Home Top News ବ୍ରେକିଙ୍ଗ୍ : ସିବିଏସ୍ଇ କହିଲା ଦଶମ ଏବଂ ଦ୍ୱାଦଶର ଏହା ଫେକ୍‌ ଡେଟ୍‌ସିଟ୍‌

ବ୍ରେକିଙ୍ଗ୍ : ସିବିଏସ୍ଇ କହିଲା ଦଶମ ଏବଂ ଦ୍ୱାଦଶର ଏହା ଫେକ୍‌ ଡେଟ୍‌ସିଟ୍‌

42

ନୂଆ ଦିଲ୍ଲୀ ୧୮ -୧୦ (ଓଡ଼ିଆ ପୁଅ) ପୂର୍ବ ସୂଚନା ଅନୁଯାୟୀ, ଆଜି ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷା ପାଇଁ ସୂଚୀ ପ୍ରକାଶ କରିବ। କିନ୍ତୁ ଏହା ପୂର୍ବରୁ ଏକ ଫେକ୍‌ ପରୀକ୍ଷା ସୂଚୀ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ତେଣୁ ସିବିଏସ୍‌ଇ ଟ୍ୱିଟ କରି ଲେଖିଛି: “ସିବିଏସ୍ଇ ନଜରକୁ ଆସିଛି ଯେ ନଭେମ୍ବର ୨୦୨୧ ରେ ହେବାକୁ ଥିବା ଟର୍ମ ୧ ପରୀକ୍ଷା ପାଇଁ ସୋସିଆଲ ମିଡିଆରେ ଏକ ନକଲି ତାରିଖ ସୂଚୀ ପ୍ରସାରିତ ହେଉଛି, X ଏବଂ XII ଶ୍ରେଣୀର ଛାତ୍ରମାନଙ୍କୁ ଦ୍ୱନ୍ଦରେ ପକାଇବା ପାଇଁ ଏପରି କରାଯାଇଛି।” ତେଣୁ ଏହା ସ୍ପଷ୍ଟ ହୋଇଛି ଯେ ବୋର୍ଡ ଏପର୍ଯ୍ୟନ୍ତ କୌଣସି ଔପଚାରିକ ବିଜ୍ଞପ୍ତି ପ୍ରକାଶ କରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.