Home ଓଡ଼ିଶା ନୂତନ ଦାୟୀତ୍ୱ ଘୋଷଣା : ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଦାୟୀତ୍ୱ ପ୍ରଦାନ ଓଡ଼ିଶାଜିଲ୍ଲା ପରିକ୍ରମାମାଲକାନଗିରି ନୂତନ ଦାୟୀତ୍ୱ ଘୋଷଣା : ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଦାୟୀତ୍ୱ ପ୍ରଦାନ By Bureau - October 18, 2021 68 Total0 0 0 0 0ଭୁବନେଶ୍ୱର ୧୮/୧୦ (ଓଡ଼ିଆ ପୁଅ) : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି। Tweet Total0 0 0 0 0