Home Authors Posts by Bureau

Bureau

17676 POSTS 0 COMMENTS

ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ

0
ପୁରୀ ୬-୧୨ (ଓଡ଼ିଆ ପୁଅ) ପୁରୀ ଗସ୍ତରେ ଆସିଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ଭେଟି ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଦେଇଛନ୍ତି ବିଭିନ୍ନ ଅନୁଷ୍ଠାନ ସହ ଶ୍ରୀଜଗନ୍ନାଥ ସେନା।...

ଶହୀଦ ଜୟୀ ରାଜଗୁରୁଙ୍କ ଜିଲ୍ଲାସ୍ତରୀୟ ୨୧୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

0
ପୁରୀ - ୬.୧୨ (ଓଡ଼ିଆ ପୁଅ) -ଶହୀଦ ଜୟୀ ରାଜଗୁରୁଙ୍କ ଜିଲ୍ଲାସ୍ତରୀୟ ୨୧୫ ତମ ଶ୍ରାଦ୍ଧ ବାର୍ଷିକୀ ବୀରହରେକୃଷ୍ଣପୁର ଗ୍ରାମସ୍ଥିତ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପୀଠ ପରିସରରେ ପାଳିତ ହୋଇଛି। ଜିଲ୍ଲା...

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଇଁ ବିଜେଡି ସାଂସଦଙ୍କ ଦାବି :...

0
ଭୁବନେଶ୍ୱର, ୦୬/୧୨ (ଓଡ଼ିଆ ପୁଅ) : ବିଜୁ ଜନତା ଦଳର ସାଂସଦମାନେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାପାଇଁ ଆଜି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ...

ଶାଳୀନତାର ସବୁ ସୀମା ଲଂଘୁଛି ବିଜେପି: ବିଜେଡି

0
- ଆଚରଣ ଓ ଉଚ୍ଚାରଣ ଓଡ଼ିଆ ସଂସ୍କୃତିର ବିରୋଧୀ - ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ମହଙ୍ଗା ପଡ଼ିବ - କ୍ଷମା କରିବେ ନାହିଁ ରାଜ୍ୟବାସୀ - ପ୍ରତ୍ୟାଖ୍ୟାତ ନେତାଙ୍କୁ ପ୍ରଭୁ ଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ ଭୁବନେଶ୍ୱର,...

ରାଜ୍ୟରେ ଆଜି ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

0
ଭୁବନେଶ୍ୱର ୬ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ: ୧୦୫ ୦-୧୮ ବର୍ଷର : ୧୯ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୨ - ସ୍ଥାନୀୟ ଅଞ୍ଚଳରୁ୪୩ ୧- ଅନୁଗୁଳ ଜିଲ୍ଲାରୁ...

ହୃଦଘାତ ଆସିବା ପୂର୍ବରୁ ଶରୀରରେ ଏହି ସଙ୍କେତ ଦେଖାଯାଇଥାଏ, ପଢ଼ନ୍ତୁ

0
ନୂଆ ଦିଲ୍ଲୀ ୬-୧୨ (ଓଡ଼ିଆ ପୁଅ) ଶୀତ ଋତୁରେ ହୃଦୟ ରୋଗୀଙ୍କ ପାଇଁ ବିପଦ ବଢ଼ିଯାଏ। ତା’ପରେ ହୃଦୟ ସହିତ ଜଡିତ ସମସ୍ୟା ଅଧିକ ଦୃଶ୍ୟମାନ ହୁଏ। ଏହାର ମୁଖ୍ୟ କାରଣ ହେଉଛି...

କଳା-କ୍ରୀଡ଼ା ଶିକ୍ଷକଙ୍କ ଅବସ୍ଥା ଓ ସରକାରୀ ଉଦାସିନତା

0
ଭୁବନେଶ୍ୱର ୦୪.୧୨ (ଓଡ଼ିଆ ପୁଅ) : ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୨୦୧୨ ମସିହାରୁ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସର୍ବଶିକ୍ଷା...

କଟକ ସଦର ବି ଡି ଓ ଙ୍କୁ ବୋଧପୁର ପଞ୍ଚାୟତ ମହାଦୁର୍ନୀତି ର ତଦନ୍ତ...

0
କଟକ ୬/୧୨ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ସଦର ବ୍ଲକ୍ ବୋଧପୂର ପଞ୍ଚାୟତରେ ମହାଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଥିଲେ ପଞ୍ଚାୟତ ବାସୀ। ଦୁର୍ନୀତିର ଲମ୍ବା ଚିଠା ସହ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୩୦୬ ନୂଆ ଆକ୍ରାନ୍ତ ଚିହ୍ନଟ,...

0
ନୂଆ ଦିଲ୍ଲୀ ୬-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮୩୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୮,୪୧୬ କୁ ହ୍ରାସ ପାଇଛି। ସକ୍ରିୟ...

ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଠାରୁ ତଳେ ଥିବା ଏମ୍ଏସ୍ଏମ୍ଇ, କ୍ଷୁଦ୍ର ଶିଳ୍ପ, କ୍ଷୁଦ୍ର...

0
ଇଲେକଟ୍ରୋନିକ ଏବଂ ଆଇଟି ମନ୍ତ୍ରାଳୟ 'ଡିଜିଟାଲ୍ ପେମେଣ୍ଟଣ୍ଟଉତ୍ସବ' ମାଧ୍ୟମରେ ଭାରତର ଡିଜିଟାଲ୍ ପେମେଣ୍ଟ ଯାତ୍ରା ପାଳନ କରୁଛି। ଡିଜିଧନ ଲୋଗୋ ଉନ୍ମୋଚିତ ହେଲା ଡିଜିଟାଲ ପେମେଣ୍ଟ ଉତ୍ସବ ଯାତ୍ରା ନାମକ ଏକ ସଚେତନତା ଅଭିଯାନ 'ଚୁଟ୍କି...

ଭାରତର ଭବିଷ୍ୟତର ଅର୍ଥନୀତି ନିମନ୍ତେ ତଟୀୟ ଓ ସାମୁଦ୍ରିକ ଉତ୍ସରୁ ଉତ୍ତୋଳିତ ସାମୁଦ୍ରିକ ଖଣିଜ...

0
ଭୁବନେଶ୍ୱରସ୍ଥିତସିଏସଆଇଆର- ଆଇଏମଏମଟି (ଇନଷ୍ଟିଚୁଟ୍‍ ଅଫ୍‍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲୋଜି) ଠାରେ ନୂତନ ବ୍ୟବସ୍ଥା ସୌଧକୁ ଉଦ୍‍‍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ-କହିଲେ, ଖଣିଜ ଏବଂ ସାମଗ୍ରୀ ପ୍ରଯୁକ୍ତି କ୍ଷେତରେ ଶିଳ୍ପସଂସ୍ଥାମାନଙ୍କ ସମସ୍ତ ପ୍ରକାର...

୦୬ ଡିସେମ୍ବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ, ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହି ପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ...

ଓଲଟି ପଡ଼ିଲେ ଅମ୍ପାୟାର, କ’ଣ ହେଲା ମ୍ୟାଚ୍‌ରେ ? ଭିଡିଓ ଭାଇରାଲ୍, ଦେଖନ୍ତୁ ଭିଡ଼ିଓ

0
ନୂଆ ଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) ଅମ୍ପାୟରିଂ ପ୍ରକୃତରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ନିଷ୍ପତ୍ତିଗୁଡିକ ସଂପୂର୍ଣ୍ଣ ସଠିକ ଦେବା ଆବଶ୍ୟକ। କାରଣ ଗୋଟିଏ ଭୁଲରେ ଖେଳର ଗତି ଉପରେ ପ୍ରଭାବ ପକାଇଥାଏ। ତେବେ କୌତୁହଳର...

ଓମିକ୍ରନ୍ ଭାରିଆଣ୍ଟ : ପୁଣେ ପରେ ରାଜସ୍ତାନରେ ୯ ଜଣ ଓମିକ୍ରନ ପଜିଟିଭ୍, ଦେଶରେ...

0
ନୂଆ ଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) ଓମିକ୍ରନ୍ ଭାରିଆଣ୍ଟ : କରୋନାର ନୂତନ ଫର୍ମ 'ଓମିକ୍ରନ୍' ସଂକ୍ରମିତ ଲୋକଙ୍କ ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଛି। ଏବେ ଦେଶରେ ମୋଟ ମାମଲା ୨୧ କୁ ବୃଦ୍ଧି...

ବଲିଉଡ୍‌ ଅଭିନେତ୍ରୀ ଜାକ୍ୟୁଲିନ ଫର୍ଣ୍ଣାଣ୍ଡିଜଙ୍କୁ ବିଦେଶ ଗସ୍ତ ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ରୋକିଲେ ଇଡି...

0
ନୂଆଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) : ବଲିଉଡ ଅଭିନେତ୍ରୀ ଜାକ୍ୟୁଲିନ ଫର୍ଣ୍ଣାଣ୍ଡିଜଙ୍କୁ ରବିବାର (ଡିସେମ୍ବର ୫) ମୁମ୍ବାଇ ବିମାନବନ୍ଦରରେ ୨୦୦ କୋଟି ଟଙ୍କାର ଏକ୍‌ଷ୍ଟର୍ସନ ମାମଲାର ତଦନ୍ତ ପାଇଁ ମଧ୍ୟରେ ତାଙ୍କୁ ଇଡି...

ମହାପ୍ରଭୁ ଶ୍ରୀ ଜଗନ୍ନାଥ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ

0
ପୁରୀ, ୦୫।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରେ ମାର୍ଗଶିର ମାସ ତିନିଦିନ ବ୍ୟାପି ଦେବ ଦୀପାବଳୀ ପାଳିତ ହୋଇଅଛି। ଆଜି ଅନ୍ତିମ ଦେବ ଦୀପାବଳି ଦିବସରେ ମହାପ୍ରଭୁ ରତ୍ନ ସିଂହାସନରେ ଶ୍ରାଦ୍ଧ ବେଶରେ...

ତାଞ୍ଜାନିଆରୁ ଦିଲ୍ଲୀ ଆସିଲା ଓମିକ୍ରନ୍‌ର ପ୍ରଥମ ମାମଲା

0
ନୂଆଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) : ଓମିକ୍ରନ୍‌ ସମଗ୍ର ବିଶ୍ୱକୁ ଭୟଭୀତ କରାଇଲାଣି। ଏଭଳି ପରିସ୍ଥିତିରେ ଦିଲ୍ଲୀର ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ପ୍ରଥମ ମାମଲା ଦିଲ୍ଲୀ ଲୋକଙ୍କର ଚିନ୍ତା ବଢ଼ାଇ ଦେଇଛି। ସୂଚନାଯୋଗ୍ୟଯେ, ଓମିକ୍ରନ୍...

ଡରେଇଲାଣି ଓମିକ୍ରନ୍ : ମହାରାଷ୍ଟ୍ରରେ ଆଉ ୭, ଭାରତର ମୋଟ ୧୨ ପହଞ୍ଚିଲା ଓମିକ୍ରନ୍‌

0
ନୂଆ ଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) କରୋନାଭାଇରସର ଓମିକ୍ରନ୍ ଭାରିଆଣ୍ଟ ଆହୁରି ସାତଜଣ ଲୋକଙ୍କର କନଫର୍ମ ହେବା ପରେ ସମଗ୍ର ଭାରତରେ ଏହି ଭ୍ୟାରିଏଣ୍ଟର ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨ ରେ ପହଞ୍ଚିଛି। ତେବେ...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୁରୀ ଗସ୍ତ

0
ପୁରୀ, ୦୫।୧୨ (ଓଡ଼ିଆ ପୁଅ) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନି ଦିନିଆ ଗସ୍ତରେ ଆସି ଆଜି ପୁରୀସ୍ଥିତ ରାଜ ଭବନରେ ପହଞ୍ଚିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଓ...

ବାତ୍ୟା ‘ଜୱାଦ’ ପ୍ରଭାବରେ ପୁରୀରେ ଝିପି ଝିପି ବର୍ଷା

0
ପୁରୀ ୫-୧୨ (ଓଡ଼ିଆ ପୁଅ) ବାତ୍ୟା 'ଜୱାଦ' ପ୍ରଭାବରେ ପୁରୀରେ ଝିପି ଝିପି ବର୍ଷା ଲାଗି ରହିଛି। ଗତକାଲି ରାତିରୁ ଏହି ବର୍ଷା ଲାଗି ରହିଛି। ଫଳରେ ପର୍ଯ୍ୟଟନ ସହର ପୁରୀ ଏବେ...