Home ଓଡ଼ିଶା ଅରୁଣାଚଳ ପ୍ରଦେଶରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ

ଅରୁଣାଚଳ ପ୍ରଦେଶରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ

68

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଆଜି ଅରୁଣାଚଳ ପ୍ରଦେଶରେ ରିଚ୍ଟର ସ୍କେଲରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ ହୋଇଛି।

ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି।

ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ।

ଏହା ଆଜି ସକାଳ ୧୦.୧୧ ରେ ୨୩୭ କିଲୋମିଟର ଉତ୍ତରରୁ ପାଙ୍ଗିନର ଉତ୍ତର-ପୂର୍ବ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.