Home Top News ରାଜ୍ୟରେ ଆଜି ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

ରାଜ୍ୟରେ ଆଜି ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

42

ଭୁବନେଶ୍ୱର ୬ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୧୦୫
୦-୧୮ ବର୍ଷର : ୧୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୨
– ସ୍ଥାନୀୟ ଅଞ୍ଚଳରୁ୪୩
୧- ଅନୁଗୁଳ ଜିଲ୍ଲାରୁ – ୩
୨- ବାଲେଶ୍ୱର ଜିଲ୍ଲାରୁ – ୧
୩- ବରଗଡ଼ ଜିଲ୍ଲାରୁ – ୨
୪- ଭଦ୍ରକ ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୪
୬- ଗଞ୍ଜାମ ଜିଲ୍ଲାରୁ – ୪
୭- ଯାଜପୁର ଜିଲ୍ଲାରୁ – ୫
୮- କନ୍ଧମାଳ ଜିଲ୍ଲାରୁ – ୧
୯- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୦- କେନ୍ଦୁଝର ଜିଲ୍ଲାରୁ – ୫
୧୧- ଖୋର୍ଦ୍ଧାରୁ: ୪୮
୧୨- ମୟୁରଭଞ୍ଜ ଜିଲ୍ଲାରୁ – ୧୦
୧୩- ନୟାଗଡ଼ ଜିଲ୍ଲାରୁ – ୨
୧୪- ସମ୍ବଲପୁର ଜିଲ୍ଲାରୁ – ୨
୧୫- ସୁନ୍ଦରଗଡ଼ ଜିଲ୍ଲାରୁ – ୧
୧୬- State Pool: ୧୨
– ନୂଆ ସୁସ୍ଥ ହୋଇଥିଲେ୨୧୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୦୭୪୨୨୨
– ମୋଟ ଆକ୍ରାନ୍ତ ୧୦୫୦୩୫୪
– ମୋଟ ସୁସ୍ଛ ହୋଲେଣି ୧୦୩୯୬୭୩
– ସକ୍ରୀୟ ଆକ୍ରାନ୍ତ – ୨୨୦୫

ରାଜ୍ୟରେ ଆଜି କରୋନା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮,୪୨୩ କୁ ବୃଦ୍ଧି ପାଇଛି।

୧. ପୁରୀ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.