳୁ ମିଳିଲା...

0
କୋରାପୁଟ : ୨୮/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ଲମତାପୁଟ ବ୍ଲକର ଟିକରପୋଡ଼ା ଗ୍ରାମରେ ଯୁବକଙ୍କୁ ହାତଗୋଡ଼ ବାନ୍ଧିହତ୍ୟା କରିବା ପରେ ମାଟିତଳେ ପୋତି ଦିଆଯାଇଥିଲା। ୧୧ଦିନ ପରେ ମାଟି ତଳୁ ନିଖୋଜ...

କହ୍ନେୟା କୁମାର ଏବଂ ଜିଗ୍ନେଶ ମେଭାନୀ ଆଜି କଂଗ୍ରେସ ହାତରେ ଯୋଗ ଦେଇପାରନ୍ତି, ମିଳିପାରେ...

0
ନୂଆଦିଲ୍ଲୀ ୨୮-୯ (ଓଡ଼ିଆ ପୁଅ) : ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜରାଟର ସ୍ୱାଧିନ ବିଧାୟକ ଜିଗ୍ନେଶ ମେଭାନୀ ଆଜି...

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରାରେ ସାମିଲ ହେଲା କଂଗ୍ରେସ, ଭାରତ...

0
ଭୁବନେଶ୍ୱର ୨୭.୯ (ଓଡ଼ିଆ ପୁଅ) - କେନ୍ଦ୍ର ବିଜେପି ସରକାରଙ୍କ କୃଷି ମାରଣ ନୀତି ଯୋଗୁଁ ଦେଶରେ ଚାଷୀମାନଙ୍କର ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି। କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ।...

ମହାନଦୀରୁ ମୃତକଙ୍କ ଶବ ଉଦ୍ଧାର

0
କଟକ, ୨୭/୦୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ମହାନଦୀ ପୋଲ ଉପରୁ ରବିବାର ପାଣିକୁ ଡେଇଁ ପଡ଼ିଥିବା ଭୁବନେଶ୍ୱର ବିଜେବି କଲେଜର ଡେମୋନଷ୍ଟ୍ରେଟର ଦେବାଶିଷ ଦାସଙ୍କ ମୃତ ଦେହକୁ ମହାନଦୀର ସିର୍ଲ...

୨୮ ସେପ୍ଟେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ (Aries) - ଯଦି ଆପଣ ଏହି ସମୟରେ କୌଣସି ନୂଆ ବ୍ୟାପାରରେ ନିବେଶ ପାଇଁ ଭାବୁଛନ୍ତି ତେବେ ତା'ର ଚାବୀ ଆପଣଙ୍କ ହାତରେ ଅଛି। କାମରେ ବୃଦ୍ଧି ହେବାରୁ ଆପଣଙ୍କ ଆମଦନୀ...

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଡମିଶନ ପାଇଁ ପ୍ରଥମ କଟ୍ ଅଫ୍ ଲିଷ୍ଟ ଅକ୍ଟୋବର ୧ ରେ...

0
ନୂଆ ଦିଲ୍ଲୀ ୨୭ ସେପ୍ଟେମ୍ବର (ଓଡ଼ିଆ ପୁଅ) ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଏହାର ଅନୁବନ୍ଧିତ କଲେଜଗୁଡ଼ିକର ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏହାର ଆଡମିଶନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବର୍ତ୍ତମାନ ଆରମ୍ଭ ହେବାକୁ...

ପିପିଲି ବିଧାନସଭା ଉପ ନିର୍ବାଚନ ପ୍ରସ୍ତୁତି

0
ପୁରୀ ୨୭.୦୯ (ଓଡ଼ିଆ ପୁଅ) - ପିପିଲି ବିଧାନସଭା ଉପ-ନିର୍ବାଚନର ମତଦାନ ନିମନ୍ତେ ପୋଲିଂ ପାର୍ଟି ବୁଥ ଅଭିମୁଖେ ଆସନ୍ତକାଲି ଯାତ୍ରା କରିବେ। ମୋଟ ତିନୋଟି ପର୍ଯ୍ୟାୟରେ ସକାଳ ୬ ଘଟିକାରୁ ୧୦...

କେନ୍ଦ୍ର ସରକାରର କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତବନ୍ଦ ଡାକରାରେ ପିସିସି କିଷାନ...

0
ଭୁବନେଶ୍ୱର ୨୭/୯ (ଓଡ଼ିଆ ପୁଅ) - କୃଷି ଓ କୃଷକ ବିରୋଧୀ କେନ୍ଦ୍ର ବିଜେପି ସରକାରର ପ୍ରଣୀତ କଳା କୃଷି ଆଇନର ତୁରନ୍ତ ପ୍ରତ୍ୟାହାର ଓ ସମସ୍ତ ଧରଣର କୃଷିଜାତ ଦ୍ରବ୍ୟ ପାଇଁ...

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କେନ୍ଦ୍ରାପଡାରେ ଭାରତ ବନ୍ଦ ସଫଳ

0
କେନ୍ଦ୍ରାପଡ଼ା ୨୭ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କେନ୍ଦ୍ରାପଡାରେ ସୋମବାର ଭାରତ ବନ୍ଦ ସଫଳ ହୋଇଥିବା ଦେଖିବାକୁ ମିଳିଛି। କୃଷକ, ଶ୍ରମିକ, ଯୁବ, ଛାତ୍ର, ମହିଳା,...

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୫ କରୋନା ପଜିଟିଭ

0
କେନ୍ଦ୍ରାପଡ଼ା ୨୭ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ସୋମବାର ୫ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଡେରାବିଶ...

ସାମୁଦ୍ରିକ ବାତ୍ୟା “ଗୁଲାବ”ର ପ୍ରଭାବରେ ପାହାଡ଼ ଧସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

0
କୋରାପୁଟ : ୨୭/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ପଟାଙ୍ଗି ଦେଇ ବିଶାଖାପାଟନମ ୨୬ ନମ୍ବର ଜାତୀୟ ରାଜପଥ ଉପରେ ସାମୁଦ୍ରିକଝଡ଼ ଗୁଲାବର ପ୍ରଭାବରେ ରାଳେଗଡ଼ା ନିକଟରେ ଲଗାଣ ବର୍ଷା ଯୋଗୁଁ ପାହାଡ଼...

ବଜ୍ରାଘାତରେ ପାଞ୍ଚ ବଳଦ ସହ ଦୁଇଟି ଗାଈ ଓ ଗୋଟିଏ ବାଛୁରୀ ମୃତ

0
କୋରାପୁଟ : ୨୭/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ଅତଣ୍ଡା ଗ୍ରାମପଞ୍ଚାୟତର କନ୍ଦଗୁଡ଼ା ଗ୍ରାମରେ ବଜ୍ରାଘାତ ଘଟି ୮ଗୋଟି ଗୃହ ପାଳିତ ପଶୁଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ...

ଆଜି କୃଷକ ମୋର୍ଚ୍ଚାର ଭାରତ ବନ୍ଦ ପାଳନ – ଦିଲ୍ଲୀ ସୀମାରେ ଅନେକ କିଲୋମିଟର...

0
ଭୁବନେଶ୍ୱର ୨୭-୯ (ଓଡ଼ିଆ ପୁଅ) : ଆଜି ଭାରତ ବନ୍ଦ। କୃଷକ ମୋର୍ଚ୍ଚାର ଆହ୍ୱାନରେ ଅନେକ ରାଜନୈତିକ ପାର୍ଟିଙ୍କର ସହଯୋଗରେ ଆଜି ଚାଲିଛି ଭାରତ ବନ୍ଦ। କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ...

୨୭ ସେପ୍ଟେମ୍ବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣ ଧାର୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ।...

ଭାରତ ବନ୍ଦ ପାଇଁ ସହରରେ ବୁଲିଲା ମଶାଲ ଶୋଭାଯାତ୍ରା

0
କେନ୍ଦ୍ରାପଡ଼ା ୨୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଆସନ୍ତାକାଲି ଭାରତ ବନ୍ଦ ପାଇଁ କୃଷକ, ଶ୍ରମିକ, ଯୁବ, ଛାତ୍ର, ମହିଳା, ଶିକ୍ଷକ, ବୀମା, ବ୍ୟାଙ୍କ କର୍ମଚାରୀ...

ଓଡିଆରେ ଇଂଜିନିୟରିଂ ପୁସ୍ତକ ପ୍ରସ୍ତୁତିର ସମୀକ୍ଷା : ଶୀଘ୍ର ପାଠ୍ୟପୁସ୍ତକ ପ୍ରସ୍ତୁତିପାଇଁ ଭାରତୀୟ ବୈଷୟିକ...

0
ଭୁବନେଶ୍ୱର, ୨୫।୯ (ଓଡ଼ିଆ ପୁଅ) ଆସନ୍ତା ଶିକ୍ଷାବର୍ଷରେ ଓଡିଆରେ ଇଂଜିନିୟରିଂ ଶିକ୍ଷାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଓଡିଆରେ ପୁସ୍ତକ ଅନୁବାଦ ପଦ୍ଧତି କାର୍ଯ୍ୟର ସମୀକ୍ଷା କରାଯାଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ...

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଅଷ୍ଟମ ସାମ୍ବିଧାନିକ ସମ୍ମିଳନୀ

0
କେନ୍ଦ୍ରାପଡ଼ା ୨୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ଶାଖାର ଅଷ୍ଟମ ସାମ୍ବିଧାନିକ ସମ୍ମିଳନୀ ଆଜି ସ୍ଥାନୀୟ ସେଣ୍ଟଜୋସେଫ ସ୍କୁଲ ପରିସରରେ...

ପରିବର୍ଦ୍ଧିତ ବିଜେଡି କାର୍ଯ୍ୟକାରିଣୀ ବୈଠକ : କେନ୍ଦ୍ରାପଡା ବିଧାୟକ ବିକାଶ ପରିବର୍ତ୍ତେ ବିନାଶ କରୁଛନ୍ତି:...

0
କେନ୍ଦ୍ରାପଡ଼ା, ୨୬ା୯ (ଓଡ଼ିଆ ପୁଅ) : ଟାଉନ୍ ହଲ ପରିସରରେ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡିର ପରିବର୍ଦ୍ଧିତ କାର‌୍ୟ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା...

ଶ୍ରଦ୍ଧା ଦ୍ୱାରା ଜ୍ଞାନ ପ୍ରାପ୍ତ ହୁଏ

0
ଭାରତ ଏକ ଧର୍ମ ପ୍ରଧାନ ଦେଶ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ ହେଉ କିମ୍ବା ପରୋକ୍ଷ ଭାବରେ ହେଉ। କେଉଁ ନା କେଉଁ ସମ୍ରଦାୟକୁ ଆପଣେଇଥାନ୍ତି। କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ।...