Home Top News ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୩୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୧...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୩୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୧ ମୃତ

41

ନୂଆ ଦିଲ୍ଲୀ ୬-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮୩୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୮,୪୧୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩୪୦୬୯୬୦୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮,୮୩୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୪୧,୫୬୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭୩୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୧୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୩,୫୩୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୮%

ଆରୋଗ୍ୟ ହୋଇଛନ୍ତି ୯୮.୩୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୭, ୯୩, ୦୯, ୬୬୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୪, ୫୫, ୯୧୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୪, ୮୨, ୫୯, ୦୬୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୮, ୮୬, ୨୬୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୫୫ ୧୨୯
ଆନ୍ଧ୍ରପ୍ରଦେଶ ୨୧୨୨ ୨୦୫୭୧୫୬ ୧୭୭ ୧୪୪୫୨
ଅରୁଣାଚଳ ପ୍ରଦେଶ ୩୬ ୫୪୯୭୭ ୨୮୦
ଆସାମ ୨୪୯୦ ୬୦୮୯୬୬ ୧୫୮ ୬୧୨୦
ବିହାର ୨୬ ୭୧୪୧୨୧ ୧୨୦୯୦
ଚଣ୍ଡିଗଡ଼ ୫୮ ୬୪୬୧୦ ୮୨୦
ଛତିଶଗଡ ୩୩୦ ୯୯୩୦୪୪ ୨୧ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୩୭୦ ୧୪୧୫୮୯୦ ୧୫ ୨୫୦୯୮
୧୦ ଗୋଆ ୪୧୨ ୧୭୫୩୭୫ ୩୧ ୩୩୮୭
୧୧ ଗୁଜୁରାଟ ୩୪୯ ୮୧୭୨୬୩ ୨୪ ୧୦୦୯୫
୧୨ ହରିୟାଣା ୧୮୫ ୭୬୧୫୮୦ ୧୭ ୧୦୦୫୪
୧୩ ହିମାଚଳ ପ୍ରଦେଶ ୭୫୫ ୨୨୨୯୧୧ ୮୦ ୩୮୫୨
୧୪ ଜାମ୍ମୁ କାଶ୍ମୀର ୧୭୦୬ ୩୩୧୬୨୦ ୧୮୪ ୪୪୮୧
୧୫ ଝାଡଖଣ୍ଡ ୧୨୭ ୩୪୪୦୭୪ ୧୩ ୫୧୪୧
୧୬ କର୍ଣ୍ଣାଟକ ୭୧୬୧ ୨୯୫୨୭୦୮ ୩୩୦ ୩୮୨୩୦
୧୭ କେରଳ ୪୪୧୧୦ ୫୦୮୦୨୧୧ ୪୬୦୬ ୪୧୬୦୦ ୧୬୧
୧୮ ଲଦାଖ ୨୯୫ ୨୧୨୦୪ ୩୪ ୨୧୫
୧୯ ଲକ୍ଷଦୀପ ୧୦ ୧୦୩୪୩ ୫୧
୨୦ ମଧ୍ୟପ୍ରଦେଶ ୧୩୩ ୭୮୨୫୮୦ ୧୮ ୧୦୫୨୮
୨୧ ମହାରାଷ୍ଟ୍ର ୧୦୮୨୬ ୬୪୮୬୭୮୨ ୬୭୭ ୧୪୧୧୭୦
୨୨ ମଣିପୁର ୩୫୩ ୧୨୩୦୨୫ ୪୦ ୧୯୮୨
୨୩ ମେଘାଳୟ ୨୪୪ ୮୨୮୬୪ ୧୧ ୧୪୭୫
୨୪ ମିଜୋରାମ ୩୧୦୧ ୧୩୨୮୪୬ ୫୪୪ ୫୦୭
୨୫ ନାଗାଲାଣ୍ଡ ୧୧୭ ୩୧୩୨୦ ୬୯୯
୨୬ ଓଡ଼ିଶା ୨୧୫୪ ୧୦୩୯୬୭୩ ୨୧୨ ୮୪୨୨
୨୭ ପୁଡୁଚେରୀ ୨୮୦ ୧୨୬୯୩୦ ୪୩ ୧୮୭୫
୨୮ ପଞ୍ଜାବ ୩୬୧ ୫୮୬୫୧୯ ୨୩ ୧୬୬୦୮
୨୯ ରାଜସ୍ଥାନ ୨୨୧ ୯୪୫୭୧୫ ୮୯୫୫
୩୦ ସିକ୍କିମ୍ ୨୧୫ ୩୧୭୪୯ ୪୦୫
୩୧ ତାମିଲନାଡୁ ୮୦୪୧ ୨୬୮୫୯୪୬ ୭୪୩ ୩୬୫୨୯ ୧୦
୩୨ ତେଲେଙ୍ଗାନା ୩୭୮୭ ୬୬୯୧୫୭ ୧୪୭ ୩୯୯୯
୩୩ ତ୍ରିପୁରା ୯୦ ୮୩୯୪୩ ୮୨୫
୩୪ ଉତ୍ତରାଖଣ୍ଡ ୧୭୪ ୩୩୬୭୬୮ ୭୪୧୧
୩୫ ଉତ୍ତରପ୍ରଦେଶ ୧୩୪ ୧୬୮୭୪୩୦ ୨୨୯୧୧
୩୬ ପଶ୍ଚିମବଙ୍ଗ ୭୬୩୯ ୧୫୯୨୦୭୪ ୬୨୭ ୧୯୫୪୪ ୧୦
ମୋଟ ୯୮୪୧୬ ୩୪୦୬୯୬୦୮ ୮୮୩୪ ୪୭୩୫୩୭ ୨୧୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.