Home Top News କଟକ ସାଲେପୁର ସାତବାଟିଆ ମହାନଦୀ ପଠାରେ ଲାଗିଛି ମୃତ ଦନ୍ତାହାତୀ

କଟକ ସାଲେପୁର ସାତବାଟିଆ ମହାନଦୀ ପଠାରେ ଲାଗିଛି ମୃତ ଦନ୍ତାହାତୀ

35

କଟକ ୨୬/୦୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକର ମୁଣ୍ଡୁଳି ଠାରେ ମହାନଦୀ ପାଣି ରେ ଫସି ରହିଥିବା ଦନ୍ତା ହାତୀ ର ମୃତ ଦେହ ସାଲେପୁର ସାତବାଟିଆ ନିକଟରେ ମହାନଦୀ ମଝି ପଠାରେ ଲାଗିଥିବା ଜଣା ପଡିଛି। ଘଟଣା ସ୍ଥଳରେ ବନବିଭାଗ ଅଧିକାରୀ ମାନେ ପହଞ୍ଚି ହାତୀର ମୃତ ଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି। ଉଲ୍ଲେଖ ନୀୟ ଯେ, ଏହି ହାତି ଫସିବା ଘଟଣା କୁ କେନ୍ଦ୍ର କରି ମହାନଦୀ ରେ ଓଡ୍ରାଫ ଟିମ ସହ ଜଣେ ସାମ୍ବାଦିକ ଓ ଓଡ୍ରାଫ କର୍ମଚାରୀ ଙ୍କର ମୃତ୍ୟୁ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.