Home Top News ରାଜ୍ୟରେ ଆଜି ଏବଂ ଆସନ୍ତା କାଲି ବ୍ୟାଙ୍କ ଛୁଟି

ରାଜ୍ୟରେ ଆଜି ଏବଂ ଆସନ୍ତା କାଲି ବ୍ୟାଙ୍କ ଛୁଟି

129

ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) : ରାଜ୍ୟରେ ଆଜି ଏବଂ ଆସନ୍ତା କାଲି ବ୍ୟାଙ୍କ ଛୁଟି। ଇଦ୍-ମିଲାଦ୍  ବଂ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ଏବଂ ଆସନ୍ତା କାଲି ଦୁଇ ଦିନ ବ୍ୟାଙ୍କ ଛୁଟି ରହିବ।

ଏ ନେଇ ସୋମବାର ଦିନ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ଅକ୍ଟୋବର ୧୯ (ମଙ୍ଗଳବାର) ଓ ୨୦ (ବୁଧବାର) ବ୍ୟାଙ୍କ ଓ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ଆର୍ଥିକ ସଂସ୍ଥାଗୁଡ଼ିକ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.