Home Coronavirus Outbreak ଡରେଇଲାଣି ଓମିକ୍ରନ୍ : ମହାରାଷ୍ଟ୍ରରେ ଆଉ ୭, ଭାରତର ମୋଟ ୧୨ ପହଞ୍ଚିଲା ଓମିକ୍ରନ୍‌

ଡରେଇଲାଣି ଓମିକ୍ରନ୍ : ମହାରାଷ୍ଟ୍ରରେ ଆଉ ୭, ଭାରତର ମୋଟ ୧୨ ପହଞ୍ଚିଲା ଓମିକ୍ରନ୍‌

50

ନୂଆ ଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) କରୋନାଭାଇରସର ଓମିକ୍ରନ୍ ଭାରିଆଣ୍ଟ ଆହୁରି ସାତଜଣ ଲୋକଙ୍କର କନଫର୍ମ ହେବା ପରେ ସମଗ୍ର ଭାରତରେ ଏହି ଭ୍ୟାରିଏଣ୍ଟର ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨ ରେ ପହଞ୍ଚିଛି।

ତେବେ ଦେଶରେ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ମହାରାଷ୍ଟ୍ରରେ ଆହୁରି ୭ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ମହାରାଷ୍ଟ୍ରରେ ଓମିକ୍ରନ୍ ମାମଲା ସଂଖ୍ୟା ଆଠକୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.