Bureau
ତାଳଚେରରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ
ତାଳଚେର, ୨୮/୬ (ଓଡ଼ିଆ ପୁଅ/ଅଜିତ ବେହେରା) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଚଳିତ ଜୁନ ମାସ ୩୦ ତାରିଖରେ ଦିନିକିଆ ତାଳଚେର ଗ୍ରସ୍ତ...
ନିଲମ୍ବିତ ହେଲେ କିଶନନଗର ଥାନା ଆଇଆଇସି ସସ୍ମିତା ରଣା
କଟକ, ୨୮/୬ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା କିଶନନଗର ଥାନରେ ଆତ୍ମାହୁତି ଉଦ୍ୟମ କରି ମୃତ୍ୟୁ ଵରଣ କରିଥିଵା ଗୁଣନିଧି ବିଷୋୟୀଙ୍କ ଘଟଣାର ୫ ଦିନ ପରେ ଦାୟିତ୍ଵ ଓ...
ଝରୀଗାଁ ବ୍ଲକର ଗାଁ ସାଥୀ ମେଟ ସଙ୍ଘ ଦ୍ୱାରା ବିଡିଓଙ୍କୁ ୫ଦଫା ଦାବିପତ୍ର ପ୍ରଦାନ
ନବରଙ୍ଗପୁର ୨୮/୦୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) -ଆଜି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ର ଗାଁ ସାଥୀ ମେଟସଙ୍ଘ ଝରୀଗାଁ ତହସିଲ ଅଫିସ ସମ୍ମୁଖରୁ ଏକ ରାଲି ରେ ବାହାରି ଝରୀଗାଁ ବ୍ଲକ...
ରଥଦାଣ୍ଡରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଏସପିଙ୍କ ସମୀକ୍ଷା
କେନ୍ଦ୍ରାପଡ଼ା, ୨୮ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପୁରୀର ଶ୍ରୀକ୍ଷେତ୍ର ଭଳି ଶୁକ୍ରବାର କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ମଧ୍ୟ ଅନୁଷ୍ଠିତ ହେବ ରଥଯାତ୍ରା। ଏଥିପାଇଁ ମଙ୍ଗଳବାର ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସମ୍ପଦ ମଡ଼କର...
ଦେଶରେ ଓଡ଼ିଶାକୁ ମିଳିବ ସର୍ବାଧିକ ଏକଲବ୍ୟ ମଡେଲ ସ୍କୁଲ : ରାଜ୍ୟରେ ଏକଲବ୍ୟ ମଡେଲ...
ଭୁବନେଶ୍ୱର, ୨୮/୦୬ (ଓଡ଼ିଆ ପୁଅ) : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ରାଜ୍ୟ ଅତିଥିଭବନରେ ଓଡ଼ିଶାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ...
“ଅଗ୍ନିପଥ ଯୋଜନା” ଦେଶର ଯୁବକ ମାନଙ୍କର ସ୍ୱପ୍ନକୁ ଧୂଳିସାତ୍ କରିଛି- ସୁରେଶ କୁମାର ରାଉତରାୟ,...
ଭୁବନେଶ୍ୱର ୨୮.୬ (ଓଡ଼ିଆ ପୁଅ) - ମୋଦି ସରକାରଙ୍କ “ଅଗ୍ନିପଥ ଯୋଜନା” ର ପ୍ରତ୍ୟାହାର ଦାବିରେ ଜଟଣୀ ଠାରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏକ ସତ୍ୟାଗ୍ରହ କାର୍ଯ୍ୟକ୍ରମ କରିଥିଲେ।...
“ଅଗ୍ନିପଥ ଯୋଜନା” ପ୍ରତ୍ୟାହାର ଦାବିରେ ବିଜୁ ପଟ୍ଟନାୟକ କଲେଜ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ...
ଭୁବନେଶ୍ୱର ୨୮.୬ (ଓଡ଼ିଆ ପୁଅ) - ଆଜି ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ମୋଦି ସରକାରଙ୍କ “ଅଗ୍ନିପଥ” ନିଯୁକ୍ତି ଯୋଜନା ପ୍ରତ୍ୟାହାର ଦାବିରେ ବିଜୁପଟ୍ଟନାୟକ କଲେଜ ଠାରେ ଏକ ଦସ୍ତଖତ ଅଭିଯାନ...
କେନ୍ଦ୍ରାପଡ଼ା: ରଥ ଯାତ୍ରା ଆଉ ଦୁଇଦିନ, ବ୍ରହ୍ମ ତାଳଧ୍ୱଜ ରଥର କପଡ଼ା ତିଆରିରେ ନିମଗ୍ନ...
କେନ୍ଦ୍ରାପଡା, ୨୮ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ପରି କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ତୁଳସୀ କ୍ଷେତ୍ରର ସିଦ୍ଧ ଶ୍ରୀବଳଦେବଜୀଉଙ୍କ ‘ବ୍ରହ୍ମ ତାଳଧ୍ୱଜ’ ରଥ ନିର୍ମାଣ କାର୍ଯ୍ୟ...
୨୯ ଜୁନ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉପଦେଶ। କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ନ ରଖିବାରୁ ଆପଣଙ୍କର କାର୍ଯ୍ୟ ଏବଂ ସମ୍ବନ୍ଧ ମଧ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ମାନସିକରୂପରେ ବ୍ୟଗ୍ରତା...
ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉଦୟପୁରରେ ନୃଶଂସ ହତ୍ୟା : ୨୪ ଘଣ୍ଟା ପାଇଁ...
ନୂଆ ଦିଲ୍ଲୀ ୨୮-୬ (ଓଡ଼ିଆ ପୁଅ) ରାଜସ୍ଥାନର ଉଦୟପୁରରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ସ୍ଥାନୀୟ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ଥଗିତ...
ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ : ମହାରାଷ୍ଟ୍ର...
ଭୁବନେଶ୍ବର, ୨୮।୦୬: (ଓଡ଼ିଆ ପୁଅ) ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ...
ବିଭିନ୍ନ ସଙ୍ଗଠନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ପାଳିତ
ତାଳଚେର, ୨୭/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ପବିତ୍ର ହିଙ୍ଗୁଳା ମାଟିର ସନ୍ତାନ ତଥା ତାଳଚେରର ଗର୍ବ ଓ ଗୌରବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସକୁ ବିଭିନ୍ନ ସାମାଜିକ ସଙ୍ଗଠନ ଏବଂ...
ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ ତାଳଚେର କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ
ତାଳଚେର, ୨୭/୬(ଓଡ଼ିଆ ପୁଅ/ଅଜିତ ବେହେରା): ଅଗ୍ନିପଥ ନିଯୁକ୍ତିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଓ ପ୍ରତିବାଦ ସଭା ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିପଥ ନିଯୁକ୍ତି...
ଦେଶର ସେନାକୁ ଚୌକିଦାର କରିବା ଯୋଜନା କୁ ବରଦାସ୍ତ କରାଯିବ ନାହିଁ:କୋରେଇ କଂଗ୍ରେସ କମିଟି
ଯାଜପୁର ୨୭-୬ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପାତ୍ରୀ) ଦେଶର ସେନାବାହିନିକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାର ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ। ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ...
ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପିସିସି କିଷାନ କଂଗ୍ରେସର ଦାବି
ଭୁବନେଶ୍ୱର, ୨୭/୬ (ଓଡ଼ିଆ ପୁଅ) - ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ୭୦ ପ୍ରତିଶତ ଲୋକ ଏଠାରେ କୃଷି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। କୃଷି ଓ କୃଷକର ଉନ୍ନତି ପାଇଁ କୃଷି...
ଅଗ୍ନିବୀର ନିଯୁକ୍ତି ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ
ଭୁବନେଶ୍ୱର ୨୭.୬ (ଓଡ଼ିଆ ପୁଅ) - ନରେନ୍ଦ୍ର ମୋଦି ସରକାରର ସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ପ୍ରତ୍ୟାହାର ଦାବିରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ସତ୍ୟାଗ୍ରହ...
ମିଶ୍ରଣ ପର୍ବ: ଭଦ୍ରକ ଜିଲ୍ଲାର କଂଗ୍ରେସ ଓ କମ୍ୟୁନିଷ୍ଟ ନେତା ଓ କର୍ମୀ ବିଜେପିରେ...
- ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ସଭାପତି ସମୀର ମହାନ୍ତି
- ଉପସ୍ଥିତ ଥିଲେ ରାଜ୍ୟ ତଥା ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ
ଭୁବନେଶ୍ୱର,୨୭/୦୬ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ...
ରକ୍ତତୀର୍ଥ ଇରମରୁ କଂଗ୍ରେସ ଆରମ୍ଭ କଲା ଜନସଂପର୍କ ଯାତ୍ରା
ଭୁବନେଶ୍ୱର ୨୭.୬ (ଓଡ଼ିଆ ପୁଅ) - ସ୍ୱଚ୍ଛଶାସନର ଦିଣ୍ଡିମ ପିଟୁଥିବା ୨୨ ବର୍ଷର ରାଜ୍ୟ ବିଜେଡ଼ି ସରକାର ଏବଂ ୯ ବର୍ଷର କେନ୍ଦ୍ର ବିଜେପି ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ଜନସଚେତନତା କରିବାପାଇଁ...
ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସ୍ତରୀୟ ଜନଶୁଣାଣୀ ଶିବିର
ନବରଙ୍ଗପୁର ୨୭/୦୬ (ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ତେନ୍ତୁଳଖୁଣ୍ଟି ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଆଜି ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ଏଥିରେ...
ବନ୍ତୋଲରେ ଗ୍ରାମରେ ବଡ଼ ଧରଣର ଚୋରି ଝରକା ଭାଙ୍ଗି ବୋହିନେଲେ ଲକ୍ଷାଧିକ ନଗଦ ଅର୍ଥ...
ତାଳଚେର, ୨୭/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଥାନା ଅଧିନସ୍ଥ ବନ୍ତୋଲ ଗ୍ରାମ ସ୍କୁଲ ସାହିର ସୁନିଲ କୁମାର ରଥ ନାମକ ଜନୈକ ବ୍ୟକ୍ତିଙ୍କ ଶୋଇବା ଘରର ଝରକା ଭାଙ୍ଗି ଗତକାଲି...























