Home Coronavirus Outbreak ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ

38

ଭୁବନେଶ୍ୱର ୨୮ -୬ (ଓଡ଼ିଆ ପୁଅ) ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୧୧୩
୦-୧୮ ବର୍ଷର : ୧୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୭
– ସ୍ଥାନୀୟ ଅଞ୍ଚଳରୁ୪୬
୧- କଟକ ଜିଲ୍ଲାରୁ – ୨୧
୨- ଯାଜପୁର ଜିଲ୍ଲାରୁ – ୨
୩- କୋର୍ଦ୍ଧାରୁ: ୬୫
୪- ପୁରୀ ଜିଲ୍ଲାରୁ – ୧
୫- ସମ୍ବଲପୁର ଜିଲ୍ଲାରୁ – ୪
୬- ସୁନ୍ଦରଗଡ଼ ଜିଲ୍ଲାରୁ – ୬
୭- State Pool: ୧୪
– ନୂଆ ସୁସ୍ଥ ହୋଇଥିଲେ୫୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୦୫୫୭୮୪
– ମୋଟ ଆକ୍ରାନ୍ତ ୧୨୮୯୪୪୧
– ମୋଟ ସୁସ୍ଛ ହୋଲେଣି ୧୨୭୯୭୪୫
– ସକ୍ରୀୟ ଆକ୍ରାନ୍ତ – ୫୧୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.