Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୦୫୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬୪...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୦୫୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬୪ ମୃତ

46

ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୦୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୮୩,୧୧୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୫୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୪,୫୮,୮୦୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୯,୪୭୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୧୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୯୪,୩୭୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬,୫୭୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୬୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୨,୪୫୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୫୪%

ଆରୋଗ୍ୟ ହୋଇଛନ୍ତି ୯୮.୧୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୯, ୩୧, ୦୬, ୧୮୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୮୧, ୩୧୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୦୬ ୧୨୯
ଆନ୍ଧ୍ରପ୍ରଦେଶ ୫୭୦୯ ୨୦୪୦୭୮୨ ୬୫୧ ୧୪୩୧୩
ଅରୁଣାଚଳ ପ୍ରଦେଶ ୧୪୫ ୫୪୫୮୯ ୨୨ ୨୮୦
ଆସାମ ୩୪୬୧ ୫୯୭୩୪୮ ୨୬୬ ୫୯୫୭
ବିହାର ୪୪ ୭୧୬୩୨୩ ୯୬୬୧
ଚଣ୍ଡିଗଡ଼ ୨୪ ୬୪୪୬୨ ୮୨୦
ଛତିଶଗଡ ୧୮୯ ୯୯୧୯୨୨ ୨୧ ୧୩୫୭୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୮
ଦିଲ୍ଲୀ ୨୯୮ ୧୪୧୪୦୧୮ ୩୭ ୨୫୦୮୯
୧୦ ଗୋଆ ୬୦୦ ୧୭୩୬୨୯ ୫୭ ୩୩୫୦
୧୧ ଗୁଜୁରାଟ ୧୯୩ ୮୧୬୦୨୯ ୩୨ ୧୦୦୮୬
୧୨ ହରିୟାଣା ୧୨୬ ୭୬୦୯୧୭ ୧୩ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୨୭୦ ୨୧୬୬୦୯ ୧୯୫ ୩୭୨୫
୧୪ ଜାମ୍ମୁ କାଶ୍ମୀର ୮୧୬ ୩୨୫୮୯୩ ୧୦୦ ୪୪୨୮
୧୫ ଝାଡଖଣ୍ଡ ୧୨୫ ୩୪୩୧୮୪ ୧୧ ୫୧୩୫
୧୬ କର୍ଣ୍ଣାଟକ ୯୧୯୩ ୨୯୩୬୫୨୭ ୪୮୮ ୩୭୯୫୩ ୧୨
୧୭ କେରଳ ୮୩୭୭୯ ୪୭୫୦୨୯୩ ୧୧୦୨୩ ୨୬୯୨୫ ୬୦
୧୮ ଲଦାଖ ୩୪ ୨୦୬୩୯ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୮୧ ୭୮୨୦୮୬ ୧୦୫୨୩
୨୧ ମହାରାଷ୍ଟ୍ର ୩୧୬୧୦ ୬୪୨୧୭୫୬ ୨୦୭୮ ୧୩୯୮୧୬ ୨୭
୨୨ ମଣିପୁର ୧୩୮୩ ୧୧୯୫୨୪ ୧୦୬ ୧୮୯୭
୨୩ ମେଘାଳୟ ୭୭୭ ୮୦୭୯୯ ୧୨୬ ୧୪୩୮
୨୪ ମିଜୋରାମ ୧୧୩୭୪ ୧୦୨୦୩୬ ୧୨୦୭ ୩୯୧
୨୫ ନାଗାଲାଣ୍ଡ ୨୫୨ ୩୦୭୦୦ ୧୧ ୬୭୫
୨୬ ଓଡ଼ିଶା ୪୩୪୭ ୧୦୨୨୭୮୦ ୫୩୦ ୮୨୯୦
୨୭ ପୁଡୁଚେରୀ ୫୨୩ ୧୨୫୦୫୧ ୯୦ ୧୮୫୦
୨୮ ପଞ୍ଜାବ ୨୧୯ ୫୮୫୨୯୬ ୩୨ ୧୬୫୪୪
୨୯ ରାଜସ୍ଥାନ ୪୩ ୯୪୫୩୯୫ ୮୯୫୪
୩୦ ସିକ୍କିମ୍ ୧୬୫ ୩୧୨୦୦ ୧୬ ୩୯୧
୩୧ ତାମିଲନାଡୁ ୧୪୫୭୦ ୨୬୩୭୮୦୨ ୧୪୨୩ ୩୫୯୧୨ ୧୩
୩୨ ତେଲେଙ୍ଗାନା ୩୯୨୯ ୬୬୧୨୯୪ ୨୦୧ ୩୯୪୦
୩୩ ତ୍ରିପୁରା ୧୧୩ ୮୩୪୧୪ ୧୩ ୮୧୬
୩୪ ଉତ୍ତରାଖଣ୍ଡ ୧୭୬ ୩୩୬୧୮୬ ୭୩୯୭
୩୫ ଉତ୍ତରପ୍ରଦେଶ ୧୨୩ ୧୬୮୭୦୧୫ ୨୨୮୯୮
୩୬ ପଶ୍ଚିମବଙ୍ଗ ୭୪୧୬ ୧୫୫୪୮୧୫ ୬୮୩ ୧୮୯୮୯ ୧୨
ମୋଟ ୧୮୩୧୧୮ ୩୩୪୫୮୮୦୧ ୧୯୪୭୦ ୪୫୨୪୫୪ ୧୬୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.