Bureau
ରଥଯାତ୍ରାକୁ ନେଇ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ – ଆରକ୍ଷୀ ମହାନିର୍ଦ୍ଦେଶକ
ପୁରୀ ୨୭-୬ (ଓଡ଼ିଆ ପୁଅ) ଆସନ୍ତା ଜୁଲାଇ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ...
ପୁରୀ ପାନ୍ଥନିବାସରେ ରେଷ୍ଟୁରାଣ୍ଟ ଉଦଘାଟିତ
ପୁରୀ ୨୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାକ) ପୁରୀ ପାନ୍ଥନିବାସ ପରିସରରେ ଏକ ରେଷ୍ଟୁରାଣ୍ଟକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ସୋମବାର...
ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ରୀତି
ପୁରୀ ୨୭-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅନବସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ହୋଇଯାଇଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ। ଘଣ୍ଟ,...
ନନ୍ଦ କିଶୋର ସାହୁଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତିଙ୍କ ଶୋକ
ଭୁବନେଶ୍ୱର, ୨୭/୦୬ (ଓଡ଼ିଆ ପୁଅ) : ଗଞ୍ଜାମ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନନ୍ଦ କିଶୋର ସାହୁ (ନନ୍ଦ ଭାଇ)ଙ୍କ ବିୟୋଗରେ ରାଜ୍ୟ ସଭାପତି...
ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ
ପୁରୀ ୨୮-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ। ରଥରେ ଶିଖ ଡମ୍ବରୁ, ପାର୍ଶ୍ୱ ଦେବାଦେବୀ, ପ୍ରଭା ରଙ୍ଗ କାର୍ଯ୍ୟ ଚାଲୁ ରହିଛି। କେବଳ ରଥରେ...
୫-ଟି ଦକ୍ଷତା ବିକାଶ ଓ ଡିଜିଟାଲ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ
ବାଲିଗୁଡା, ୨୮-୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୨ଟି ସ୍ଥାନରେ ପଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ...
କନ୍ଧମାଳରେ ପଶିଲା ଧଳା ଜହର : ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
କନ୍ଧମାଳ ୨୮-୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ଥର ପାଇଁ ଧଳା ଜହର ମାନେ ବ୍ରାଉନ ସୁଗାର ପଶିବା ଆରମ୍ଭ ହୋଇ ଯାଇଛି। ଏ...
ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ
ନବରଙ୍ଗପୁର, ୨୭/୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ପତ୍ର ସଂଖ୍ୟା ୧୪୨/ଓସିଭିପି/୨୨ ଅନୁସାରେ ପ୍ରଦେଶ କଂଗ୍ରେସ କମିଟିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ...
ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୨୮ -୬ (ଓଡ଼ିଆ ପୁଅ) ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୧୧୩
୦-୧୮ ବର୍ଷର : ୧୫
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୭
- ସ୍ଥାନୀୟ...
ଦେଶରେ ଆଜି କମିଲା ଦୈନିକ ସଂକ୍ରମଣ କିନ୍ତୁ ବଢ଼ିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା :...
ନୂଆ ଦିଲ୍ଲୀ ୨୮-୬ (ଓଡ଼ିଆ ପୁଅ) ଦେଶରେ ଆଜି କମିଲା ଦୈନିକ ସଂକ୍ରମଣ କିନ୍ତୁ ବଢ଼ିଛି ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର...
ଟ୍ରକରୁ ମିଳିଲା ୪୬ ମୃତଦେହ ! ବେଆଇନ ଭାବେ ଏହି ଦେଶକୁ ପ୍ରବେଶ କରିବାକୁ...
ନୂଆ ଦିଲ୍ଲୀ ୨୮-୬ (ଓଡ଼ିଆ ପୁଅ) ଆମେରିକାର ଟେକ୍ସାସର ସାନ ଆଣ୍ଟୋନିଓ ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଏକ ଟ୍ରକ୍ ଭିତରେ ୪୬ ଜଣଙ୍କର ମୃତ୍ୟୁ...
ସମନ୍ବିତ କୃଷି ଓ କୃଷି କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବ...
ଭୁବନେଶ୍ୱର, ୨୭ ଜୁନ (ଓଡ଼ିଆ ପୁଅ) ସମନ୍ବିତ କୃଷି ଏବଂ କୃଷି କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ କୃଷି ଉତ୍ପାଦନ ବୃଦ୍ଧି ସହିତ କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବ ବୋଲି କୃଷି ଓ କୃଷକ...
ମମତା ଯୋଜନା ଟଙ୍କା ହିତାଧିକାରୀ ପାଉ ନ ଥିବା ଅଭିଯୋଗ : ତଦନ୍ତ ଦାବି
ନବରଙ୍ଗପୁର ୨୮ -୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧ ଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଞ୍ଜଗୁଡ଼ା ଗ୍ରାମର ଶଶି ହିଆଲଙ୍କ ପ୍ରଥମ ଗର୍ଭରେ ଦୁଇଟି ଜାଆଳା ସନ୍ତାନ...
୨୦୧୮ – ୧୯ ଏବଂ ୨୦୧୯ – ୨୦ ବର୍ଷ ପାଇଁ ସର୍ବପ୍ରଥମ ପିଜିଆଇ...
ଶିକ୍ଷା ମନ୍ତ୍ରଣାଳୟ ୨୦୧୮ – ୧୯ ଏବଂ ୨୦୧୯ – ୨୦ ବର୍ଷ ପାଇଁ ସର୍ବପ୍ରଥମ ଜିଲ୍ଲା ମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ – ଡି) ଉପରେ ରିପୋର୍ଟ ପ୍ରକାଶ କରିଛନ୍ତି
ପିଜିଆଇ...
ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣିର ନିଲାମୀ ନିମନ୍ତେ କୋଇଲା ମନ୍ତ୍ରଣାଳୟକୁ ମିଳିଲା ୩୮ଟି...
- ୨୮ ଜୁନ, ୨୦୨୨ରେ ଖୋଲାଯିବ ଅନଲାଇନ୍ ବିଡ୍
- କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ ପଞ୍ଚଦଶ ପର୍ଯ୍ୟାୟ ନିଲାମୀ
- ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ)...
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ “ରକେଟ୍ରି : ଦି ନାମ୍ବି ଇଫେକ୍ଟ”ର ସ୍ୱତନ୍ତ୍ର...
- ଏହି ଚଳଚ୍ଚିତ୍ର ପୂର୍ବତନ ଇସ୍ରୋ ବୈଜ୍ଞାନିକ ତଥା ପଦ୍ମଭୂଷଣ ଶ୍ରୀ ନାମ୍ବି ନାରାୟଣଙ୍କ ଜୀବନୀ ଉପରେ ଆଧାରିତ
ନୂଆ ଦିଲ୍ଲୀ ୨୭-୬ (ଓଡ଼ିଆ ପୁଅ) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର...
ଶିକ୍ଷାବିତ ଅଦ୍ୱୈତ ବଲ୍ଲଭ ଜେନାଙ୍କୁ “ବରୀ ଗୈାରବ ସମ୍ମାନ” ପ୍ରଦାନ
କେନ୍ଦ୍ରାପଡା -ଯାଜପୁର ପ୍ରତିଭା ପୂଜା ସଂସଦ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ
କେନ୍ଦ୍ରାପଡ଼ା, ୨୭ା୬ (ଓଡ଼ିଆ ପୁଅ) : କେନ୍ଦ୍ରାପଡା- ଯାଜପୁର ପ୍ରତିଭା ପୂଜା ସଂସଦ ପକ୍ଷରୁ ଓଡିଶା ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଇନ୍ଦୁପୁରସ୍ଥିତ...
ତାଳଚେର ବଲଣ୍ଡା ଅଂଚଳରେ ପତିତ ଜମିକୁ ଚାଷ ଉପଯୋଗୀ କରାଯିବ- ଧର୍ମେନ୍ଦ୍ର ପ୍ରଧାନ
କୃଷି ମନ୍ତ୍ରଣାଳୟ ଓ ଆଇସିଆରଆଇଏସଏଟିର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା
- ବୈଜ୍ଞାନିକ ପ୍ରଣାଳିରେ ଚାଷ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ
- କୃଷି ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷୀ ମାନଙ୍କୁ କୁଶଳୀ କରାଯିବ
ନୂଆଦିଲ୍ଲୀ/ଭୁବନେଶ୍ୱର,...
୨୮ ଜୁନ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ନିର୍ଦ୍ଧାରିତ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ କରି ପାରିବେ। ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। ତୀର୍ଥଯାତ୍ରାର ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର...
ମୌଳିକ ସୁବିଧା ହାସଲ କରିବା ପାଇଁ କନ୍ଧମାଳର ନୂତନ ଜିଲାପାଳଙ୍କୁ ଭେଟିଲେ ବିଲାବାଡ଼ି ଗ୍ରାମ...
କନ୍ଧମାଳ, (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତକୁ ୨୦୧୨ ମସିହାରୁ ସାଂସଦ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରାଯାଇଛି। କିନ୍ତୁ ପଞ୍ଚାୟତର ମୌଳିକ ସମସ୍ୟା...
























