Home Authors Posts by Bureau

Bureau

Bureau
17676 POSTS 0 COMMENTS

ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଲା କଂଗ୍ରେସ

0
: ମମିତା ମେହେର ଅପହରଣ, ନିଖୋଜ ଓ ହତ୍ୟା ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ଓ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କଲା କଂଗ୍ରେସ ଭୁବନେଶ୍ୱର ୧୯.୧୦ (ଓଡ଼ିଆ ପୁଅ)...

ଗୃହରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଘେରାଉ କଲେ ଛାତ୍ର କଂଗ୍ରେସ – ସଭାପତି...

0
ଭୁବନେଶ୍ୱର ୧୯.୧୦ (ଓଡ଼ିଆ ପୁଅ) - ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମକର୍ତାମାନେ ଗୃହମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା...

ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ତୈଳ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶକୀୟ ସାମଗ୍ରୀ...

0
ଭୁବନେଶ୍ୱର ୧୯.୧୦ (ଓଡ଼ିଆ ପୁଅ) - ଆଜି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ତୈଳ, ରନ୍ଧନଗ୍ୟାସ, ଅତ୍ୟାବଶକୀୟ ସାମଗ୍ରୀର ଭୟଙ୍କର ଦରବୃଦ୍ଧି ପ୍ରତିବାଦରେ ମାଷ୍ଟରକ୍ୟାଂଟିନ ଠାରେ...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୦୫୮ ନୂଆ ଆକ୍ରାନ୍ତ ଚିହ୍ନଟ,...

0
ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୦୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୮୩,୧୧୮ କୁ ହ୍ରାସ ପାଇଛି। ସକ୍ରିୟ...

ରାଜ୍ୟରେ ଆଜି ୫୫୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪ ମୃତ – ଜାଣନ୍ତୁ କେଉଁ...

0
ଭୁବନେଶ୍ୱର ୧୯ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୫୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪ ମୃତ - ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ? ନୂଆ ଆକ୍ରାନ୍ତ: ୫୫୬ ୦-୧୮ ବର୍ଷର : ୮୭ -...

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା : ପ୍ରବଳ ଜଳଧାରାରେ ବହୁଥିବା ଡ୍ରେନରେ ଅଟକି ରହିଥିବା ‘ଜୀବନ’,...

0
ଉତ୍ତରାଖଣ୍ଡ ୧୯-୧୦ (ଓଡ଼ିଆ ପୁଅ) ଉତ୍ତରାଖଣ୍ଡରେ ଲଗାତାର ପ୍ରବଳ ବର୍ଷା ଲୋକଙ୍କ ସାମ୍ନାରେ ସମସ୍ୟା ସୃଷ୍ଟି କରିଛି। ନଦୀ ଓ ଡ୍ରେନ୍ ଗୁଡ଼ିକରେ ପ୍ରବଳ ମାତ୍ରାରେ ଜଳ ପ୍ରବାହ ହେଉଛି। ଏହି ସମୟରେ,...

ରୋଜଗାର ପାଇଁ ଦିଲ୍ଲୀ ସରକାର ଖୁବ ଶୀଘ୍ର ଏମ୍ପ୍ଲୟମେଣ୍ଟ ମାର୍କେଟ ପୋର୍ଟାଲ ୨.୦ ଆରମ୍ଭ...

0
ନୂଆଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) ଗତ ବର୍ଷ ଦିଲ୍ଲୀ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏମ୍ପ୍ଲୟମେଣ୍ଟ ମାର୍କେଟ ପୋର୍ଟାଲ -୧.୦ (ୱାନ) ର ସଫଳତା ପରେ ବର୍ତ୍ତମାନ ଏମ୍ପ୍ଲୟମେଣ୍ଟ ମାର୍କେଟ -୨.୦ ପୋର୍ଟାଲ...

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା : ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ, ଅନେକ ରାସ୍ତା ଓ...

0
ଡେରାଡୁନ୍ ୧୯-୧୦ (ଓଡ଼ିଆ ପୁଅ) ପ୍ରବଳ ବର୍ଷା ହେତୁ ଉତ୍ତରାଖଣ୍ଡରେ ପୁଣି ଥରେ ଅନେକ କ୍ଷତି ହୋଇଛି। କେତେକ ସ୍ଥାନରେ ଭୂସ୍ଖଳନ ହେତୁ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଖବର...

ରାଜ୍ୟରେ ଆଜି ଏବଂ ଆସନ୍ତା କାଲି ବ୍ୟାଙ୍କ ଛୁଟି

0
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) : ରାଜ୍ୟରେ ଆଜି ଏବଂ ଆସନ୍ତା କାଲି ବ୍ୟାଙ୍କ ଛୁଟି। ଇଦ୍-ମିଲାଦ୍  ବଂ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ଏବଂ ଆସନ୍ତା କାଲି ଦୁଇ ଦିନ ବ୍ୟାଙ୍କ...

୧୯ ଅକ୍ଟୋବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟମଧରଣର ରହିବ। ସନ୍ତାନମାନଙ୍କର ବିଷୟରେ ଚିନ୍ତିତ ରହିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ବ୍ୟସ୍ତତାର କାରଣରୁ ପରିବାର ପାଇଁ...

ପ୍ରକାଶ ପାଇଲା CBSE ପରୀକ୍ଷା ସୂଚୀ

0
ନୂଆ ଦିଲ୍ଲୀ ୧୮ -୧୦ (ଓଡ଼ିଆ ପୁଅ) ପ୍ରକାଶ ପାଇଲା CBSE ପରୀକ୍ଷା ସୂଚୀ। ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ...

କନ୍ଦରପୁର୍ ଥାନା ଅଞ୍ଚଳରେ ବ୍ୟବସାୟୀ ଲୁଟ ଘଟଣାର ପର୍ଦ୍ଦାଫାସ କଲା କମିଶନରରେଟ ପୋଲିସ :...

0
କଟକ, ୧୮/୧୦ (ଓଡ଼ିଆ ପୁଅ /ଅଭୟ ଜେନା) କନ୍ଦରପୁର୍ ରେ ବ୍ୟବସାୟୀଙ୍କୁ ଗୁଳି କରି ଲୁଟ ଘଟଣା ର ପର୍ଦ୍ଦାଫାସ କରିଛି କମିଶନରରେଟ ପୋଲିସ। ଲୁଟ ଘଟଣାରେ ସାମିଲ ସମସ୍ତ ଅଭିଯୁକ୍ତ ଙ୍କୁ...

ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ

0
କଟକ : ୧୮/୧୦ (ଓଡ଼ିଆ ପୁଅ / ଅଭୟ ଜେନା) କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂପ୍ରତି ଲୁଟେରାମାନେ ସକ୍ରିୟ ହୋଇ ଉଠିଛନ୍ତି। ଏହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଆଜି...

କବିତା : ତୋ’ ପ୍ରେମରେ …

0
ଯେତେବେଳେ ଦେଖା ହେଲୁ ଭୁବନେଶ୍ୱରରେ ପରିପୂର୍ଣ ଥିଲୁ ତୁହି ପାଶ୍ଚାତ୍ୟ ସଭ୍ୟତାରେ ॥ ଗାଁ ଗହଳିରୁ ସିନା ମୋର ଜନ୍ମ ଜାଣିଥିଲି କିନ୍ତୁ ମୁଁ ସଂସ୍କୃତି ଆଉ ଧର୍ମ ॥ କଥା ତୋର ଥିଲା ଅତି ଉନ୍ନତ କେତେ ପିଲାଙ୍କୁ...

ବ୍ରେକିଂ : ଲକ୍ଷ୍ମୀପୁର ଖେରୀ ଘଟଣା : ଆଶିଷ ମିଶ୍ରର ଘନିଷ୍ଠ ସହଯୋଗୀ ସୁମିତ...

0
ନୂଆ ଦିଲ୍ଲୀ ୧୮ -୧୦ (ଓଡ଼ିଆ ପୁଅ) ଲକ୍ଷ୍ମୀପୁର ଖେରୀ ଘଟଣାରେ ଏସଆଇଟି ପୁଣି ଜଣକୁ ଗିରଫ କରିଛି। ଏସଆଇଟି ଦ୍ୱାରା ଗିରଫ ହୋଇଥିବା ଚାରିଜଣଙ୍କ ମଧ୍ୟରେ ଆଶିଷ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ...

ନୂତନ ଦାୟୀତ୍ୱ ଘୋଷଣା : ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଦାୟୀତ୍ୱ...

0
ଭୁବନେଶ୍ୱର ୧୮/୧୦ (ଓଡ଼ିଆ ପୁଅ) : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଭାବେ ଦାୟୀତ୍ୱ ପ୍ରଦାନ...

ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ଷଡଯନ୍ତ୍ର କରୁଥିବାରୁ ମନ୍ତ୍ରୀ ଦିବ୍ୟସିଂହ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର...

0
ମମିତା ମେହେର ନିଖୋଜ ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଥାନାରୁ ଖସିଯିବା ପ୍ରସଙ୍ଗରେ ଭୁବନେଶ୍ୱର ୧୮/୧୦ (ଓଡ଼ିଆ ପୁଅ) : କଳାହାଣ୍ଡି ଜିଲ୍ଲା ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ...

ମହିଳାଙ୍କ ନିଖୋଜ ପଛରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ହାତ –...

0
ମମିତା ମେହେର ଅପହରଣ ଓ ନିଖୋଜ ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ଦାବି କଲେ କଂଗ୍ରେସ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ଭୁବନେଶ୍ୱର ୧୮.୧୦ (ଓଡ଼ିଆ ପୁଅ) - ରାଜ୍ୟରେ...

ମିଶ୍ରଣ ପର୍ବ : ହଜାର ହଜାର ସମର୍ଥକଙ୍କ ଗ୍ରହଣରେ ବିଜେପିରେ ସାମିଲ ହେଲେ ପୂର୍ବତନ...

0
ଆମେ ସମସ୍ତେ ଏକାଠି ହୋଇ ଭାରତୀୟ ଜନତା ପାର୍ଟୀକୁ ହିନ୍ଦୋଳ ନିର୍ବାଚନମଣ୍ଡଳୀ ସମେତ ସମଗ୍ର ରାଜ୍ୟରେ ଏକ ନମ୍ବର ଦଳ ଭାବେ ଗଢି ତୋଳିବା ପାଇଁ ପ୍ରତିଶୃତିବଦ୍ଧ : ଅଞ୍ଜଳୀ ବେହେରା ପରଜଂଗ ନିର୍ବାଚନମଣ୍ଡଳୀ...

ବ୍ରେକିଙ୍ଗ୍ : ସିବିଏସ୍ଇ କହିଲା ଦଶମ ଏବଂ ଦ୍ୱାଦଶର ଏହା ଫେକ୍‌ ଡେଟ୍‌ସିଟ୍‌

0
ନୂଆ ଦିଲ୍ଲୀ ୧୮ -୧୦ (ଓଡ଼ିଆ ପୁଅ) ପୂର୍ବ ସୂଚନା ଅନୁଯାୟୀ, ଆଜି ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷା ପାଇଁ ସୂଚୀ ପ୍ରକାଶ କରିବ। କିନ୍ତୁ ଏହା...