Home Authors Posts by Bureau

Bureau

17676 POSTS 0 COMMENTS

ଚିଟଫଣ୍ଡ ଠକେଇ : ଅପରାଧି ସରକାର, ଅସହାୟ ଜମାକାରୀ

0
ଭୁବନେଶ୍ୱର ୨୪.୯ (ଓଡ଼ିଆ ପୁଅ) - ଚିଟଫଣ୍ଡ ଠକେଇ ମାମଲାରେ ରାଜ୍ୟବାସୀଙ୍କର ଦାବିଥିଲା ଅପରାଧି ଦଣ୍ଡ ପାଉ, ଜମାକାରୀ ଟଙ୍କା ପାଉ। କିନ୍ତୁ ଦୁର୍ଭାଗ୍ୟକୁ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି...

ପ୍ରକୃତି ଓ ପ୍ରାଚୁର୍ଯ୍ୟଭରା ଓଡିଶା ଆଜି ଦରିଦ୍ରତମ ରାଜ୍ୟ : ଅପରାଜିତା ଷଡଙ୍ଗୀ

0
ଭୁବନେଶ୍ୱର, ୨୪/୦୯ (ଓଡ଼ିଆ ପୁଅ) : ରାଜ୍ୟରେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ହେଉଛି। ପର‌୍ୟ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଆସୁଛି। ଦୀର୍ଘ ୨୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ...

୨୫ ସେପ୍ଟେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ।...

ଅରିନ୍ଦମ ଦାସଙ୍କ ବିୟୋଗ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି : ସମୀର ମହାନ୍ତି

0
ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର ୨୪/୦୯ (ଓଡ଼ିଆ ପୁଅ) : ଓଡିଆ ସାମ୍ବାଦିକ ଜଗତର ଦକ୍ଷ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ରାଜ୍ୟ...

ପିପିଲି ଉପନିର୍ବାଚନ ପ୍ରଚାରରେ ଶାସକ ବିଜେଡିର କୋଭିଡ୍ ଗାଇଡ୍‌ଲାଇନ ଉଲ୍ଲଂଘନ ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ...

0
ପିପିଲିବାସୀଙ୍କ ଜୀବନ ସହ ଖେଳିବାର ଅଧିକାର ବିଜେଡିର ନାହିଁ : ଡ.ଲେଖାଶ୍ରୀ ସାମନ୍ତସିଂହାର ଭୁବନେଶ୍ୱର, ତା.୨୪/୦୯ (ଓଡ଼ିଆ ପୁଅ) : କୋଭିଡ୍ ଯାଇ ନାହିଁ। ଆମକୁ ସତର୍କ ରହିବାକୁ ପଡିବ। ସାଧାରଣ ଜନତାଙ୍କ ଜୀବନ...

ଅରିନ୍ଦମ ଦାଶଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

0
ଭୁବନେଶ୍ୱର ତା ୨୪.୯ (ଓଡ଼ିଆ ପୁଅ) - ଓ ଟିଭର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅକାଳ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟାନୟକ ଗଭୀର ଶୋକ...

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ବ୍ୟକ୍ତିଗତ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

0
ଦୁଃସାହାସିକ ରିପୋର୍ଟିଂରେ ଅରିନ୍ଦମ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ- ଧର୍ମେନ୍ଦ୍ର ପ୍ରଧାନ - ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ୍ ହୋଇଛି - ତାଙ୍କର ଅକାଳ ବିୟୋଗ ଓଡ଼ିଶା...

ବିଜେଡିର ମିଶ୍ରଣ ପର୍ବ : ବି.ଜେ.ପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଧର୍ମଶାଳାର ପୂର୍ବତନ ବ୍ଲକ୍...

0
ଭୁବନେଶ୍ୱର ୨୪-୯ (ଓଡ଼ିଆ ପୁଅ) : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର‌୍ୟ୍ୟରେ ପ୍ରଭାବିତ ହୋଇ ଯାଜପୁର ଜିଲ୍ଲା...

ସରକାରଙ୍କୁ ସମାଲୋଚନା ପାଇଁ ରିପୋର୍ଟର ଭୁଲ୍‍ ବ୍ୟାଖ୍ୟା କରୁଛି ବିଜେପି: ବିଜେଡି

0
ଭୁବନେଶ୍ୱର, ୨୪/୦୯ (ଓଡ଼ିଆ ପୁଅ) : ଯାହା ଜଣାପଡୁଛି ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବେ ବି ନିଜକୁ ରାଜନୈତିକ ବ୍ୟକ୍ତି ନୁହେଁ, ଜଣେ ପ୍ରଶାସିକା ବୋଲି ଭାବୁଛନ୍ତି। ଓଡିଶା ସରକାରଙ୍କୁ ସମାଲୋଚନା କରିବା...

ଭୋଟ ଗଣତି ନିମନ୍ତେ ତାଲିମ ଅନୁଷ୍ଠିତ

0
ପୁରୀ ୨୪.୦୯ (ଓଡ଼ିଆ ପୁଅ) - ପିପିଲି ବିଧାନସଭା ଉପ ନିର୍ବାଚନ ଭୋଟ ଗଣତି ପାଇଁ ତାଲିମ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସୁପରଭାଇଜର ଓ...

ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ...

0
ଭୁବନେଶ୍ୱର ୨୪/୦୯ (ଓଡ଼ିଆ ପୁଅ) : ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରୀତ ପଟ୍ଟନାୟକଙ୍କ ସପକ୍ଷରେ ପ୍ରଚାର ପାଇଁ ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର...

ସର୍ପାଘାତରେ ବାଳକର ମୃତ୍ୟୁ, ଗାଁ’ରେ ଶୋକର ଛାୟା

0
ମାହାଙ୍ଗା -୨୪/୦୯ (ଓଡ଼ିଆ ପୁଅ/ ଅଭୟ ଜେନା )କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଲଳିତଗିରି ଗାଁରେ ଘଟିଛି ଅଭାବନୀୟ ଘଟଣା। ଏହି ଗ୍ରାମର ଅରକ୍ଷୀତ ବାରିକ୍ ଙ୍କ ଶିଶୁପୁତ୍ର ବିଶ୍ୱରଞ୍ଜନ ବାରିକଙ୍କୁ ଏକ ବିଶାକ୍ତ...

IAS ଟପ୍ପର ଟିନା ଡାବିଙ୍କ ଭଉଣୀ ରିୟା UPSC ସିଭିଲ ସର୍ଭିସରେ ୧୫ ତମ...

0
ନୂଆ ଦିଲ୍ଲୀ ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) ଶୁକ୍ରବାର ଘୋଷିତ UPSC CSE ଫଳାଫଳ ୨୦୨୦ ରେ UPSC ସିଭିଲ ସର୍ଭିସେସ୍ ଟପ୍ପର ଏବଂ ଆଇଏଏସ୍ ଟିନା ଡାବିଙ୍କ ସାନ ଭଉଣୀ ରିୟା...

ସିଭିଲ ସର୍ଭିସେସ୍ ମେନ୍ ୨୦୨୦ ପରୀକ୍ଷାଫଳ: UPSC ମେନ୍‌ ପରୀକ୍ଷା ଫଳ ଘୋଷିତ

0
ନୂଆଦିଲ୍ଲୀ ୨୪-୯ (ଓଡ଼ିଆ ପୁଅ) ୨୦୨୦ ରେ ଅନୁଷ୍ଠିତ ସିଭିଲ ସର୍ଭିସେସ୍ ମେନ୍ ପରୀକ୍ଷା ଫଳକୁ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସ୍ସି) ଘୋଷଣା କରିଛି। ଏହି ପରୀକ୍ଷାରେ ମୋଟ ୭୬୧ ଜଣ...

ରୋହିଣୀ କୋର୍ଟରେ ଗୁଳି ବିନିମୟରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗୀ ଉପରେ ଆକ୍ରମଣ, ଗୋଗୀ ମୃତ...

0
ନୂଆ ଦିଲ୍ଲୀ ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) ଦିଲ୍ଲୀର ରୋହିଣୀ କୋର୍ଟରେ ଦେଖାଦେଇଥିଲା ହଠାତ୍ ଗୁଳି ବିନିମୟ। ଯେଉଁଥିରେ ଦୁଇଜଣ ଆକ୍ରମଣକାରୀଙ୍କ ସମେତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗୀର ମୃତ୍ୟୁ ହୋଇଛି। ଆକ୍ରମଣକାରୀମାନେ ଓକିଲ...

ଦେବଗଡ଼ରେ ଗଣଦୁଷ୍କର୍ମ! ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ

0
ଦେବଗଡ ୨୪-୯ (ଓଡ଼ିଆ ପୁଅ) : ଲଜ୍ଜା! ଟ୍ୟୁସନରୁ ଘରକୁ ଫେରୁଥିବାବେଳେ ଦେବଗଡ଼ର ରିଆମାଲ ପୋଲିସଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୧୨ ବର୍ଷର ବାଳିକାଙ୍କୁ ଅପହରଣ କରି ତାଙ୍କୁ ଦୁଷ୍କର୍ମ କରାଯାଇଥିବା...

ମହନ୍ତ ନରେନ୍ଦ୍ର ଗିରିଙ୍କ ହତ୍ୟା ନା ଆତ୍ମହତ୍ୟା? ରହସ୍ୟର ସମାଧାନ ପାଇଁ ସିବିଆଇ ଗଠନ...

0
ନୂଆ ଦିଲ୍ଲୀ ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ବୋଲି ସିବିଆଇ ଏହି ରହସ୍ୟର ସମାଧାନ ପାଇଁ ପ୍ରସ୍ତୁତ ହୋଇଛି।...

ସେଲୁନ୍‌କୁ ଦେବାକୁ ପଡ଼ିବ ୨ କୋଟି କ୍ଷତିପୂରଣ : ଜାତୀୟ ଉପଭୋକ୍ତା ବିବାଦ ସମାଧାନ...

0
ନୂଆଦିଲ୍ଲୀ ୨୪-୯ (ଓଡ଼ିଆ ପୁଅ) ଦିଲ୍ଲୀର ଏକ ହୋଟେଲରେ ଅବସ୍ଥିତ ଏକ ସେଲୁନରେ, ୨୦୧୮ ମସିହାରେ ଆଶନା ରାୟ କେଶ କାଟିବା ପାଇଁ ଯାଇଥିଲେ।। ସେ 'ହେୟାର ପ୍ରଡକ୍ଟ'ର ମଡେଲ ଥିଲେ ଏବଂ...

ରାଜ୍ୟରେ ଆଜି ୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ, ୬ ମୃତ

0
ଭୁବନେଶ୍ୱର ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ? ନୂଆ ଆକ୍ରାନ୍ତ: ୫୩୯ ୦-୧୮ ବର୍ଷର : ୭୭ - କ୍ୱାରେଣ୍ଟାଇନ୍...

ଦେଶରେ କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୧,୩୮୨ ନୂଆ ଆକ୍ରାନ୍ତ ଚିହ୍ନଟ,...

0
ନୂଆ ଦିଲ୍ଲୀ ୨୪-୯ (ଓଡ଼ିଆ ପୁଅ) ଦେଶରେ କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୧,୩୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୦୦୧୬୨ କୁ ହ୍ରାସ ପାଇଛି। ସକ୍ରିୟ...