Home Top News ବ୍ରେକିଂ : ଲକ୍ଷ୍ମୀପୁର ଖେରୀ ଘଟଣା : ଆଶିଷ ମିଶ୍ରର ଘନିଷ୍ଠ ସହଯୋଗୀ ସୁମିତ ଜୈସୱାଲ...

ବ୍ରେକିଂ : ଲକ୍ଷ୍ମୀପୁର ଖେରୀ ଘଟଣା : ଆଶିଷ ମିଶ୍ରର ଘନିଷ୍ଠ ସହଯୋଗୀ ସୁମିତ ଜୈସୱାଲ ଗିରଫ

73

ନୂଆ ଦିଲ୍ଲୀ ୧୮ -୧୦ (ଓଡ଼ିଆ ପୁଅ) ଲକ୍ଷ୍ମୀପୁର ଖେରୀ ଘଟଣାରେ ଏସଆଇଟି ପୁଣି ଜଣକୁ ଗିରଫ କରିଛି। ଏସଆଇଟି ଦ୍ୱାରା ଗିରଫ ହୋଇଥିବା ଚାରିଜଣଙ୍କ ମଧ୍ୟରେ ଆଶିଷ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ସୁମିତ ଜୈସୱାଲ ଘଟଣା ସମୟରେ ଥାର୍ ଜିପ୍ ରେ ଥିଲେ। ବିଜେପି କାର୍ଯ୍ୟକର୍ତ୍ତାଦ୍ୱାରା କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ଘଟଣାରେ ଏହା ହେଉଛି ଆଉ ଏକ ଗିରଫ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.